ଦୁନିଆର ଏକ ଏମିତି ଦେଶ, ଯାହା ପାଖରେ ନିଜର ସେନା ନାହାଁନ୍ତି, ହେଲେ ଦଉଛି ସମସ୍ତଙ୍କୁ ଟକ୍କର

ଦୁନିଆରେ ଯେତେ ବି ଦେଶ ଗୁଡିକ ଅଛନ୍ତି ସେମାନେ ସମସ୍ତେ ଆଗ ନିଜର ସୀମା କୁ ସୁରକ୍ଷିତ ରଖିବା ପାଇଁ ଚାହିଁଥାନ୍ତି । ଯେଉଁଥି ପାଇଁ ସେମାନେ ସମସ୍ତେ ନିଜ ଦେଶରେ ବଡ ଏବଂ ଶକ୍ତିଶାଳି ସେନା ରଖିଥାନ୍ତି । ଯେଉଁମାନେ କି ଯେ କୌଣସି ବି ପରିସ୍ଥିତିରେ ଶତ୍ରୁ ମାନଙ୍କୁ ହରାଇ ନିଜର ଦେଶକୁ ସୁରକ୍ଷା ଦେବେ । ଏହି ସେନା ମାନେ ନିଜର ଜୀବନକୁ ବାଜି ଲଗାଇ ନିଜ ଦେଶକୁ ସୁରକ୍ଷା ଦେଇଥାନ୍ତି ।

କିନ୍ତୁ ଆପଣ ଜାଣି ନଥିବେ କି ବିଶ୍ଵରେ ଏକ ଏମିତି ଦେଶ ଅଛି ଯାହା ପାଖରେ କୌଣସି ବି ସେନା ନାହାଁନ୍ତି । ସେହି ଦେଶ ପାଖରେ ନା ହିଁ କୌଣସି ସ୍ଥଳ ସେନା ଅଛନ୍ତି ନା କୌଣସି ଜଳ ବା ବାୟୁ ସେନା ଅଛନ୍ତି କିନ୍ତୁ ଏହି ଦେଶ କାହାକୁ ବି କେବେ ଡରେ ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବର୍ତ୍ତମାନ ଭଳି ପରିସ୍ଥିତି ରେ ଏହି ଦେଶ ଚିନ୍ତା ମୁକ୍ତ ହୋଇ ରହିଛି । ଏହି ଦେଶର ନାମ ଭୁଟାନ ଅଟେ ଯିଏ କି ସୁରକ୍ଷା ପାଇବା ପାଇଁ ସମ୍ପୂର୍ଣ ଭାବେ ଭାରତ ଉପରେ ନିର୍ଭର କରୁଛି ।

ଭାରତ ମଧ୍ୟ ଏହି ଦେଶକୁ ସାହାଯ୍ୟ କରୁଛି ଏବଂ ଏହି ଦେଶ ହିମାଚଳ ଉପରେ ଅଛି । ଏହି ଦେଶର ରାସ୍ତା ବିଶ୍ଵରେ ଥିବା ସବୁ ଦେଶ ଭିତରୁ ସବୁଠାରୁ ଅଧିକ ଆବଡା ଖାବଡା ଅଟେ । ଭୁଟାନ ର ସ୍ଥାନୀୟ ନାମ ‘ଡୃକ ୟୁଲ’ ଯାହାର ମାନେ ଡ୍ରାଗନ ର ଦେଶ ଅଟେ । ଏହି କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କି ଏହାର ଇତିହାସ କୁହେ କି ଭୁଟାନ କୌଣସି ବି ଦେଶର ଉପନିବେଶକ ରହିନାହିଁ ।

ସେହି ଦେଶର ସଦସ୍ୟ ଙ୍କ ଦ୍ଵାରା ତାର ସ୍ଵତନ୍ତ୍ରତା ହୋଇଛି । ଏହା ତିବତ ଏବଂ ଭାରତର ମଝିରେ ଥିବା ଭୂମି ଆବଦ୍ଧ ଦେଶ ଅଟେ । ଏହା ସମ୍ପୂର୍ଣ ଭାବରେ ଭାରତର ବାୟୁସେନା କ୍ଷେତ୍ରର ଅଂଶ ଅଟେ । ଏହି କାରଣ ପାଇଁ ଭାରତ ସମ୍ପୂର୍ଣ ଭାବରେ ଭୁଟାନ ର ଦେଖାଶୁଣା କରୁଛି । ଏହି ଦେଶର ଆର୍ମି ଙ୍କୁ ରୟାଲ ଭୁଟାନ ଆର୍ମ୍ମି କୁହାଯାଇ ଥାଏ । ଏହା ରୟାଲ ବଡିଗାର୍ଡସ ଏବଂ ରୟାଲ ଭୁଟାନ ପୋଲିସଙ୍କ ସଂଯୁକ୍ତ ନାମ ଅଟେ । ଏହି ଆର୍ମ୍ମି ମାନଙ୍କୁ ଭାରତୀୟ ସେନା ଟ୍ରେନିଂ ଦେଇଥାନ୍ତି । ଏହିପରି ଅନେକ ନୂଆ ନୂଆ କଥା ଜାଣିବା ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *