‘ଏ ବାବା ଉଠିଜା କାହିଁକି ଛାଡି ଚାଲିଗଲୁ ଆମକୁ, କିଏ ଆଉ ଆମକୁ…’ Pintu ଙ୍କ ପାର୍ଥିବ ଶରୀରକୁ କୁଣ୍ଢେଇ କାନ୍ଦୁଛନ୍ତି ପରିବାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଊ ନାହାନ୍ତି ସେହି ଅତି ପରିଚିତ ଚିହ୍ନା ଚେହେରା ଓଡିଆ କଳାକାର ପିନ୍ଟୁ ନନ୍ଦ ! ତେବେ ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ଅଫେରା ରାଇଜକୁ ଚାଲିଯାଇଛନ୍ତି । ଯେଉଁଠାରେ କେବେବି ଆଉ ପିନ୍ଟୁ ନନ୍ଦ ଫେରିକି ଆସିବେ ନାହିଁ । ତେବେ ହଁ ବନ୍ଧୁଗଣ ବିଶ୍ବାଶ ନହେଉଥିଲେ  ମଧ୍ୟ ଏହା ହିଁ ହେଉଛି ସତ୍ୟ । ତେବେ ଏହି ପୃଥିବୀରେ ଜନ୍ମିତ ସବୁ ଲୋକ ଦିନେ ନା ଦିନେ ମୃ-ତ୍ୟୁବରଣ କରିବେ ।

ତାହା ତ ହେଉଛି ବିଧିର ନିୟତି । ତେବେ ମୃ-ତ୍ୟୁ ବୋଲି ଏକ ନିରାଟପୂର୍ଣ୍ଣ ସତ୍ୟ ଯେତେ କଡା ଲାଗିଲେ ମଧ୍ୟ ଏହା ହିଁ ହେଉଛି ସତ୍ୟ । ତେବେ କିଛି ମନୁଷ୍ୟ ନିଜ ଜୀବନର ବହୁ ଅଳ୍ପ ବର୍ଷ ବୟସରୁ ଏହି ଏହିପାରରୁ ଆରପାରିକୁ ଚାଲିଯାଇଛନ୍ତି । ଯେପରି ମାତ୍ର ୪୭ ବର୍ଷ ବୟସରେ ନିଜ ଜୀବନର ଶେଷ ନିଶ୍ବାଶ ଛାଡିଥିଲେ ପିନ୍ଟୁ ନନ୍ଦ ! ତେବେ ପିନ୍ଟୁଙ୍କ ଲିଭର ଜନିତ ସମସ୍ଯା ହୋଇଛି ବୋଲି ନିକଟ ଅତୀତରେ ସବୁଆଡେ ଚର୍ଚା ହେବାରେ ଲାଗୁଥିଲା ।

ତେବେ ପିନ୍ଟୁ ନନ୍ଦ ମଧ୍ୟ ଓଡିଶାବାସୀଙ୍କ ଠାରୁ କିଛି ସାହାଜ୍ଯ ସହଯୋଗ ମଧ୍ୟ ଲୋଡିଥିଲେ । ଯେଉଁଥିରେ ସୁସ୍ଥ ହୋଇ ପୁଣି ଥରେ ନିଜ ଜୀବନକୁ ନୂଆ କରି ବଞ୍ଚିବାକୁ ପିନ୍ଟୁଙ୍କର ଇଚ୍ଛା ଥିଲା । ତେବେ ସେହି ପିନ୍ଟୁଙ୍କର କେବଳ ଇଛାରେ ହିଁ ରହିଗଲା । ତେବେ ସହଜରେ ବିଶ୍ବାଶ ନହେଉହଥିଲେ ମଧ୍ୟ ଓଡିଆ କଳାକାର ପିନ୍ଟୁ ନନ୍ଦ ଆଉ ଏ ଦୁନିଆରେ ନାହାନ୍ତି ।

ତେବେ ପିନ୍ଟୁ ନନ୍ଦଙ୍କର ଦେହାନ୍ତରେ ପିନ୍ଟୁଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ପିନ୍ଟୁଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ପିନ୍ଟୁ ନନ୍ଦଙ୍କ ମର ଶରୀର ପାଖରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଦୁଃଖରେ ଭାବବିହ୍ଵଳ ହୋଇପଡିଥିଲେ । ତେବେ ପିନ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା ଚାଲୁ ରହିଛି ।

ତେବେ କିଛି ଘଣ୍ଟା ସମୟ ମଧ୍ୟରେ ପିନ୍ଟୁ ନନ୍ଦଙ୍କର ମରଶରୀରର ଅନ୍ତିମ ସଂସ୍କାର କରାଯିବ । ତେବେ ସେଠାକାର ମାହୋଲ ପୁରା ହୃଦୟବିଦାରକ ଦୁଃଖରେ ଭରିହୋଇଯାଇଛି ।ଯଦି ଏହି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଓ ଆଗକୁ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *