ବାୟୁରେ ବ୍ୟାପୁଛି କରୋନା, ଦ୍ଵିତୀୟ ଲହରକୁ ଆବଶ୍ୟକ ଦୁଇ-ଦୁଇଟା ମାସ୍କ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ବନ୍ଧୁଗଣ ଏହି କିଛି ଦିନ ହେବ ଭାରତରେ କରୋନାର କୋପ ବଢି ବଢି ଚାଲିଛି । ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଏତେ ବଢି ଯାଇଛି ଯେ ଦେଶରେ ହାହାକାର ଚାଲିଛି । ସମସ୍ତ ଲୋକ ଏହି ସଂକ୍ରମଣକୁ ଭୟ କରି ରହୁଛନ୍ତି । କାରଣ ଏହି ଭାଇରସ ଲକ୍ଷାଧିକ ଲୋକଙ୍କ ଜୀବନ ନେଇ ସାରିଛି । ବନ୍ଧୁଗଣ ଗତ ବର୍ଷ ଏହି ଏପ୍ରିଲ ମାସ ବେଳକୁ ସମଗ୍ର ଦେଶରେ କରୋନା ଭାଇରସର କୋପ ବଢି ଯାଇଥିଲା । ଯାହାଫଳରେ ସମସ୍ତ ଦେଶରେ ଲକଡାଉନ ହୋଇଯାଇଥିଲା ।

ବନ୍ଧୁଗଣ ଗତ ବର୍ଷ ଭାରତରେ ପାଖା ପାଖି ୬ ମାସ କାଳ ଲକଡାଉନ କରାଯାଇଥିଲା । କରୋନା ମହାମାରୀର କୋପ କିଛି ମାତ୍ରାରେ କମିଯିବାରୁ ପୁଣି ସବୁକିଛି ପୂର୍ବ ପରି ହେବାକୁ ଲାଗିଥିଲା । ସାଧାରଣତଃ ଏହି ସଂକ୍ରମଣ ଲୋକ ମାନଙ୍କ ଜୀବନକୁ ନେଇ ଯାଉଛି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ପୁଣି କରୋନା ମହାମାରୀର ଦୁତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି ଭାଇରାସଟି ପୂର୍ବ ଭାଇରସ ଅପେକ୍ଷା ଅଧିକ ମା-ରା-ତ୍ମ-କ ପ୍ରାମାଣିତ ହୋଇଛି । ବର୍ତ୍ତମାନର ସମୟରେ ଏହି ଭାଇରସ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ ମୃ-ତ-କ-ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବନ୍ଧୁଗଣ ଏହି ସମୟରେ କରୋନାର ଦୁତୀୟ ଲହରୀକୁ ରୋକିବ ଡବଲ ମାସ୍କ ।


ବନ୍ଧୁଗଣ ବିଶେଷଜ୍ଞ ମାନେ କହିଛନ୍ତି, ଦୁଇଟି ମାସ୍କ ବର୍ତ୍ତମାନ କରୋନା ପାଇଁ ବ୍ରାହ୍ମାସ୍ତ୍ର ସାଜିବ । ଏହି ମା-ରା-ତ୍ମ-କ ଭାଇରସକୁ ରୋକିବା ପାଇଁ ଆମ ମାନଙ୍କୁ ଦୁଇଟି ମାସ୍କ ପିନ୍ଧିବାକୁ କହିଛନ୍ତି ବିଶେଷଜ୍ଞ ମାନେ । ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ରଙ୍କ ମତରେ, ଦୁଇଟି ମାସ୍କ ପିନ୍ଧିବା ଦ୍ଵାରା ଏହି ଭାଇରସକୁ ରୋକାଯାଇପାରିବ । ତେଣୁ ସମସ୍ତ ଜନସାଧାରଣଙ୍କୁ ଏହା ଅନୁରୋଧରେ ଦୁଇଟି ମାସ୍କର ବ୍ୟବହାର କରନ୍ତୁ ।

ବନ୍ଧୁଗଣ ମେଡିକାଲ ଜର୍ନାଲ ଲାନସେଟଙ୍କ ମତରେ ଏହି ଭାଇରସର ଦୁତୀୟ ଲହରୀ ବହୁତ ମାରାତ୍ମକ ଓ ଏହା ବାୟୁ ଦ୍ଵାରା ବ୍ୟାପୁଛି । ତେଣୁ ବନ୍ଧୁଗଣ ବର୍ତ୍ତମାନ ଆମ ମାନଙ୍କୁ ଏହି ମା-ରା-ତ୍ମ-କ ଭାଇରସ ଠାରୁ ବଞ୍ଚିବାକୁ ହେଲେ ଆମକୁ କପଡା ମାସ୍କ ଛାଡିବାକୁ ପଡିବ ଓ N୯୫ କିମ୍ବା KN୯୫ ମାସ୍କ ପିନ୍ଧିବାକୁ ପଡିବ । ଏହି ଦୁଇଟି ମାସ୍କ ବ୍ୟତୀତ ଆପଣ ତିନି ଟି ଲେୟାର ଥିବା ସର୍ଜିକାଲ ମାସ୍କ ପିନ୍ଧି ପାରିବେ ।

ସେଥିପାଇଁ ଲୋକମାନେ କପଡା ମାସ୍କକୁ ତ୍ୟାଗ କରି ତିନୋଟି ଲେୟାର ଥିବା ଦୁଇଟି ମାସ୍କକୁ ପିନ୍ଧିବା ପାଇଁ କହିଛନ୍ତି ଡାକ୍ତର ନୀରଜ ମିଶ୍ର । ବନ୍ଧୁଗଣ ଏହି କରୋନା ଭାଇରସର ଦୁତୀୟ ଲହରୀରେ ଅଧିକାଂଶ ବୃଦ୍ଧ ଓ ଶିଶୁ ମାନେ ଆକ୍ରାନ୍ତ ହୋଇଥିବା ବେଳେ ୩୦ରୁ କମ ଯୁବ ଯୁବତୀ ମାନେ ଏହି ଭାଇରସରୁ ପ୍ରଭାବିତ ହେଉଛନ୍ତି ।

ଡାକ୍ତର ସତିଶ ପ୍ରସାଦ ମିଶ୍ରଙ୍କ ମତରେ ମଧ୍ୟ ଲୋକ ମାନଙ୍କୁ ଦୁଇଟି ମାସ୍କ ପିନ୍ଧିବା ଆବଶ୍ୟକ ବୋଲି କହିଛନ୍ତି । ତେଣୁ ବନ୍ଧୁଗଣ କରୋନା ମହାମାରୀର ଏହି ଦୁତୀୟ ଲହରୀରେ ଆପଣ ମାନେ ଡବଲ ମାସ୍କର ବ୍ୟବହାର ନିଶ୍ଚୟ କରନ୍ତୁ ଓ ନିଜ ସହିତ ନିଜ ପରିବାରର ସୁରକ୍ଷା କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *