ଖୋଲିଗଲା ବାଟ, ଖସିଯିବ ପାଗଳ ଗୋପାଳ ! ଜାଣନ୍ତୁ କଣ ଅଟେ ପୁରା ଖବର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାଗଳ ପ୍ରମାଣ ହେଲେ ଖସିଜିବ ଗୋପାଳ । ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ହତୟଆ ପଛର ପ୍ରକୃତ କାରଣ ଖୋଜିବା ପାଇଁ କଡାକଡି ତଦନ୍ତ ଜାରୀ ରହିଛି । ତେବେ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ guli mada କରିବା କଥା ଯଦିଓ ସେ ସ୍ଵୀକାର କରି ଦେଇଛି । ହେଲେ ହତୟଆ ପଛର ସଠିକ କଥା କିଛି ଏବେ ପର୍ଯ୍ୟନ୍ତ ମଧ୍ୟ ଜଣା ପଡିନାହିଁ । ତେବେ ଗୋପାଳର ମାନସିକ ରୋଗ କିଛି ଅଛି ବୋଲି ଚର୍ଚା ଚାଲିଛି ।

ଯାହାକି ଗୋପାଳଙ୍କ ଧର୍ମପତ୍ନୀ ହିଁ କହିଛନ୍ତି । ତେବେ ଗୋପାଳଙ୍କ ପତ୍ନୀଙ୍କ  କହିବା ଆଧାରରେ ମୋର ସ୍ଵାମୀ ଗୋପାଳ ଦାସ ଜଣେ ମାନସିକ ରୋଗୀ । ସେ ଏଥିପାଇଁ ମଧ୍ୟ ନିୟମିତ ଔଷଧ ସେବନ କରିଥାନ୍ତି । ତେବେ ତଦନ୍ତ ସମୟରେ ଏଠାରେ ଅନେକ ସମୀକ୍ଷକ ମାନଙ୍କ ମଧ୍ୟରେ ବହୁତ କିଛି ଆଲୋଚନା ଚାଲିଛି । ତେବେ ମାନସିକ ରୋଗ ତ ବିଭିନ୍ନ ପ୍ରକାରର ହୋଇଥାଏ ।

ତେବେ ନିର୍ଦ୍ଧିଷ୍ଠ କେଉଁ ପ୍ରକାର ମାନସିକ ରୋଗରେ ଗୋପାଳ ଦାସ ପୀଡିତ ବୋଲି ଆଲୋଚନା ଉଠିଛି । କାରଣ ଜଣେ ମାନସିକ ରୋଗୀ ଯଦି ହୋଇଥିବ । ତେବେ ସେ ତା’ ମନ ଓ ମସ୍ତିସ୍କ ଉପରେ ଜମାରୁ ମଧ୍ୟ ନିୟନ୍ତ୍ରଣ କରିପାରିବ ନାହିଁ । ହେଲେ ଗୋପାଳ ତ ସାଧାରଣ ମଣିଷ ଭଳି ବ୍ୟବହାର କରୁଛି । ତା’ ର ଚାଲି ଚାଳନ ଓ ବେଶ ଭୁଶା ମଧ୍ୟ ଠିକ ଠାକ ରହିଛି । ତେବେ ଗୋଟେ ଲୋକକୁ ସଠିକ ଭାବରେ ଟାର୍ଗେଟ କରି ମାରିବା ।

କେମିତି ମାରିବା ଦ୍ଵାରା guliଟି ଯାଇ ସଠିକ ନିଶାନାରେ ଲାଗିବା । ଏହି ସବୁ କଥାକୁ ଯଦି ଠିକ ଭାବରେ ଗୋପାଳ ଜାଣିଦେଉଛି । ତେବେ ଗୋପାଳ ମାନସିକ କିପରି ଭାବରେ ସାବ୍ୟସ୍ତ ହୋଇପାରିବ । ତେବେ ଅନେକ ଆଡେ ଚର୍ଚା ଉଠୁଛି । ଏହା କିଜେ ଯଦି ଗୋପାଳ ଦାସ ପାଗଳ ବା ଜଣେ ମାନସିକ ରୋଗୀ ସାବ୍ୟସ୍ତ ହୋଇଯାଏ । ତେବେ ଗୋପାଳ ମନ୍ତ୍ରୀ ହତୟଆ ମାମଲାରୁ ଖସି ଯାଇପାରେ ।

ତେବେ ପ୍ରକୃତରେ ଗୋପାଳ ଦାସ ଜଣେ ମାନସିକ ରୋଗୀ ଅଟେ । ନା ମନ୍ତ୍ରୀ ହତୟଆ ମାମଲାରେ ମୁକୁଳିବା ପାଇଁ ଏପରି କିଛି ଷଡଯନ୍ତ୍ର ଗୋପାଳ ଦାସ ଆଗରୁ ଯୋଜନା କରି ରହିଛି । ସେହି କଥା ଜାଣିବା ପାଇଁ ସଠିକ ଭାବରେ ଡାକ୍ତରୀ ଟିମ ନିଯୋଜିତ ହେବା ସହ ଗୋପାଳ ଉପରେ ତଦନ୍ତ ଜାରୀ ମଧ୍ୟ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *