ଦୀପାଳି ମୁହଁ ଖୋଲିଲେ ଓଡ଼ିଶାରେ ତାଣ୍ଡବ ହେବ…

ନମସ୍କାର ବନ୍ଧୁଗଣ, କ୍ୟାବିନେଟ ମନ୍ତ୍ରୀଙ୍କୁ ହରାଇ ଦଳର ସମସ୍ତ ଲୋକ ବହୁତ ଦୁଃଖିତ ଥିବା ବେଳେ ଏବେ ଯାଏ ମଧ୍ୟ ତାଙ୍କ ସହ ଘଟିଥିବା ଘଟଣା ପଛର ଷ-ଅଡ-ଯ-ନ୍ତ୍ରରେ କେଉଁ ମାନେ ସାମିଲ ଅଛନ୍ତି ତାହା ଜଣା ପଡ଼ିପାରି ନାହିଁ । ନବ ଦାସଙ୍କୁ ହରାଇଥିବା ତାଙ୍କ ଦଳର ପ୍ରତିନିଧି ଏବଂ ତାଙ୍କ ପରିବାର ଲୋକ ମାଗୁଛନ୍ତି ନ୍ୟାୟ । ନବ ଦାସ ତାଙ୍କ ଝିଅ ଦୀପାଳିଙ୍କ ସହ ରାଜନୈତିକ ଆଲୋଚନା କରନ୍ତି ।

ତେଣୁ ଦୀପାଳି ଯଦି ନିଜ ମୁହଁ ଖୋଲିବେ ଗଣ ମାଧ୍ୟମ ଆଗରେ ତେବେ ଏହି ଘଟଣା ଏକ ନୂଆ ମୋଡ ନେବ । ନବ ଦାସଙ୍କ ବିୟୋଗ ଏକ ସାଧାରଣ ବିୟୋଗ ନୁହେଁ । କାରଣ ସେ ଷ-ଅଡ-ଯ-ନ୍ତ୍ରର ଶିକାର ହୋଇ ମୃତ୍ୟୁ ମୁଖରେ ପଡିଛନ୍ତି । ତାଙ୍କୁ ହତୟଆ କରିଥିବା ଗୋପାଳ ଦାସ ତ ଗିରଫ ହୋଇଛି । କିନ୍ତୁ ଗୋପାଳ ସାଧାରଣ ମୋହରା ଥିଲା । ବିଜୁଜନତା ଦଳ ଏବଂ ଓଡିଶା ବାସୀଙ୍କ ସମେତ ତାଙ୍କ ଘର ଲୋକଙ୍କର ମଧ୍ୟ ଏହି କଥାର ଅପେକ୍ଷା ରହିଛି କି ଷ-ଅଡ-ଯ-ନ୍ତ୍ର କରିଥିବା ସେହି ବ୍ୟକ୍ତି ମାନେ କିଏ ।

ଯେଉଁମାନେ କି ଶହ ଶହ ଲୋକଙ୍କ ସମ୍ମୁଖରେ ହତୟଆର ଯୋଜନା ରଚିପାରିଲେ । ଏହିଭଳି ଏକ ଘଟଣା ଆଗରୁ କେବେ ମଧ୍ୟ ଘଟି ନାହିଁ ସର୍ବ ସମ୍ମୁଖରେ ଜଣେ ମନ୍ତ୍ରୀଙ୍କୁ ଯଦି gulee କରି ମର-ଆଯିବା ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ପାଉ ନାହିଁ ତେବେ ସୁରକ୍ଷିତ ସବୁ ନେତା ମନ୍ତ୍ରୀ ତାହା ଉପରେ ସମସ୍ତଙ୍କ ପ୍ରଶ୍ନ ।

ନବ ଦାସଙ୍କୁ ହରାଇବା ପରେ ତାଙ୍କ ଦଳ ବର୍ତ୍ତମାନ ନିଜକୁ ସମ୍ଭାଳି ପୁଣି ତିନି ଦଳକୁ ନେଇ ଉପନିର୍ବାଚନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଭଳି ଏକ ବଡ ଘଟଣା ଘଟିବା ପରେ ମଧ୍ୟ ନବ ଦାସଙ୍କ ସ୍ତ୍ରୀ କିମ୍ବା ତାଙ୍କ ଝିଅ ମୁହଁ ଖୋଲିନାହାନ୍ତି । ଗଣ ମାଧ୍ୟମ ସାମ୍ନାରେ ତାଙ୍କ ଘର ଲୋକ କୌଣସି ବି ପ୍ରତିକ୍ରିୟା ରଖି ନାହାନ୍ତି ।

ନବ ଦାସ ତାଙ୍କ ଝିଅ ଦୀପାଳିଙ୍କ ସହ ରାଜନୀତି ସହ ଜଡିତ ସମସ୍ତ କଥାର ଆଲୋଚନା କରିଥାନ୍ତି । ଝିଅ ଦୀପାଳି ମଧ୍ୟ ରାଜନୀତି ସହ ଜଡିତ ଥିଲେ । ଝିଅ ଦୀପାଳିଙ୍କୁ ନିହାତି ସନ୍ଦେହ ଥିବ ଏହା ପଛରେ କାହାର ହାତ ଅଛି । ତେଣୁ କୁହାଯାଉଛି ଝିଅ ଦୀପାଳି ଯଦି ମୁହଁ ଖୋଳିବେ ତେବେ ତାଙ୍କ ବାପାଙ୍କ ଘଟଣା ଆଉ ଏକ ନୂଆ ମୋଡ ନେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *