Ekta Kapoor ଙ୍କ ସହ ନେଲେ ପଙ୍ଗା ତ ହେଇଗଲା କ୍ଯାରିୟର ବର୍ବାଦ, ନହେଲେ ଏବେ ଟିଭି ରେ ରାଜ କରୁଥାନ୍ତେ ଏହି 4 ଜଣ ଷ୍ଟାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି କ୍ଵିନ ଏକତା କପୁରଙ୍କୁ ନିଶ୍ଚୟ ଜାଣିଥିବେ । ଟିଭି ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନେ ଏକତା କପୁରଙ୍କ ସହ ଭଲ ସମ୍ପର୍କ ରଖିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି ।

ହେଲେ ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ଏକତା କପୁରଙ୍କ ସହ ପଙ୍ଗା ନେଇ ସାରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ପ୍ରାଚୀ ଦେସାଇ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପ୍ରାଚୀ ଦେସାଇ । ବନ୍ଧୁଗଣ ଏକତା କପୁରଙ୍କ ଫେମସ ସିରିଏଲ ‘କସମ ସେ’ରେ ପ୍ରାଚୀ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିଥିଲେ । ବନ୍ଧୁଗଣ ଗୋଟେ ସମୟରେ ପ୍ରାଚୀ ଓ ଏକତାଙ୍କ ମଧ୍ୟରେ ବହୁତ ବଡ ବିବାଦ ହୋଇଯାଇଥିଲା ଯାହାଫଳରେ ପ୍ରାଚୀଙ୍କୁ ଅନ୍ୟ କୌଣସି ସିରିଏଲରେ କାମ କରିବାର ମଉକା ମିଳିଲା ନାହିଁ । ଏହାପରେ ଏହି ଦୁଇଜଣଙ୍କ ମଧ୍ୟରେ ସବୁ କିଛି ଠିକ ହୋଇଥିଲା ଯାହାଫଳରେ ଏକତା ପ୍ରାଚୀଙ୍କୁ ବଲିଉଡ ଫିଲ୍ମ ‘ୱାନ୍ସ ଓପନ ଏ ଟାଇମ ଇନ ମୁମ୍ବାଇ’ରେ କାମ କରିବାର ମଉକା ଦେଇଥିଲେ ।

ସ୍ମୃତି ଇରାନୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସ୍ମୃତି ରାନୀ । ଗୋଟେ ସମୟରେ ସ୍ମୃତି ରାନୀ ଓ ଏକତାଙ୍କ ମଧ୍ୟରେ ବହୁତ ବିବାହ ହୋଇଯାଇଥିଲା । ଯାହାଫଳରେ ସ୍ମୃତି ‘କଭି ସାଶ ଭି କଭି ବୋହୁ ଥି’ ସିରିଏଲକୁ ଛାଡି ଦେଇଥିଲେ । ଏହାପରେ ଏକତା କପୁର ସ୍ମୃତିଙ୍କ ବଦଳରେ ଗୌତମୀ କପୁରଙ୍କୁ କାଷ୍ଟ କରିଥିଲେ । ଏହାପରେ ସ୍ମୃତି ଏକତାଙ୍କ ସହ ବୁଝାବଣା କରିଥିଲେ ଯାହାଫଳରେ ସ୍ମୃତି ପୁଣି ସିରିଏଲକୁ ଫେରି ଆସିଥିଲେ ।

ଆମଲା ସରିଫ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅମଲା ସରିଫ । ଏକତା କପୁର ଅମଲାଙ୍କୁ ସିରିଏଲ ‘କହିଁ ତୋ ହୋଗା’ ଜରିଆରେ ଟିଭି ଇଣ୍ଡଷ୍ଟ୍ରିରେ ଲଞ୍ଚ କରିଥିଲେ । ଏହି ସିରିଏଲ ପରେ ଏକତା ଓ ଆମଲାଙ୍କ ମଧ୍ୟରେ ବହୁତ ବାଦବିବାଦ ହୋଇଯାଇଥିଲା । ବନ୍ଧୁଗଣ ଏହି ଖବର ମିଡିଆରେ ମଧ୍ୟ ବହୁତ ଚର୍ଚାରେ ଥିଲା । କେତେ ବର୍ଷ ପରେ ଏହି ଦୁଇଜଣ ପୁଣି ମିଶିଲେ ।

ରୋନିତ ରୋଏ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭିର ଫେମସ କଳାକାର ରୋନିତ ରୋଏ । ବନ୍ଧୁଗଣ ରୋନିତ ରୋଏ ଏକତା କପୁରଙ୍କ ଦୁଇଟି ଫେମସ ସିରିଏଲ ‘କଭି ସାଶ ଭି କଭି ବୋହୁ ଥି’ ଓ ‘କସୋଟୀ ଜିନ୍ଦେଗୀକି’ରେ କାମ କରିଥିଲେ । ହେଲେ ବନ୍ଧୁଗଣ ଗୋଟେ ସମୟରେ ଏହି ଦୁଇଜଣଙ୍କ ମଧ୍ୟରେ ବିବାହ ସୃଷ୍ଟି ହୋଇଯାଇଥିଲା ଯାହାଫଳରେ ରୋନିତ ଏକତାଙ୍କ ସହ କାମ କରିବା ପାଇଁ ମନା କରିଦେଇଥିଲେ । ହେଲେ ବର୍ତ୍ତମାନ ଏହି ଦୁଇଜଣଙ୍କ ସମ୍ପର୍କ ଭଲ ଅଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଟିଭି ଦୁନିଆର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *