Naba Das ଙ୍କ ଝିଅ Dipali ଙ୍କ ଖେଳ ବିଗାଡିବେ ଟଙ୍କଧର ! ଜାଣନ୍ତୁ କିଏ ଏହି ଟଙ୍କଧର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୀପାଳି ଦାସଙ୍କ ଉପରେ ଭାରି ପଡିବେ କି ଟଙ୍କଧର ! ତେବେ କିଏ ମାରିବ ବାଜିମାତ ! ଯାହାକୁ ନେଇ ସବୁଠି ଉଠୁଛି ପଡୁଛି ଚର୍ଚା ! ତେବେ କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କର ପରଲୋକ ଘଟିଯିବା ପରେ ବିଧାନସଭାରେ ଟକ ଆସନ ଖାଲି ପଡିଛି । ତେବେ କିଏ ସେହି ପଦବୀକୁ ହାତେଇ ନିଜର କରିନେବ । ତାହାକୁ ନେଇ ଚାଲିଛି ଆଲୋଚନା ।

ତେବେ ନବ ଦାସଙ୍କ ପରେ ରାଜନୀତିରେ ଖୁବ ସକ୍ରିୟ ହୋଇପଡିଛନ୍ତି ତାଙ୍କ ଝିଅ ଦୀପାଳି । ତେବେ ଦୀପାଳି ଦାସ ରାଜନୀତିରେ ନବାଗତ ହେଲେ ମଧ୍ୟ ବାପାଙ୍କ ଠାରୁ ରାଜନୀତିରେ ବହୁତ କିଛି ଶିକ୍ଷା କରିଛନ୍ତି । କାରଣ ନବ ଦାସ ଥିବା ସମୟରେ ହିଁ ତାଙ୍କ ଝିଅ ଦୀପାଳିଙ୍କୁ ସେ ରାଜନୀତି ମହୋଲକୁ ବହୁ ଥର ନେଇକି ମଧ୍ୟ ଆସିଛନ୍ତି ।

ତେବେ ବାପା ନବ ଦାସଙ୍କ ପରଲୋକ ପରେ ରାଜନୀତିର ସ୍ଵପ୍ନକୁ ପୂରଣ କରିବାକୁ ଆଗେଇ ଆସିଛନ୍ତି ଝିଅ ଦୀପାଳି ଦାସ । ତେବେ ଏବେ ପୁଣି ବିଜେପି ତରଫରୁ ଟଙ୍କଧର ତ୍ରିପାଠୀ ନାମକ ଯୁବକ ମଧ୍ୟ ଝାରସୁଗୁଡା ଉପନିର୍ବାଚନ ପାଇଁ ଅଣ୍ଟା ଭିଦ୍ୟ ବସିଲେଣି । ତେବେ ରାଜ୍ୟ ବିଜେପି ଯୁବ ମୋର୍ଚାର ସମ୍ପାଦକ ଅଟନ୍ତି ଟଙ୍କଧର ତ୍ରିପାଠୀ ।

ତେବେ ରାଜନୀତିରେ ମଧ୍ୟ ଟଙ୍କଧର ନୂଆ ସତ କିନ୍ତୁ ଝାରସୁଗୁଡା ଅଞ୍ଚଳରେ ଟଙ୍କଧରକର ମଧ୍ୟ ବହୁତ କ୍ରେଜ ଦେଖିବାକୁ ମିଳୁଛି । ତେବେ ଲୋକଙ୍କ ସମସ୍ଯାକୁ ବହ ପାଖରୁ ଅନୁଧ୍ୟାନ କରି ବୁଝିବା ସହ ସମସ୍ଯାର ସମାଧାନ ପାଇଁ ବରିଷ୍ଟ ନେତାମନ୍ତ୍ରୀଙ୍କ କାନରେ ମଧ୍ୟ ଏହାକୁ ପକାଉଛନ୍ତି ।

ତେବେ ଝାରସୁଗୁଡାର ମଧ୍ୟ ବହୁ ଜନତା ଟଙ୍କଧର ତ୍ରିପାଠୀଙ୍କର ସମର୍ଥକ ଲିଷ୍ଟରେ ଅଛନ୍ତି । ତେବେ କଙ୍ଗ୍ରେଶ ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ପ୍ରାଥୀଙ୍କର ନାମ ସାମ୍ନାକୁ ଆସିନହିଁ । ତେବେ ଆଗାମୀ କିଛି ଦିନ ମଧ୍ୟରେ ହିଁ ରାଜନୀତିର ଉପନିର୍ବାଚନ ବିଜ୍ଞପ୍ତି ସବୁ ପ୍ରକାଶ ପାଇବାକୁ ଯାଉଛି । ତାପରେ କାହାକୁ ମିଳିବ ଟିକେଟ ଓ କିଏ କରିବ ରାଜନୀତିରେ ବିଜୟ ତାହା ତ ଆଗାମୀ ଉପ ନିର୍ବାଚନରେ ହିଁ ଜଣା ପଡିଯିବ ।

ତେବେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଟିକେଟ ମିଳିବାର ବହୁ ସମ୍ଭାବନା ରହୁଛି ବୋଲି ସବୁଠି ଚର୍ଚା ! ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *