ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ଅକ୍ଷୟ ପରିଜାଙ୍କ ରୋମାନ୍ସ ସିନେମା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କେବେ କୌଣସି କଳାକାର ଙ୍କ ନାମରେ ଆସିନାହିଁ ଶଯ୍ୟା ସଂଗିନୀର ଅଭିଯୋଗ । ମାତ୍ର ବର୍ତ୍ତମାନ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାମରେ ଆସିଛି ସଙ୍ଗିନ ଅଭିଯୋଗ । ଖାଲି ଅଭିଯୋଗ ଆସିନାହିଁ । ଏହା ସହିତ ପ୍ରମାଣ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଖାଲି ଅଭିଯୋଗ ଆସିନାହିଁ ଏ ମୋବାଇଲ କୁ ସେ ମୋବାଇଲ ଘୁରି ବୁଲୁଛି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ଉଲ-ଗନ ଭିଡିଓ ।

ଏହାକୁ ନେଇ ସୋସିଆଲ ମିଡିଆ ରେ କେହି କେହି କମେଣ୍ଟ ମଧ୍ୟ ଲେଖୁଛନ୍ତି ଯେ ଏଥର ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ନୂଆ ସିନେମା ଙ୍କ ନାମ ହେଉଛି “ମୋ ଅଶ-ଲୀଳ ସିନେମାରେ ନାୟିକା ତୁ” । ଆଉ ଯେତେବେଳେ ସୋସିଆଲ ମିଡିଆ ରେ ଏହି ଭିଡିଓ ଭାଇରାଲ ହେଉଛି କାଶଟିଙ୍ଗ କାଉଚ ର ଶିକାର ହୋଇଥିବା ଯୁବତୀ ଲକ୍ଷ୍ମୀ ସାଗରରେ ଏତଲା ଦେଇଛନ୍ତି ।

ଏହି ଘଟଣା କୁ ନେଇ ବର୍ତ୍ତମାନ ଓଲିଉଡରେ ନାନାଦି ଚର୍ଚ୍ଚା । ଥାନାରେ ଏତଲା ଦେଇଥିବା ଯୁବତୀ ଏକ ଭିଡିଓ ଜାରି କରି କହିଛନ୍ତି ଦୁଇ ବର୍ଷ ତଳେ ଏହି ଯୁବତୀ ଜଣକ ଅକ୍ଷୟ ପରିଜା କୁ ଭେଟି ସିନେମା ଏବଂ ବ୍ୟବସାୟରେ କାମ କରିବା ନିମନ୍ତେ ଅନୁରୋଧ କରିଥିଲେ । ଆଉ ଏହି ଯୁବତୀ ଙ୍କର ଅଭାବ ର ଫାଇଦା ନେଇ ମଉକା ଦେଖି ଛକା ମାରିଥିଲେ ଅକ୍ଷୟ ପରିଜା ।

ତାଙ୍କ ଘରକୁ ଯାଇ ଖରାପ ସମ୍ପର୍କ ରଖିଥିଲେ । ଏହି ସମୟରେ ପରିଜା ନିଜେ ଏହାକୁ ଶୁଟିଙ୍ଗ କରିଥିବା ଅଭିଯୋଗ ହୋଇଛି । ଆଉ ଏହି ଖବର ଯଦି ପ୍ରଘଟ ହୁଏ ତେବେ ଏହି ଭିଡିଓ ଭାଇରାଲ ହୋଇଯିବାର ଧଅମକ ମଧ୍ୟ ଦେଇଥିଲେ ଯୁବତୀ ଙ୍କୁ । ଏହା ପରେ ଏହି ଭିଡିଓ କୁ ଦେଖି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ବାରମ୍ବାର ଯ-ଔନ ଶଓଷଣ କରୁଥିଲେ ତାଙ୍କୁ ।

ସିନେମାରେ ଟ୍ଵିଷ୍ଟ ଆସିଲା ଭଳି ଏହି ଘଟଣାରେ ସେତେବେଳେ ଟ୍ଵିଷ୍ଟ ଆସିଥିଲା, ଯେତେବେଳେ ଯୁବତୀ ଜଣଙ୍କ ଅନ୍ୟ ଜାଗାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ଏହି କଥାକୁ ସହଜରେ ଗ୍ରହଣ କରି ପାରିନଥିଲେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା । ଆଉ ଯେତେବେଳେ ସେ ଜାଣିବାକୁ ପାଇଲେ ଏକ ଯୁବତୀ ଙ୍କୁ ସେ ଯ-ଔନ ଶଓଷଣ କରୁଛନ୍ତି,

ସେ ଆଉ କାହାର ବୋଧୁ ହେବାକୁ ଯାଉଛି, ଠିକ ସେତିକି ବେଳେ ଯୁବତୀ କୁ ମଆରି ଦେବାକୁ ଧଅମକ ଦେଲେ ଅକ୍ଷୟ । ଆଉ ବର୍ତ୍ତମାନ ସୋସିଆଲ ମିଡିଆ ରେ ଅକ୍ଷୟ ପରିଜା ଙ୍କ କାଣ୍ଡ କାରାନାମ ସବୁ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । 

Leave a Reply

Your email address will not be published. Required fields are marked *