‘ସିଦ୍ଧାନ୍ତ ମହାପାତ୍ର ମୋ ବାପା ରଚନା ବାନାର୍ଜୀ ମୋ ମା, ମୋର ପ୍ରଥମ ଅଭିନୟରେ ସିଦ୍ଧାନ୍ତ ମହାପାତ୍ର ମୋତେ ପୁଅ କରିଦେଲେ, ମୁଁ ତାଙ୍କୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସିଦ୍ଧାନ୍ତ ହେବେ ମୋର ବାପା । ତେବେ ଓଡିଆ କମେଡି କଳାକାର ସୁମନ ମହାରଣା ନିଜର ଅଭିନୟ ପାଇଁ ଘରେ ଘରେ ବହୁ ପରିଚିତ ଅଛନ୍ତି । ତେବେ ଏକ ମିଡିଆ ଆଗରେ ନିଜର କିଛି ଫିଲମି କ୍ଯାରିଆରକୁ ନେଇ ସେ ବର୍ଣ୍ଣନା କରିଥିଲେ । ତେବେ ସୁମନ ମହାରଣାଙ୍କ କହିବ ଅନୁଯାଇ ସିଦ୍ଧାନ୍ତ ହେବେ ମୋର ବାପା ଆଉ ମୁଁ ତାଙ୍କୁ ଡାକେ ଡାଡି । ତେବେ ତେବେ ସୁମନ ନିଜ ଫିଲ୍ମ କ୍ଯାରିଅରକୁ ନେଇ କହିଥିଲେ ।

ମୋର ପ୍ରଥମ ଫିଲ୍ମ ଥିଲା କଣ୍ଢେଇ ଆଖିରେ ଲୁହ । ତେବେ ସେଥିରେ ମୋର ଅଭିନୟ ଥିଲା କଣ୍ଢେଇ ହେବା । ତେବେ ଯଦିଓ ସେଥିରେ ମୋର କିଛି ଡାୟଲଗ ନଥିଲା । ହେଲେ ସେହି କଣ୍ଢେଇ ଆଖିରେ ଫିଲ୍ମରେ ମୋର ଗୋଟିଏ ଷ୍ଟଣ୍ଟ ଥିଲା । ସେହି ଷ୍ଟଣ୍ଟ ଅନୁସାରେ ସିଦ୍ଧାନ୍ତ ମହାପାତ୍ର ମୋତେ ଧରିକି ବୁଲେଇ ଦେବାର ଥିଲା । ତାପରେ ସେହି ଷ୍ଟଣ୍ଟଟିକୁ ଥରକରେ ଭଲରେ କରିଦେଲି । ପ୍ରଥମ ସଟରେ ହିଁ ଓକେ ଯାଇଥିଲା ।

ସେହି ଦିନ ସିଦ୍ଧାନ୍ତ ମହାପାତ୍ର ମୋତେ ପ୍ରଶଂଷା କରିବା ସହିତ ସେହି ଦିନ ଠାରୁ ମୋତେ ବହୁତ ତାଙ୍କର ପୁଅ କରିଦେଇଥିଲେ । ତାପରେ ସେ ମୋତେ ତାଙ୍କ ପୁଅ ହିସାବରେ ଦେଖନ୍ତି ମୁଁ ତାକୁ ଡାଡି ବୋଲି ଡାକିଥାଏ । ସେହି ଫିଲ୍ମରେ ଅର୍ଚନା ହିରୋଇନ ଥିଲେ । ତେବେ ସିଦ୍ଧାନ୍ତ ମହାପାତ୍ର ଯଦି ମୋର ବାପା ହେବେ । ତାହେଲେ ଅଭିନେତ୍ରୀ ରଚନାକୁ ମୁଁ ମା’ କରିଦେଇଥିଲି । ତେବେ ଅଭିନେତା ସୁମନଙ୍କ କହିବା ଅନୁସାରେ ଛୋଟ ବେଳୁ ହିଁ ମୋର କମେଡି ଅଭିନୟ ପ୍ରତି ବହୁତ ରୁଚି ରହିଥିଲା ।

ହେଲେ ମୋ ସାଙ୍ଗ ମାନେ ମୋତେ କହନ୍ତି । ତୋତେ କିଏ କାହିଁକି ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେବ । ତୁ ସବୁଠୁ ଉଚତାରେ ସାନ ହୋଇବୁ । ତେବେ ଯେତେବେଳେ ମୋତେ ମୋର ପ୍ରଥମ ଫିଲ୍ମରୁ ହିଁ ସଫଳତା ମିଳିଯାଇଥିଲା । ତାପରେ ପରେ ମୁଁ ଅଭିନୟ ଦୁନିଆରେ ଧୀରେ ଧୀରେ ମୋର ଅଭିନୟ ଜାଦୁ ସମସ୍ତ ଦର୍ଶକଙ୍କୁ ଦେଖେଇ ମନୋରଞ୍ଜନ କରିପାରିଥିଲି ।

ଆଉ ମୋର ସାଙ୍ଗ ମାନେ ମୋତେ ପୁଣି ଥରେ କହିଥିଲେ । ଯାହା ହେଉ ସୁମନ ଯାହା କହୁଥିଲା । ତାହା କିନ୍ତୁ ସତରେ କରିକି ଦେଖେଇଦେଲା । ତେବେ ସୁମନଙ୍କ କହିବା ଅନୁସାରେ ମନରେ ଯଦି ଦୃଢ ଇଚ୍ଛା ଶକ୍ତି ଥିବ । ତେବେ ସବୁ କିଛି ସମ୍ଭବ ହୋଇପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *