ଛିଃ…କି ଲଜ୍ୟା… ‘ଶ୍ଵଶୁର ଡାକୁଛନ୍ତି ମା’ ତୁ ଭିତରକୁ ଆ, ଆମେ’ ପ୍ରମିଳା ମା’ଙ୍କ ଆଗରେ କାନ୍ଦି କାନ୍ଦି କିଛି ଏମିତି କହିଲେ ଦୀପିକା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏକ ଲଜ୍ୟା କଥା ମି-ଡି-ଆ ହାତରେ ଲାଗିଛି । ଶ୍ଵଶୁର କ’ଣ ଭାବି ବୋହୁ କୁ ଏଭଳି ବ୍ୟବହାର କରିଲେ ? ଏହା ସଂପୂର୍ଣ୍ଣ ଭାବରେ ଲଜ୍ୟାରର ବିଷୟ । ବାହାରେ ବର୍ଷା ହେଉଛି ମାତ୍ର ଘରେ କେହି ନାହାଁନ୍ତି । ଶାଶୁ ତଥା ଗୋସେଇଁ ମା’ ମଧ୍ୟ ନଥିଲେ । ସେହି ସମୟରେ ଦୀପିକା ଙ୍କ ଶ୍ଵଶୁର ତାଙ୍କୁ କହିଲେ ଯେ ଆ ଭିତରକୁ ପଳେଇ ଆ । ତେବେ ଏହିଭଳି କୁଆଡେ ତାଙ୍କ ଶ୍ଵଶୁର ଦୀପିକାଙ୍କୁ କହିଥିଲେ ।

ଯେଉଁ ଦିନ ବର୍ଷା ହେଉଥିଲା ଏବଂ ଯେଉଁଦିନ ପ୍ରମିଳା ତ୍ରିପାଠୀ ଭୁବନେଶ୍ଵରରେ ଥିଲେ । ଏହା ପରେ ଯେତେବେଳେ ଭୁବନେଶ୍ଵରରୁ ପ୍ରମିଳା ତ୍ରିପାଠୀ ଫେରିଥିଲେ, ଆଉ ତାଙ୍କ ଝିଅ ଦୀପିକାଙ୍କୁ ଦେଖା କରିବା ନିମନ୍ତେ ଯାଇଥିଲେ ସାଙ୍ଗରେ ପନିପରିବା ସହିତ ମିଠା ମଧ୍ୟ ନେଇ ଯାଇଥିଲେ । ସେତେବେଳେ କାନ୍ଦି କାନ୍ଦି ଦୀପିକା ଏଭଳି କିଛି କଥା ତାଙ୍କ ମା’ ଅର୍ଥାତ ପ୍ରମିଳା ତ୍ରିପାଠୀ ଙ୍କୁ କହିଥିଲେ ।

ଏହା ପରେ ପ୍ରମିଳା ତ୍ରିପାଠୀ ଙ୍କ କହିବା କଥା ଏହାର ପରିଣାମ କ’ଣ ଯେ ହେବ ତାହା ଆପେ ଆପେ ବୁଝିବ । ବୋହୁ ଯେତେବେଳେ ମୁହଁରେ ଜବାବ ଦେବ ସେତେବେଳେ ସଠିକ ବୁଝି ପାରିବ । ମାତ୍ର ମୁଁ ୫ ଦିନ ପାଇଁ ଭୁବନେଶ୍ଵରକୁ ଯାଇଥିଲି ଏବଂ ମୋ ଝିଅକୁ ତୁମ୍ଭେ ମାନେ ହଇରାଣ କରିଛ । ଘରେ କେହି ନଥିଲା ସମସ୍ୟାରେ ତାକୁ ଭିତରକୁ ଡାକିବା ଆବଶ୍ୟକ କ’ଣ ଥିଲା ? ଏହାର ଜବାବ ତୁମ୍ଭେ ନିଶ୍ଚିତ ଦିଅ ।

ଝିଅ ର ପନିପାରିବାରେ ସରଫ ପାଣି ଢାଳି ତାକୁ ଗୋଟିଏ ଦିନ ଉପାସରେ ରଖି ଦେଇଛ । ବର୍ତ୍ତମାନ ମୁଁ ଆସିଛି ଏବଂ ଭୁବନେଶ୍ଵର ରୁ ମଧ୍ୟ ଖୁସି ଖବର ନେଇ ଆସିଛି । ତେବେ ହୁସିଆର ରହିଥାଅ । ଏହିଭଳି କିଛି କଥା କହି ସମାଜସେବୀ ପ୍ରମିଳା ତ୍ରିପାଠୀ ଟାର୍ଗେଟ କରିଛନ୍ତି ଦିନେଶ ଙ୍କ ପରିବାର ବର୍ଗ କୁ । ଅର୍ଥାତ ଦୀପିକାଙ୍କ ଶଶୁରକୁ ।

କଥା ହେଉଛି ଏହା ଯେ ଯେତେବେଳେ ପ୍ରମିଳା ତ୍ରିପାଠୀ ଭୁବନେଶ୍ଵର ଯାଇଥିଲେ ସେହି ସମୟରେ ବର୍ଷା ହେଉଥିଲା ଏବଂ ଦୀପିକା ଙ୍କ ଶ୍ଵଶୁର ଘରେ ଏକୁଟିଆ ଥିଲେ ଆଉ ଠିକ ସେତିକି ବେଳେ ତାଙ୍କ ବୋହୁ ଙ୍କୁ ଡାକୁଥିଲେ ଯେ ଆ ମା’ ଭିତରକୁ ପଳେଇଆସେ । ଘରେ କେହି ନାହାଁନ୍ତି କି ମା’ ଆଉ ଗୋସେଇଁ ମା’ ନାହାଁନ୍ତି । ଏହା ଦୀପିକା ଙ୍କୁ ଉଚିତ ନ ଲାଗିବାରୁ ସେ ପ୍ରମିଳା ତ୍ରିପାଠୀ ଆଗରେ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମର ଜଣାନ୍ତୁ ।

Leave a Reply

Your email address will not be published. Required fields are marked *