ହାତ ଟେକିଦେଲେ କି ସରକାର ? ଡ୍ରାଇଭର ବୋଲି କରୁଥିଲେ ହେୟ ଜ୍ଞାନ ହେଲେ ଏବେ ଅକଳରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହାତ ଟେକିଦେଲେ କି ସରକାର ! ତେବେ ଡ୍ରାଇଭର ମହାସଂଘ ପକ୍ଷରୁ ଲାଗୁ ହୋଇଥିବା ଷ୍ଟିୟରିଂ ଛାଡ ଆନ୍ଦୋଳନ ସମସ୍ତଙ୍କ ଉପରେ ପଡିଛି ଭାରୀ ! ତେବେ ଡ୍ରାଇଭର ବୋଲି ହେୟ ମନେ କରୁଥିଲେ । ଯେଉଁ ସଂଘ ଡ୍ରାଇଭର ଆନ୍ଦୋଳନକୁ ବିରୋଦ୍ଧ କରୁଥିଲେ । ସେମାନେ ମଧ୍ୟ ଏବେ ଅଡୁଆରେ ପଡିଯାଇଛନ୍ତି । ଯାହାକି ସେମାନଙ୍କୁ ମଧ୍ୟ ଆନ୍ଦୋଳନ ସପକ୍ଷରେ ଦେଖିବାକୁ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ।

ତେବେ ବଡ ବଡ ବସ, ମାଲବୁହା ବଡ ବଡ ଯାନବାହନ ସବୁ ଚଳାଚଳ ଗୁଡିକ ଠପ ହୋଇଯାଇଛି । ଅଖ ଚକ ସବୁ ବନ୍ଦର ପ୍ରଭାବ ରାଜ୍ୟବ୍ୟାପୀ ବହୁ ଗୁଡିଏ ସ୍ଥାନରେ ଲମ୍ବ ଲମ୍ବ ଭାବରେ ଦେଖିବାକୁ ମିଳୁଛି । ତେବେ ଏହି ଗାଡି ବନ୍ଦ ଡକରା ଆନ୍ଦୋଳନ ମଧ୍ୟ ଜନସାଧାରଣ ଜୀବନକୁ ଗୋଟେ ପାଖୁଆ ଅସ୍ତବ୍ୟସ୍ତ ମଧ୍ୟ କରିଦେଲାଣି । କାରଣ ଗାଡି ଚଳାଚଳ ବନ୍ଦ କାରଣରୁ ଲୋକଙ୍କର ପରିବହନ କିମ୍ବା ଯାତାୟାତ ସୁବିଧା ହେଇପାରୁନାହିଁ ।

ଯାହା ଦ୍ଵାରା ବଡ ବଡ ଜାନ ମାଲିକ ସଂଘ ମାନଙ୍କର ଯାହା କ୍ଷତି ହେଉଛି । ସେଥିପାଇଁ ସେମାନଙ୍କ ମୁହଁରୁ ମଧ୍ୟ ଶୁଣିବାକୁ ମିଳିଛି । ଯାହାବି ହେଉ ଏହି ଡ୍ରାଇଭରଙ୍କର ଦାବୀ ପୂରଣ ବାବଦକୁ ନେଇ ସରକାର ତତ୍ପର ହେବା ଉଚିତ । ଯଥା ଶୀଘ୍ର କିଛି ମିଳିତ ବୈଠକ କରି ଏହି ସମସ୍ଯାର ସମାଧାନ କରିବା ଉଚିତ । ନଚେତ ଯେତେ ଦିନ ଧରି ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନ ବଳବତ୍ତର ରହିଥିବ ।

ସେତେ ଦିନ ଧରି ଆନ୍ଦୋଳନକାରୀ ଡ୍ରାଇଭର ଷ୍ଟିୟରିଂ ଧରିବେ ନାହିଁ କି ଅନ୍ୟ ଡ୍ରାଇଭରଙ୍କୁ ମଧ୍ୟ ଷ୍ଟିୟରିଂ ଧରିବାକୁ ଦେବେ ନାହିଁ । ତେବେ ଏହି ଆନ୍ଦୋଳନ କାରଣରୁ ପରିବା ଗୋଦାମରେ ମଧ୍ୟ ଷ୍ଟକ ଧୀରେ ଧୀରେ ସରିବାକୁ ବସିଲାଣି । ଯେଉଁ କାରଣରୁ ସାଧାରଣ ଲୋକ ମାନଙ୍କର ପରିବା କିଣିବାକୁ ନେଇ ଦରଦାମ ମଧ୍ୟ ଆଗାମୀ ସମୟରେ ବଢାଇ ଦିଆଯିବାକୁ ଆଲୋଚନା ଚାଲୁଛି ।

ରାଜରାସ୍ତା ମାନଙ୍କରେ ମଧ୍ୟ ୧୦ କିଲୋମିଟର ବ୍ୟାପୀ ଯାଏ ଲମ୍ବିଛି ଭାରିଯାନ । ମାଲବାହୀ ଗୁଡିକ ଗାଡି ମଧ୍ୟ ସେହିପରି ଆନ୍ଦୋଳନ ପାଇଁ ଅଟକି ରହିଛି । ତେବେ ଯେଉଁ ପର୍ଯ୍ୟନ୍ତ  ସରକାର କିଛି ନିଷ୍ପତ୍ତି ଆନ୍ଦୋଳନ ବାବଦକୁ ନେବେ ନାହିଁ । ସେହି ପର୍ଯ୍ୟନ୍ତ ଆନ୍ଦୋଳନର ପ୍ରଭାବ ଜାରୀ ରହିବ ବୋଲି ଚର୍ଚା ଉଠୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *