‘୨ ମାସ ହେଲାଣି ଏମାନେ ସ୍ଵାମୀଙ୍କୁ ଛାଡି ବସିଛନ୍ତି, କେତେ ପ୍ରେଗନେଣ୍ଟ ହେଇ ସାରି ଥାନ୍ତେ, ହେଲେ ଏମାନେ ତ…’ କଂଗ୍ରେସ ବିଧାୟକ ସୁର ରାଉତରାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଂଗ୍ରେସ ଦଳର ବିଧାୟକ ସୁର ରାଉତ ରାୟଙ୍କର ନିଜସ୍ୱ ମନ୍ତବ୍ୟକୁ ସବୁବେଳେ ସେ ଚର୍ଚାର ପରିସର ଭୁକ୍ତକୁ ଆସିଛନ୍ତି । ବିଧାୟକ ସୁର ରାଉତ ରାୟ ବର୍ତ୍ତମାନ ସମୟରେ ଅଙ୍ଗନବାଡୀ କର୍ମୀଙ୍କର ଉପରେ ମଧ୍ୟ ନିଜସ୍ୱ କିଛି ମନ୍ତବ୍ୟ ରଖିଛନ୍ତି । ଏହାର ଆଧାରରେ ସେ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଆକ୍ଷେପ କରି କହିଛନ୍ତି । ବିଧାୟକ ସୁର ରାୟଙ୍କର କହିବା ଅନୁସାରେ ଅଙ୍ଗନବାଡୀ ଦିଦି ମାନେ ୨ ମାସ  ଧରି ଧାରଣାରେ ବସିଛନ୍ତି ।

ଅଙ୍ଗନବାଡୀ କର୍ମୀ ତଥା ଅଙ୍ଗନବାଡୀ ଦିଦିଙ୍କର ଦରମା ବୃଦ୍ଧି ପ୍ରସଙ୍ଗ ତଥା ଅନ୍ୟାନ୍ୟ କଥାକୁ ପରିସରଭୁକ୍ତ କରି ସେମାନେ ଧାରଣାରେ ବସିଛନ୍ତି । ଏହି କଥାକୁ ବିଧାୟକ ସୁର ରାଉତ ରାୟ ଘୋର ବିରୋଧ କରି କହିଛନ୍ତି । ତାଙ୍କ କହିବା ଅନୁଯାଇ ଯେଉଁ ସବୁ ମହିଳା ଅଙ୍ଗନବାଡୀ କର୍ମୀ ତଥା ଅଙ୍ଗନବାଡୀ ଦିଦି ମାନେ ଧାରଣାରେ ବସିଛନ୍ତି । ସେମାନେ ତାଙ୍କର ଘର, ସଂସାର ଓ ସ୍ଵାମୀକୁ ଛାଡି ଆସି ଏଠାରେ ଆନ୍ଦୋଳନ କରୁଛନ୍ତି ।

ମାନ୍ୟବର ସୁର ରାଉତଙ୍କର କହିବା ଅନୁସାରେ ଓଡିଶାର ସ୍ଥିତି ମଧ୍ୟ ବହୁତ ବିଗିଡି ଗଲାଣି । ଓଡିଶାରେ ଏପରି କିଛି ପ୍ରସଙ୍ଗ ରହିଛି । ଯାହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧ୍ୟାନ ଦେବା ପାଇଁ ପଡିବ । ସେହି କଥା ଉପରେ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ନଜର ଦେବା ପାଇଁ ପଡିବ । ତେବେ ଅନେକ ଗୁଡିଏ ପିଲାଙ୍କୁ ଶିକ୍ଷା ଦାନ କରୁଥିବା ଶିକ୍ଷକ, ଅଙ୍ଗନବାଡୀ ସମସ୍ତ କର୍ମଚାରୀ ମାନଙ୍କୁ ତାଙ୍କର ପ୍ରାପ୍ୟ ଅନୁସାରେ ଦରମା ମଧ୍ୟ ଦେଇଦେବା ଉଚିତ ।

କାରଣ ଏହା ତାଙ୍କର ପ୍ରାପ୍ୟ ହୋଇଥାଏ । ତେବେ ଅଙ୍ଗନବାଡୀ କର୍ମୀ ମାନଙ୍କ ଉପରେ ଯେଉଁ ସବୁ ଅବହେଳା କରାଯାଉଛି । ସେଥିପାଇଁ ସେମାନେ ଘରଦ୍ଵାର ଛାଡି, ନିଜର ସ୍ଵାମୀ, ପିଲାଙ୍କୁ ଛାଡି ଘଣ୍ଟା ଘଣ୍ଟା କାଳ ଧାରଣାରେ ବସିବାକୁ ପଡୁଛି । ଯେଉଁ କାରଣରୁ ସେମାନେ ତାଙ୍କର ଘର ସୁଖରୁ ବଞ୍ଚିତ ହେଉଛନ୍ତି । ମାନ୍ୟବର ସୁର ରାଉତଙ୍କର କହିବା ଅନୁସାରେ ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାହା ହୋଇନାହାନ୍ତି ।

ତେବେ ସେମାନେ ଘର ସଂସାରର ମହତ୍ଵକୁ ଠିକ ଭାବରେ ବୁଝି ନାହାନ୍ତି । ଏହି ୨ ମାସ ମଧ୍ୟରେ କେତେ ଯେ ଅଙ୍ଗନବାଡୀ ଡିଡି ମାନେ ନିଜ ସ୍ଵାମୀ ସୁଖରୁ ବଞ୍ଚିତ ହୋଇ ରହୁଛନ୍ତି । ସ୍ଵାମୀ ପାଖରେ ସ୍ତ୍ରୀ ନରହି ଅଙ୍ଗନବାଡୀ ଧାରଣାରେ ବସି ରହୁଛନ୍ତି । ବିଧାୟକ ସୁର ରାଉତ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରି କହିଛନ୍ତି । ମାନ୍ୟବର ମୁଖ୍ୟ ମନ୍ତ୍ରୀ କେବଳ ମଧୁର କଥା ଜାଣିଛନ୍ତି କିନ୍ତୁ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ମଧୁର ପ୍ରେମ ବିଷୟରେ କିଛି ଜାଣି ନାହାନ୍ତି ।

ତେବେ ଯଥା ଶୀଘ୍ର ଅଙ୍ଗନବାଡୀ କର୍ମୀଙ୍କର ଦାବୀକୁ ପୂରଣ କରି ତାଙ୍କୁ ନିଜ ନିଜ ଘରେ ଶାନ୍ତିରେ ରହିବା ପାଇଁ ଦିଅ ବୋଲି ବିଧାୟକ ସୁର ରାଉତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *