DRDO ପୁଣି କରି ଦେଖେଇଲା କମାଲ, ବନେଇଲା ଆଣ୍ଟିବଡି ଟେଷ୍ଟ କୀଟ, ମାତ୍ର 75 ଟଙ୍କାରେ ଏବେ ଘରେ ବସି ଜାଣନ୍ତୁ ଆପଣଙ୍କ ଶରୀରରେ ଆଣ୍ଟିବଡ଼ି କ୍ରିଏଟ ହୋଇଛି କି ନା

ବର୍ତ୍ତମାନ ଦୁନିଆରେ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ ଏହି ଭୁତାଣୁ କିମ୍ବା କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ।

ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ପିନ୍ଧନ୍ତୁ ଏବଂ ଖାଦ୍ୟ ଖାଇବା ପୂର୍ବରୁ ହାତ କୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ତେବେ ଏହି ମହାମାରୀ ରୁ ବଞ୍ଚିବା ପାଇଁ ସରକାର ଭ୍ୟାକ୍ସିନ ର ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେବେ ଏବେ ଡ଼ି ଆର ଡ଼ି ଓ ଏକ ଆଣ୍ଟିବଡି ଡିଟେକ୍ସନ କିଟ ନିର୍ମାଣ କରିଛନ୍ତି ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା । ଦେଶ ର ରକ୍ଷା ପାଇଁ ହତିଆର ଏବଂ ତକନିକି ବନାଉ ଥିବା ଡ଼ି ଆର ଡ଼ି ଓ ଏବେ କରୋନା ଔଷଧ ପରେ ବର୍ତ୍ତମାନ ଆଣ୍ଟି ବଡି ଡିଟେକ୍ସନ କିଟ ପ୍ରସ୍ତୁତ କରିଛନ୍ତି ।

ତାଙ୍କ ମୁତାବକ ଏହି କିଟ କରୋନା ଭାଇରସ ଏବଂ ତା ସହ ଲଢ଼ିବା ପାଇଁ ପ୍ରୋଟିନ ଏବଂ ନ୍ୟୁକ୍ଲିୟୋକେପ୍ସିଡ଼ ର ଜାନକାରୀ ନେଇ ପାରିବା । ଏହା ୯୭ ପ୍ରତିଶତ ଉଚ୍ଚ ସମ୍ବେଦନଶୀଳତା ଏବଂ ୯୯ ପ୍ରତିଶତ ର ବିଶିଷ୍ଟତା ସହିତ ଶରୀର ରେ ପ୍ରସ୍ତୁତ ହେଉଥିବା ଆଣ୍ଟି ବଡି ର ସୂଚନା ମିଳି ପାରିବ । ଏହା ମାନବ ର ସିରମ ଏବଂ ପ୍ଲାଜମା ରେ ଆଣ୍ଟି ବଡିର ଗୁଣାତ୍ମକ ସୂଚନା ଲଗାଇ ପାରିବା ।

ଏହା ଏସଏଆରଏସ- କୋଭ-୨ ରେ ସଂବଧିତ ଏଣ୍ଟି ଯୋନ କୁ ଲକ୍ଷିତ କରିଥାଏ ଏବଂ ୭୫ ମିନିଟରେ ଆଣ୍ଟି ବଡିର ସୂଚନା ମଧ୍ୟ ମିଳି ପାରିବ । ଏହି କିଟ ର ବ୍ୟବହାର ଦ୍ୱାରା ଆପଣ ଙ୍କୁ କୌଣସି ପ୍ରକାରର ଖରାପ ପ୍ରଭାବମଧ୍ୟ ପଡି ନଥାଏ ଏବଂ ଏହି କିଟ ୧୮ ମାସ ପର୍ଯ୍ୟନ୍ତ ରହିବ । ସୂଚନା ଅନୁସାରେ ଭ୍ୟାନ ଗାର୍ଡ ଡାଇଗ୍ନୋଷ୍ଟିକ୍ସ୍ ପ୍ରାଇବେଟ ଲିମିଟେଡ଼ କଂପାନୀ ପରବର୍ତ୍ତୀ ମାସ ର ପ୍ରଥମ ସପ୍ତାହ ରେ ଡ଼ିପକୋଭାନ କିଟ କୁ ବିକ୍ରି କରିବା ପାଇଁ ଲଞ୍ଚ କରିବ ।

ଲଞ୍ଚ କରିବା ସମୟରେ ଏହାର ୧୦୦ ଟି କିଟ ରହିବ । ଯାହା ଦ୍ୱାରା ଦଶ ହଜାର ଟେଷ୍ଟ କରାଯାଇ ପାରିବ । ଏହା ପରେ ପ୍ରତି ମାସ ରେ ୫୦୦ କିଟ ପ୍ରସ୍ତୁତ କରା ଯାଇ ପାରିବ ଏବଂ ଅନୁମାନ କରା ଯାଉଛି କି ଏହି ଟେଷ୍ଟ ପାଇଁ ୭୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କୁହାଯାଉଛି କି ଏହି କିଟ ଦ୍ୱାରା କରୋନା ମହାମାରୀ କୁ ବୁଝିବା ଏବଂ ପୂର୍ବରୁ ଆସି ଥିବା ଏସଏଆରଏସ-କୋଭ-୨ କୁ ବୁଝିବା ପାଇଁ ସାହାର୍ଯ୍ୟ ମିଳି ପାରିବ ।

ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ମହାମାରୀ ସମୟରେ ଏହି କିଟ କୁ ବିକଶିତ କରିବା ପାଇଁ ଡିଆରଡ଼ିଓ ର ପ୍ରଶଂସା କରିଥିଲେ । ତେବେ ଏହା କରୋନା ମହାମାରୀ ରୁ ସୁରକ୍ଷା ଦେବା ପାଇଁ ଅନେକ ସାହାର୍ଯ୍ୟ କରିବ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *