ପଇସା ଲୋଭରେ ଓଡ଼ିଆ ହିରୋଇନ୍ ପ୍ରିୟଙ୍କା , ବିବାହ କଲେ କି ପଇସାବାଲା ସ୍ବାମୀ ଙ୍କୁ ? ଦେଖନ୍ତୁ ଏ ନେଇ କଣ କହିଲେ ଅଭିନେତ୍ରୀ Priyanka

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପଇସା ଲୋଭରେ ଓଡିଆ ହିରୋଇନ ସୁନ୍ଦରୀ ପ୍ରିୟଙ୍କାଙ୍କ  ହୋଇଥିଲା କି ବିବାହ ! ତେବେ ଏପରି କିଛି କଥା ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଚର୍ଚା ହେବାରେ ଲାଗିଛି । ତେବେ ଅଭିନେତ୍ରୀ ପ୍ରିୟଙ୍କା ଓ ସ୍ମାରକଙ୍କ ଯୋଡିକୁ ନେଇ ଉଠିଛି ବିବାଦ । ତେବେ ଅନେକଙ୍କ କହିବା ଅନୁସାରେ ଅଭିନେତ୍ରୀ ପ୍ରିୟଙ୍କା ଟଙ୍କା ଲୋଭରେ ପଇସା ବାଲା ସ୍ଵାମୀଙ୍କୁ ଦେଖିକି ବାହା ହୋଇଯାଇଛନ୍ତି ବୋଲି ଚର୍ଚା ହେଉଛି ।

ତେବେ ଏହି କଥା କେତେ ଦୂର ଠିକ କି ଭୁଲ ତାହା ଜାଣିବା ପାଇଁ ପ୍ରିୟଙ୍କାଙ୍କ ମତ ନିଆଯାଇଥିଲା । ତେବେ ଏଭଳି କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଭିନେତ୍ରୀ ପ୍ରିୟଙ୍କା ଗଣ ମାଧ୍ୟମ ନିକଟରେ କହିଥିଲେ । ଏହି ଦୁନିଆରେ ଟଙ୍କାର ମହତ୍ଵ ନିହାତି ଭାବରେ ଅଧିକ ହୋଇଥାଏ ସତ । କିନ୍ତୁ ଟଙ୍କା ଜୀବନରେ ସବୁ କିଛି ହୋଇନଥାଏ । ଭଲରେ ରହିବା ପାଇଁ ହେଲେ ।

ଜଣେ ଭଲ ଜୀବନସାଥିକୁ ବାଛିବା ପାଇଁ ପଡିଥାଏ । ଜଣେ ହୃଦୟବାନ ଲୋକଙ୍କୁ ହିଁ ପସନ୍ଦ କରିବାକୁ ପଡିଥାଏ । ତେବେ ଅଭିନେତ୍ରୀ ପ୍ରିୟଙ୍କା ଙ୍କ କହିବା ଆଧାରରେ ବହୁତ ଲୋକ ସୋସିଆଲ ମିଡିଆରେ କମେଣ୍ଟ କରିକି କହୁଛନ୍ତି । ଯେ ସ୍ମାରକ ଓ ମୋ ଯୋଡି ଭଲ ଲାଗୁନାହିଁ । ତେବେ ଅଭିନେତ୍ରୀ ପ୍ରିୟଙ୍କା ସହିତ ତାଙ୍କ ସ୍ଵାମୀ ସ୍ମାରକଙ୍କ ଯୋଡି ବହୁତ ଲୋକଙ୍କୁ ପସନ୍ଦ ଲାଗୁନାହିଁ ।

ତେବେ କଣ ଟଙ୍କା ଲୋଭରେ ସ୍ମାରକଙ୍କୁ ବାହାହୋଇଛନ୍ତି କି ଅଭିନେତ୍ରୀ ପ୍ରିୟଙ୍କା । ତେବେ ମୁଁ ଏଠାରେ ଗଣ ମାଧ୍ୟମ ନିକଟରେ କହିରଖିବାକୁ ଚାହିଁବି । ଯେ ମୁ ଟଙ୍କା ପାଇଁକି ସ୍ମାରକଙ୍କୁ ବାଛି ନାହିଁ । ମୁଁ ତାଙ୍କୁ ଜଣେ ଭଲ ମଣିଷଟିଏ ହିଁ ପାଇଁ ବାଛିଛି । ଟଙ୍କା ଦେଇ ସବୁ କିଛି କିଣି ହୋଇନଥାଏ । ସମ୍ପର୍କର ମୂଲ୍ୟ ଆଗରେ ଟଙ୍କା କିଛି ମଧ୍ୟ ହୋଇନଥାଏ । ଟଙ୍କା ଆଜି ଅଛି କାଲି ହୁଏତ ନଥିବ ।

ହେଲେ ଜଣେ ଭଲ ହୃଦୟର ଟିଏ ଜୀବନ ସାଥି ବାଛି ଥିଲେ । ଜୀବନ ସାରା ସେହି ଜୀବନ ସାଥି ତମ ସହିତ ରହିଥିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଆମ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *