2 ପୁଅ ଆଗରେ ଧରା ପଡିଲା ମା ର ପରକୀୟା ପ୍ରୀତି, ଆଉ ତାପରେ କିଛି ଏମିତି ହେଲା…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ସମାଜରେ ଅନେକ ପ୍ରକାରର ଅଦ୍ଭୁତ ଘଟଣା ମାନ ଘଟି ଯାଉଛି । ଯାହା ଭାବିବା ମଧ୍ୟ ସମ୍ଭବ ନୁହେଁ । ତେବେ ସମାଜରେ ଏତେ କୁକାର୍ଯ୍ୟ ହେବାକୁ ଲାଗିଲାଣି ଯାହା ଦ୍ୱାରା ସମାଜ ମଧ୍ୟ କଳଙ୍କିତ ହେବାକୁ ଲାଗିଲାଣି । ତେବେ କେତେବେଳେ ଶୁଣିବାକୁ ମିଳୁଛି ସ୍ୱାମୀ ସ୍ତ୍ରୀ କୁ ଛାଡି ଆଉ କାହା ସହ ରହୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ କୁ ଛାଡି ଆଉ ଅନ୍ୟ ପୁରୁଷ ସହ ରହୁଛି ।

ତେବେ କେତେବେଳେ ବିଧବା ସ୍ତ୍ରୀ ର ପ୍ରେମ ଧରା ପଡୁଛି ତ କେତେବେଳେ ଆଉ କିଛି । ତେବେ ବର୍ତ୍ତମାନ ଜଣେ ମାଆ ର ଏଭଳି କାରନାମା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା । ତେବେ ପରକୀୟା ପ୍ରୀତି ଯୋଗୁଁ ବିବାହିତ ଯୁବକଙ୍କ ଜୀବନ ଚାଲିଗଲା ।

ମାଆଙ୍କ ସହିତ ଗୋଟିଏ ଘର ଭିତରେ ଅସଂଯଅତ ଅବସ୍ଥାରେ ଦେଖି ଦୁଇ ନାବାଳକ ପୁତ୍ର ହିଂ-ସା ପରାୟଣ ହୋଇ ପରକୀଈୟା ସମ୍ପର୍କ ରଖିଥିବା ବିବାହିତ ଯୁବକକୁ ଖୁଣ୍ଟରେ ବାଆନ୍ଧିଇ ଲୁହ ଛଡ଼ରେ ପିଇଟିଇ ପିଇଟିଇ ହତୟଆ କରିଛନ୍ତି । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ଶାସ୍ତ୍ରୀ ନଗରରେ । ମୃତ ଯୁବକର ନାମ ସେକେଣ୍ଡ ମହାକୁଡ଼ ବୟସ ୪୫ ବୋଲି ଜଣା ପଡିଛି ।


ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ୯ ଘଟିକା ସମୟରେ ମୃତ ସେକେଣ୍ଡଙ୍କ ଘରେ ଦୁଇ ନାବାଳକଙ୍କ ମାଙ୍କୁ ଅସଂଯଅତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କ ମାଆ ସହିତ ମୃତ ସେକେଣ୍ଡ ପରକୀଅୟା ପ୍ରୀତିକୁ ସମ୍ପର୍କକୁ ନେଇ ଦୁଇ ନାବାଳକ  ହିଂଅସ୍ର ହୋଇ ଉଠିଥିଲେ । ସେ ଦୁହେଁ ସେକେଣ୍ଡଙ୍କୁ ଘୋଓଷାଆଡ଼ି ନେଇ ତାଙ୍କ ଘର ସମ୍ମୁଖରେ ଏକ ଖୁଣ୍ଟରେ ବାନ୍ଧି ଲୁହା ଛଡ଼ରେ ନିଇର୍ଦ୍ଧୁମ ପିଇଟିଇଥିଲେ ।

ପିଇଟିଇ ପିଇଟିଇ ଗୋଟିଏ ହାତ ଓ ଗୋଡ଼ ଭାଆଙ୍ଗି ଦେଇଥିଲେ । ଏହା ପରେ ଦୁଇ ନାବାଳକ ତାଙ୍କୁ ଯୋଡ଼ା ଟାଟାଷ୍ଟିଲ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ସେକେଣ୍ଡଙ୍କର ସେଠାରେ ମୃତ୍ୟୁ ହୋଇଥିଲ । ଏ ନେଇ ଯୋଡା ଥାନାରେ ଏକ ହତୟଆ ମାମଲା ନମ୍ବର ୮୫/୨୦୨୨ ପୋଲିସ ରୁଜୁ କରି ଦୁଇ ନାବାଳକଙ୍କୁ ପଚରା ଉଚରା ଜାରି ରଖିଥିବା ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *