Jyotish Shastra- ଦୁର୍ଗା ପୂଜାରେ ମା’ ଙ୍କ କୃପାରୁ ସୁନା ଭଳି ଚମକିବ ଏହି ୮ ଟି ରାଶିର ଭାଗ୍ୟ, ଦେଖନ୍ତୁ କଣ ଏଥିରେ ଆପଣଙ୍କ ଅଛି କି

ବନ୍ଧୁଗଣ ଯେତେବେଳେ ଭଗବାନ ପ୍ରସନ୍ନ ହୋଇଥାନ୍ତି ସେତେବେଳେ ମଣିଷ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ । ତେବେ ଦୀର୍ଘ ୫୦୦ ବର୍ଷ ପରେ ପବିତ୍ର ଦୂର୍ଗା ପୂଜାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତି ବିଧିରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯେମିତି କି ଆପଣ ମାନେ ସମସ୍ତେ ଜାଣନ୍ତି କି ଗ୍ରହ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ରାଶି ଚକ୍ରର ୧୨ ଟି ରାଶି ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ଏହି ମହା ସଂଯୋଗ ପବିତ୍ର ଦୂର୍ଗା ପୂଜା ଅବସରରେ ଘଟୁଥିବାରୁ ଜଗତଜନନୀ ମା ଦୁର୍ଗ ଏହି ୮ ଟି ରାଶି ମାନଙ୍କୁ ଆଶୀର୍ବାଦ କରିବାକୁ ଯାଉଛନ୍ତି ।

ଯାହା ଫଳରେ ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ଏହି ପବିତ୍ର ଦଶହରା ପର ଠାରୁ ସୁନା ଭଳି ଚମକିବାକୁ ଲାଗିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶିର ଲୋକଙ୍କ ଜୀବନରେ ଦୂର୍ଗା ପୂଜା ପରେ କଣ ସବୁ ଘଟିବାକୁ ଯାଉଛି ।

ମା ଦୂର୍ଗାଙ୍କ ଆଶୀର୍ବାଦରୁ ଆପଣ ମାନଙ୍କର ସବୁ ଦିନ ହସ ଖୁସିରେ ବିତିବ । କୌଣସି ବି ସମସ୍ଯା ରହିବ ନାହିଁ । ଆପଣ କାହା କଥାରେ ମୁଣ୍ଡ ପୁରାଇବା ଠିକ ହେବ ନାହିଁ । ନହେଲେ ଅଯଥା ଏହା ଆପଣମାନଙ୍କର ମୁଣ୍ଡ ବିନ୍ଧାର କାରଣ ମଧ୍ୟ ହୋଇପାରେ । ବେପାର ବାଣିଜ୍ୟରେ ଭଲ ଲାଭ ହେବ ।

କାରୋବାର ଦିନକୁ ଦିନ ବୃଦ୍ଧି ହେବାରେ ଲାଗିବ । କୌଣସି ଜିନିଷର ଅଭାବ ରହିବ ନାହିଁ । ଆୟରେ ବୃଦ୍ଧି ହେବ । ଅଟକି ରହିଥିବା ଟଙ୍କା ପଇସା ପୁଣି ଫେରି ଆସିବାର ସମ୍ଭାବନା ରହିଛି । ଚାକିରିରେ ପଦୋନ୍ନତି ହୋଇପାରେ । ଯଦି ଭଲ ଜୀବନ ସାଥିଙ୍କ ସନ୍ଧାନରେ ଅଛନ୍ତି ତେବେ ତାହା ପୂରଣ ହେବା ସହିତ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଜୀବନ ସାଥୀଟିଏ ନିଶ୍ଚୟ ମିଳିବ ।

ଜୀବନ ସାଥିଙ୍କ ସହିତ ପ୍ରେମ ସମ୍ପର୍କ ଅଧିକ ମଧୁର ରହିବ । ଆପଣଙ୍କର ଆୟ ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବ । ଅଯୋଥା ଜିନିଷରେ ପଇସା ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ । ଆପଣଙ୍କ ପରିବାର ପାଇଁ ଆପଣଙ୍କ କର୍ତ୍ତବ୍ୟ ଭଲ ରହିବ । ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ ଓ ଧନ ସମ୍ପତ୍ତି ଭରପୁର ରହିବ ।

ଘର ଓ ପରିବାରରେ ସମସ୍ତେ ହସ ଖୁସିରେ ରହିବେ । ବେଶି ଭାବୁକ ସ୍ଵଭାବର ହୁଅନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ହୃଦୟକୁ ଆଘାତ ଲାଗିପାରେ ଓ ଆପଣ ଏଥିପାଇଁ ଦୁଃଖୀ ମଧ୍ୟ ହୋଇ ପାରନ୍ତି । ତେବେ ବନ୍ଧୁଗଣ ଆମେ ଏଠାରେ ଯେଉଁ ସବୁ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କଥା ହେଉଥିଲୁ ସେଗୁଡିକ ହେଲା ଧନୁ ରାଶି, ବୃଷ ରାଶି, ତୁଳା ରାଶି, କନ୍ୟା ରାଶି, ସିଂହ ରାଶି, ବିଛା ରାଶି, ମୀନ ରାଶି ଓ ମେଷ ରାଶି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *