Health Tips- ଭୁଲରେ ବି କେବେ ଖାଇବେନି ଏହି 5 ଟି ଜିନିଷ, ହୋଇଥାଏ ବିଷ ସମାନ

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ୫ ଟି ଏଭଳି ଖାଦ୍ୟପଦାର୍ଥ ସମ୍ବନ୍ଧରେ ଯାହା ଆପଣଙ୍କ ପାଇଁ ବହୁତ ଖତରନାକ ଅଟେ । ଏବଂ ଆପଣଙ୍କୁ ଏହି ଜିନିଷ ମାନଙ୍କ ଠାରୁ ବଞ୍ଚିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।୧;- ଗ୍ରୀନ ଆଳୁ, ଆପଣ ଅନେକ ସମୟରେ ଦେଖିଥିବେ ବହୁତ ଆଳୁ ଗ୍ରୀନ ରଙ୍ଗ ର ହୋଇଯାଇଥାଏ ଅଥବା ତାଙ୍କର ଗୋଟିଏ ଅଂଶ ଗ୍ରୀନ ହୋଇଯାଇଥାଏ ।

ଯେଉଁ ଅଂଶ ଗ୍ରୀନ ହୋଇଯାଇଥାଏ ସେଥିରେ ଦୁଇଟି ଜିନିଷ ମିଳିଥାଏ । ଗୋଟିଏ ହେଉଛି କ୍ଳୋରୋଫିଲ ଏବଂ ଅନ୍ୟଟି ସୋଲେନିସ । ଏହା ଆମ୍ଭ ଶରୀର ନିମନ୍ତେ ଜହରର କାମ କରିଥାଏ । ଏହିଭଳି ଆଳୁକୁ ଆଦୌ ଖାଇବା କଥା ନୁହେଁ । ଏହା ବହୁତ ବିଷାକ୍ତ ହୋଇଥାଏ ।

୨;- ଜାଇଫଳ, ଏହା ଭାରତରେ ସାଧାରଣତ ଗରମ ମସଲାରେ ବୟବାହାର କରାଯାଇଥାଏ । ଏଥିରେ myristicine ନାମକ ଏକ ଆକ୍ଟିଭ ପଦାର୍ଥ ରହିଥାଏ ଯାହା ଆମ୍ଭ ଶରୀର ନିମନ୍ତେ ଉଚିତ ନୁହେଁ । ଏହା ଆମ୍ଭ ନର୍ଭ ସିଷ୍ଟମ କୁ ପ୍ରଭାବ କରିଥାଏ । କୌଣସି କାରଣରୁ ଯଦି ଆମ୍ଭ ମଧ୍ୟରେ ଓଭର ଡୋଜ ହୋଇଯାଏ ତେବେ ଆମ୍ଭକୁ ବାନ୍ତି, ମୁଣ୍ଡବିନ୍ଧା ସହିତ ଅନେକ ସମସ୍ୟା ହୋଇଥାଏ ।

୩;- କଡା ବାଦାମ, ବଜାରରେ ଦୁଇ ପ୍ରକାରର ଆଲମଣ୍ଡ୍ସ ମିଳିଥାଏ, ଗୋଟିଏ ହେଉଛି ମିଠା ଆଲମଣ୍ଡ୍ସ ଅନ୍ୟଟି କଡା ଆଲମଣ୍ଡ୍ସ ଅଥବା ବିଟର ଆଲମଣ୍ଡ୍ସ । ବିଟର ଆଲମଣ୍ଡ୍ସରେ ଏଭଳି ଏକ ଟକ୍ସିସ ରହିଥାଏ, ଯାହାକୁ କୁହାଯାଇଥାଏ ହାଇଡ୍ରୋଜେନ ସାଇନାଇଡ୍ସ ରହିଥାଏ । ଯଦି ଆପଣ ଅଧିକ ବାଦାମ ଖାଇନିଅନ୍ତି ତେବେ ଆପଣଙ୍କ ଜୀବନ ମଧ୍ୟ ଚାଲିଯାଇପାରେ । ଯଦି ଆପଣ ଛୋଟ ଛୁଆ ଅଟନ୍ତି ତେବେ ବିଶେଷ ଭାବରେ ବାଦାମ ଖାଇବାରୁ ବଞ୍ଚିତ ହୋଇ ରୁହନ୍ତୁ ।

୪;- ରାଜମା, ଏହା ମଧ୍ୟରେ ଲେକଟୀନ ନାମକ ପଦାର୍ଥ ରହିଥାଏ ଯାହାକି ଅନେକ ପ୍ରକାରର ଟକସିକ ଲକ୍ଷଣ ମାନ ଜନ୍ମ କରିଥାଏ । ଲାକଟୀନ ଯାହା ରାଜମା ମଧ୍ୟରେ ରହିଥାଏ ଏହା ରନ୍ଧା ହେବା ପରେ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥାଏ । ମାତ୍ର କୌଣସି କାରଣରୁ ଯଦି ଏହା ନ ସିଝି କଞ୍ଚା ରହିଯାଇଥାଏ ଏବଂ ତାହାକୁ ଆମ୍ଭେ ଖାଇଦେଇଥାଉ ତେବେ ବହୁତ ପ୍ରକାରର ସିରିୟସ କଣ୍ଡିସନ ଦେଖିବାକୁ ମିଳିଥାଏ ।

୫;- ବ୍ରାଉନ ରାଇସ, ସାଧାରଣତଃ ବ୍ରାଉନ ରାଇସ କୁ ଅଧିକ ହେଲ୍ଥି ମାନାଯାଇଥାଏ, ଏବଂ ଏହା ମାନାଯାଇଥାଏ ଯେ ଏହା ବହୁତ ଅଧିକ ଭଲ ଜିନିଷ ଅଟେ । ଏହାକୁ ରେଗୁଲାର ବ୍ୟବହାର କରିବା ଆବଶ୍ୟକ । ଏହାକୁ ଆପଣ ସାଧାରଣତ ସଠିକ ଭାବରେ ବ୍ୟବହାର କରି ନଥାନ୍ତି ଏଣୁ ଏହା ଆପଣଙ୍କ ନିମନ୍ତେ କ୍ଷତିକାରକ ହୋଇଥାଏ ।

ବ୍ରାଉନ ରାଇସ ମଧ୍ୟରେ ଯେଉଁ ଆର୍ସେନିକ କଂସନଟ୍ରେସନ ରହିଥାଏ ତାହା ୱ୍ହାଇଟ ରାଇସ ଅଧିକ ରହିଥାଏ ଏବଂ ଏହା ଧୀରେ ଧୀରେ ଜମା ହୋଇ କ୍ୟାନ୍ସର ଭଳି ରୋଗ ସୃଷ୍ଟି କରିଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *