Jyotish Shastra – ଦୀପାବଳୀ ପର ଠାରୁ ଏହି 3 ଟି ରାଶିରେ ରାଜଯୋଗ ଓ 5 ଟି ରାଶି ରୁହନ୍ତୁ ସତର୍କ

ଆସନ୍ତା ନଭେମ୍ବର 14 ତାରିଖରେ ପଡୁଛି ଚଳିତ ବର୍ଷର ଦୀପାବଳି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥର ଦୀପାବଳିରେ 499 ବର୍ଷ ପରେ କେତେକ ଗ୍ରହ ମାନଙ୍କର ଏକ ବିରଳ ସଂଯୋଗ ହେଉଛି । ପୂର୍ବେ ଏହି ବିରଳ ସଂଯୋଗ 1521 ମସିହାରେ ହୋଇଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଦେବ ଗୁରୁ ବୃହସ୍ପତି ଧନୁରାଶି ଓ ଶନି ମକର ରାଶିରେ ରହିବେ, ସେହିପରି ଶୁକ୍ର କନ୍ୟା ରାଶିରେ ରହିବେ । ଏହି ଗ୍ରହ ମାନଙ୍କର ଏପରି ରାଶିରେ ଅବସ୍ଥାନ ପାଇଁ ବିରଳ ସଂଯୋଗ 1521 ମସିହାରେ ଦୀପାବଳିରେ ହୋଇଥିଲା ।

ନିଜ ନିଜର ରାଶିରେ ଦେବ ଗୁରୁ ବୃହସ୍ପତି ଏବଂ ଶନୀଙ୍କର ଉପସ୍ଥିତି ହେତୁ ଏହା ଅନେକ ଦେଶ ବାସୀଙ୍କ ପାଇଁ ଏକ ସୁଖ ସମୟ ହେବ । ଦେବ ଗୁରୁ ବୃହସ୍ପତି ଧନୁ ରାଶିରେ ଏବଂ ଶନି ମକର ରାଶିରେ ଏବଂ ଦୀପାବଳିରେ ରହିବା ଦ୍ଵାରା ଏହା କେତେକ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଦୀପାବଳି ପର ଠାରୁ ସୁଖ ସମୃଦ୍ଧି ଆଣିଦେବ । ଦୀପାବଳି ପରେ ଏମାନଙ୍କ ଜୀବନରେ ବଡ ବଡ ପରିବର୍ତ୍ତନ ଆସିବ ଯାହା ଏମାନେ କଳ୍ପନା ବି କରି ନଥିବେ । ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।

ତେବେ ବନ୍ଧୁଗଣ ନଭେମ୍ବର ୧୪ ତାରିଖ ଅର୍ଥାତ ଦୀପାବଳିରେ ସର୍ବାର୍ଥ ସିଦ୍ଧି ଯୋଗ ହେଉଛି , ଏହି ସମୟ ଟି ଆପଣଙ୍କ ପାଇଁ ଗାଡି କିଣିବା ପାଇଁ ଭଲ ସମୟ ଅଟେ । ଏହା ସହିତ ଏହି ସମୟରେ ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବା ଦ୍ଵାରା ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ଏହି ସମୟରେ ଆପଣଙ୍କୁ ରୋଜଗାରର ବିଭିନ୍ନ ଉପାୟ ମିଲିଯିବ ।

ଘରେ ଚାଲୁଥିବା ବିବାଦ ଦୂର ହୋଇଯିବ । ଶତୃ ମାନଙ୍କ ଉପରେ ଆପଣ ବିଜୟ ହାସଲ କରିବେ । ବୈବାହିକ ଜୀବନରେ ଜୀବନ ସାଥିଙ୍କ ସହିତ ସମ୍ପର୍କ ମଧୁର ରହିବ । ସ୍ୱାସ୍ଥ୍ୟ ପ୍ରତି ଟିକେ ଯତ୍ନବାନ ହେବା ଆବଶ୍ୟକ । ଜମି ବାଡି ସମ୍ବନ୍ଧୀୟ ମାମଲାରେ ଆପଣ ବିଜୟ ଲାଭ କରିବେ । ହଠାତ କୌଣସି ବନ୍ଧୁଙ୍କର ଆଗମନ ହେବ ଯାହା ଆପଣଙ୍କ ପାଇଁ ଢେର ସାରା ଖୁସି ଆଣି ଆସିବ ।

ଚାକିରିରେ ପ୍ରମୋଶନ ହେବାର ମଧ୍ୟ ଯୋଗ ରହିଛି । ଯଦି ଆପଣ ଶେୟାର ବଜାରରେ ବିନିଯୋଗ କରିବାକୁ ଚାହାଁନ୍ତି ତେବେ ଏହା ସବୁଠାରୁ ଉତ୍ତମ ସମୟ ଅଟେ । ଏହା ଦ୍ଵାରା ଆପଣ ଭବିଷ୍ୟତରେ ବହୁତ ଲାଭବାନ ହେବେ । ପିତା ମାତାଙ୍କୁ ପୁରୁଣା ରୋଗରୁ ମୁକ୍ତି ମିଳିବ । କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି ।

ଆପଣଙ୍କୁ କହି ଦେଉଛୁ କି ଦୀପାବଳି ପର୍ବ ପର ଠାରୁ ତୁଳା, କର୍କଟ ଓ କୁମ୍ଭ ରାଶି ମାନଙ୍କ ପାଇଁ ଏକ ବହୁତ ଭଲ ସମୟ ଆସୁଛି । ମିଥୁନ, ସିଂହ, ଧନୁ, ବିଛା ଓ କନ୍ୟା ରାଶି ର ଲୋକଙ୍କୁ ଟିକେ ସତର୍କ ରହିବା ଆବଶ୍ୟକ । ଏଥର ଦୀପାବଳି ପର୍ବ ରେ ସର୍ବାର୍ଥ ସିଦ୍ଧି ଯୋଗ ହେତୁ ବିଭିନ୍ନ ପଦାର୍ଥ କିଣିବା ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *