ଗୋଟିଏ ସ୍ଵାମିକୁ ଏକ ଅଜବ ପ୍ରକାରରେ ଭାଗ ବାଣ୍ଟିଲେ ତା’ର ଦୁଇ ସ୍ତ୍ରୀ, ୩-୩ ଦିନ ରହିବ ଦୁଇ ଜଣଙ୍କ ସହିତ, ରବିବାରକୁ କରିବ ଏହି କାମ

ଝାରଖଣ୍ଡ, ରାଞ୍ଚିରୁ ଏକ ଅଜବ ଗଜବ ମାମଲା ସାମ୍ନାକୁ ଆସୁଛି । ଯେଉଁଠି ଦୁଇ ଜଣ ପତ୍ନୀ ଗୋଟିଏ ସ୍ବାମୀଙ୍କୁ ପାଖରେ ରଖିବା ପାଇଁ ଭାଗ ବାଣ୍ଟିଦେଲେ । ଦୁଇ ମାହିଳାଙ୍କ ମଧ୍ୟରେ ଏକ ସପ୍ତାହରେ ୩-୩ ଦିନ ସ୍ଵାମୀ ସହିତ ରହିବାର ସହମତି ଦେଲେ । ସେଇଠି ସ୍ଵାମିକୁ ଗୋଟିଏ ଦିନ ଛୁଟି ବି ଦେଇ ଦେଲେ ।

ଗୋଟିଏ ସ୍ଵାମୀ ଓ ତା’ର ଦୁଇଟି ସ୍ତ୍ରୀ

ଏମିତି ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ଶନିବାର ଦିନ ସାମ୍ନାକୁ ଆସିଛି । କହି ଦେଉଛୁ କି ରାଜେଶ ନାମକ ଯୁବକର ଦୁଇଟି ପତ୍ନୀ ଅଛନ୍ତି । ସେ କେବେ ପ୍ରଥମ ପତ୍ନୀ ସହ ରହିଥାଏ ତ କେତେବେଳେ ଦ୍ଵିତୀୟ ସ୍ତ୍ରୀ ପାଖକୁ ଯାଇଥାଏ । କିନ୍ତୁ ଯେତେବେଳେ କୌଣସି ଗୋଟିଏ ପତ୍ନୀ ପାଖରେ ଅଧିକ ସମୟ ବିତାଇଥାଏ, ତେବେ ଦୁଇ ଜଣ ଲଢିବାକୁ ଲାଗନ୍ତି ।

ଦୁଇ ପତ୍ନୀ ପୋଲିସ କୁ ମଧ୍ୟ ଚିନ୍ତାରେ ପକାଇ ଦେଉଥିଲେ

ପୋଲିସ ବି ଏମାନଙ୍କର ପରସ୍ପର ମଧ୍ୟରେ ଝଗଡା ପାଇଁ ଛିନ୍ତିତ ହୋଇ ଯାଉଥିଲା । ସେମାନେ ପ୍ରତି ଦିନ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚି ଯାଉଥିଲେ । ଶନିବାର ଦିନ ଦ୍ଵିତୀୟ ପତ୍ନୀ ଥାନାରେ ପହଞ୍ଚି ହଙ୍ଗାମା କରିବାକୁ ଲାଗିଲା ଓ କହିଲା ସାହାବ ପାଞ୍ଚ ଦିନ ହୋଇଗଲାଣି ଏ ପର୍ଯ୍ୟନ୍ତ ଘରକୁ ଆସି ନାହିଁ । ଆପଣ କିଛି ଏମିତି କରନ୍ତୁ କି ଆମ ଦୁଇ ଜଣଙ୍କର ଏହି ସମସ୍ୟା ଶେଷ ହୋଇଯାଉ ।

ଏମିତି ବଣ୍ଟା ଗଲା ସ୍ଵାମୀ

ତା ପରଦିନ ପୋଲିସ ରାଜେଶ ଓ ତାର ଦୁଇ ପତ୍ନୀକୁ ଫୋନ କରି ଥାନାକୁ ଡାକିଲେ । ଯେଉଁଠି ଦୁହେଁ ପୋଲିସ ସାମ୍ନାରେ ବୁଝାମଣା କଲେ କି ତାଙ୍କା ସ୍ଵାମୀ ସପ୍ତାହରେ ତିନି ଦିନ ପ୍ରଥମ ପତ୍ନୀ ସହ ଓ ଆଉ ତିନି ଦିନ ଦ୍ଵିତୀୟ ପତ୍ନୀ ସହ ରହିବ ଓ ବାକି ବଞ୍ଚିଥିବା ଗୋଟିଏ ଦିନ ସେ ନିଜ ଅନୁସାରେ କାମ କରିବ । ଦେଶରେ ଘଟୁଥିବା ସବୁ ଘଟଣା ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *