ସ୍ୱାସ୍ଥ୍ୟ ମନ୍ତ୍ରୀ Naba Das ଙ୍କ ଶୋକ ସଭାରେ ଯୋଗ ଦେଲେ ଅଭିନେତ୍ରୀ Prakruti Mishra, ଏନେଇ ସେ କଣ କହିଲେ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୂର୍ବତନ ସ୍ଵାସ୍ଥ ତଥା କ୍ଯାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ତାଙ୍କର ଏକ ସ୍ମୃତି ସଭା ଆୟୋଜନ କରଯାଇଥିଲା । ଯାହାକି ଝାରସୁଗୁଡା ସ୍ଥିତ ସରବାହାର ହାଇସ୍କୁଲ ପଡିଆରେ ଆୟୋଜନ କରଯାଇଥିଲା । ତେବେ ସେହି ସଭାକୁ ମନ୍ତ୍ରୀ ନବ କିଶୋର ଦାସଙ୍କର ପରିବାର, ବନ୍ଧୁପରିଜନ ତଥା ମନ୍ତ୍ରୀଙ୍କ ପରିଚିତ ବହୁ ନେତା ତଥା ସମର୍ଥକ ମାନେ ମଧ୍ୟ ସେହି ସଭାକୁ ନିମନ୍ତ୍ରଣ ହୋଇ ଆସିଥିଲେ ।

ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ମନ୍ତ୍ରୀ ନବ କିଷୋର ଦାସଙ୍କ ସ୍ମୃତି ସଭାକୁ ଆସିଥିଲେ । ତେବେ ବହୁ ସଙ୍ଖ୍ୟକ ଲୋକ ମାନେ ସଭାକୁ ଆସି ମନ୍ତ୍ରୀ ନବ କୋଶୋର ଦାସଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲେ । ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ କହିବା ଅନୁଯାଇ ମୋ ପରିବାର ଆଉ ନବକିଶୋର ଅଙ୍କଲଙ୍କ ପରିବାର ମଧ୍ୟରେ ବହୁତ ଭଲ ଏକ ସମ୍ପର୍କ ରହିଛି । ତେବେ ଦୀପାଳୀ ମଧ୍ୟ ମୋ ସାଙ୍ଗ ।

ତେଣୁ ନବ କିଶୋର ଦାସଙ୍କ ପରିବାର ସହିତ ଏକ ବନ୍ଧୁତ୍ଵର ସମ୍ପର୍କ ଥିବା କାରଣରୁ ଅଭିନେତ୍ରୀ ମଧ୍ୟ ମନ୍ତ୍ରୀଙ୍କର ସ୍ମୃତି ସଭାକୁ ଆସିଥିଲେ । ଏହା ସହିତ ମନ୍ତ୍ରୀଙ୍କ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ କାମନା ମଧ୍ୟ କରିଥିଲେ । ତେବେ ଗଣ ମଧ୍ୟମ ଆଗରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମନ୍ତ୍ରୀ ହ-ତ୍ୟା ସମ୍ପର୍କରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଅଭିନେତ୍ରୀ ପ୍ରକୃତିଙ୍କ କହିବା ଅନୁଯାଇ ମୁଁ ତ ଏଠି ନଥିଲି । କାଲି ଆସି ଏଠାରେ ପହଞ୍ଚିଲି । ତେବେ ଯାହାକି ବି କିଛି ଦୁର୍ଘଟଣା ଘଟିଛି । ସେଥିପାଇଁ ମୁଁ ବହୁତ ଦୁଃଖୀତ ଅଛି । ତେବେ ଆଇନ ତାହା ବାଟରେ କାମ କରୁଛି । ତେବେ ଏହି ସମ୍ପର୍କିତ କଥାର ବହୁ ମାତ୍ରାରେ କ୍ର-ଆ ଇ-ମ ବ୍ରାଞ୍ଚ ତଦନ୍ତ ଜାରୀ ରହିଛି । ତେବେ ଆଗାମୀ ସମୟରେ ଯାହା ବି ହେବ ସବୁ କିଛି ସଠିକ ତଥ୍ୟ ସାମ୍ନାକୁ ଆସିଯିବ ।

ତେବେ ସେଥିପାଇଁ ମୁଁ ନବ କିଶୋର ଅଙ୍କଲଙ୍କ ପରିବାରକୁ ଭେଟିବାକୁ ଆସିଛି । ତାଙ୍କ ପରିବାର ସହିତ ଦେଖା ସାକ୍ଷାତ କରିବା ସହ ତାଙ୍କୁ ଇମୋସନାଲି ମଧ୍ୟ ଷ୍ଟ୍ରେନ୍ଥ ଦେବି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *