ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରସରକାର ଆଣିଲେ ବଡ଼ ଖବର ! ଡ୍ୟୁଟି ଆସିବାରେ ଆଉ କରିବେନି ଡେରି…… ଦେଖନ୍ତୁ କାରଣ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବଡ଼  ଖବର । ଡ୍ୟୁଟି ଆସିବାରେ ଆଉ କରିପାରିବେନି ଅବହେଳା । ହଁ ଦର୍ଶକବନ୍ଧୁ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭାଗ୍ୟମାନେ ନିଜ ସମୟ ଅନୁସାରେ ଆସିବା ଯିବାକୁ ନେଇ ଅନେକ ସମୟରେ ଜନସାଧାରଣ ଅଭିଯୋଗ କରିଥାନ୍ତି ।

କେତେକ ଲୋକେ ନିଜ ସମୟ ଅନୁସାରେ ସରକାରୀ ଚାକିରିକୁ ଆସନ୍ତି ଓ ସମୟ ନ ହେଉନୁ ଘରକୁ ପଳେଇଥାନ୍ତି । ମାତ୍ର ସେମାନଙ୍କ କାମଖେଳିଆ କାମ ଏବେ ହୋଇପାରିବ ନାହିଁ । କେନ୍ଦ୍ରସରକାର ନେଇଆସିଛି ଏକ ବଡ଼ ଖବର ଯାହାକୁ ନେଇ ଚିନ୍ତା ବୁଢିଛନ୍ତି ସରକାରୀ କର୍ମଚାରୀ । କାରଣ କେନ୍ଦ୍ର ସରକାର ବେସରକାରୀ ସଂସ୍ଥା ପରି ସରକାରୀ ବିଭାଗରେ ମଧ୍ୟ ବାୟୋମେଟିକ ମେସିନ ଲଗାଇବେ ଓ ସେଥିରେ ସରକାରୀ କର୍ମଚାରୀ ମାନଙ୍କ ଯିବା ଆସିବାର ସମୟ କୟଦ ହୋଇକି ରହିବ ।

ଯଦି କୋଣସି ବ୍ୟକ୍ତି ବିଳମ୍ବରେ କାମ କୁ ଆସେ ତେବେ ତାହା ମେସିନ ମାଧ୍ୟମରେ ଜଣାପଡିଯିବ । ତେଣୁ ସରକାରୀ କର୍ମଚାରୀ ମାନେ ଏହି ଭୟରେ ସଠିକ ସମୟରେ ଆସିବେ । ମାତ୍ର ଏହି ଖବରକୁ ନେଇ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରସରକାରଙ୍କ ନିର୍ଦେଶ ଅନୁସାରେ ଖୁବ୍ ଶୀଘ୍ର ସମସ୍ତ ସରକାରୀ ବିଭାଗରେ ବାୟୋମେଟିକ ବ୍ୟବସ୍ଥା କରାଯିବ ଓ ଏହାକୁ କର୍ମଚାରୀମାନେ ପାଳନ କରିବାର ନିର୍ଦେଶ ଜାରି କରାଯାଇଛି ।

ଯଦି କୋଣସି ବ୍ୟକ୍ତି ବିଳମ୍ବ ରେ କାର୍ଯ୍ୟ ଅନୁଷ୍ଠାନକୁ ଆସନ୍ତି ତେବେ  ତାଙ୍କ ଉପରେ ଦୃଢ ପଦକ୍ଷେପ ନେବେ ବୋଲି ଘୋଷଣା କରିଛନ୍ତି । ତେବେ ରାଜ୍ୟ ସରକାର ମଧ୍ୟ ରାଜ୍ୟର ଡାକ୍ତରଖାନା ମାନଙ୍କରେ ଏଭଳି ବ୍ୟବସ୍ଥା କରିବା ପାଇଁ କହିଛନ୍ତି । କାରଣ ରାଜ୍ୟର ଡାକ୍ତରଖାନାମାନଙ୍କରେ ଡାକ୍ତର ଓ ନର୍ସ ଓ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସଠିକ ସମୟ ଆସିବା ଓ ଯିବାର  ସମୟ ନିଦ୍ଧାରିତ  କରିବା ପାଇଁ କରାଯିବ ବୋଲି ଘୋଷଣା କରିଛନ୍ତି ।

ତେବେ ଯେତେ ଶୀଘ୍ର ସମ୍ଭବ ବୟୋମେଟିକ ମେସିନର ଲଗେଇବା ପାଇଁ  ରାଜ୍ୟସରକାର  ନିର୍ଦେଶ ଜାରି କରାଯାଇଛି ଏବଂ ଗତମାର୍ଚ୍ଚ ମାସରେ ଏହା ନିମନ୍ତେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ରାଜ୍ୟର ଅନେକ ଡାକ୍ତରଖାନା ରେ ଏହା ଲଗାହୋଇସାରିଲାନି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *