ଦୀପାବଳୀ ପୂର୍ବ ଦିନ କରନ୍ତୁ ଏହି କାମ, ବହୁତ ଶୀଘ୍ର ହେଇଯିବେ ଧନବାନ – Ajira Anuchinta

ବନ୍ଧୁଗଣ ଆସନ୍ତା କାଲି ହେଉଛି ଧନତେରସ । ଏହି ଧନତେରସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ । ଏଥର ତ୍ରୟୋଦଶୀ ନଭେମ୍ବର ୧୨ ତାରିଖ ରାତି ୯.୩୦ ମିନିଟରୁ ତାର ପରଦିନ ୧୩ ତାରିଖ ସନ୍ଧ୍ୟା ୫.୫୯ ମିନିଟ ପର୍ଯ୍ୟନ୍ତ ରହିବ । ତେବେ ଏହା ପରେ ଚତୁର୍ଦଶି ତିଥି ଆରମ୍ଭ ହୋଇଯିବ । ତେଣୁ ବନ୍ଧୁଗଣ ନଭେମ୍ବର ୧୨ ରୁ ୧୩ ମଧ୍ୟରେ ଧନତେରସ ପର୍ବକୁ ପାଳନ କରନ୍ତୁ । ଧନତେରସ ପର୍ବ ପ୍ରତିବର୍ଷ ଦୀପାବଳୀର ପୂର୍ବ ଦିନରେ ପାଳନ କରାଯାଇଥାଏ । ଏହି ଦିନରେ ଭଗବାନ ଧନ୍ଵନ୍ତରୀଙ୍କର ପୂଜା କରିବା ଦ୍ଵାରା ଘରେ ସକରାତ୍ମକ ଊର୍ଜାର ସଂଚାର ହୋଇଥାଏ ।

ବନ୍ଧୁଗଣ ଏହି ଧନତେରସ ଦିନ ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ କରିବାକୁ କହିବୁ ଯାହାକୁ କରି ଆପଣ ଦୁଃଖ, କଷ୍ଟ ଓ ନିଜର ସମସ୍ତ ସମସ୍ଯାରୁ ମୁକ୍ତି ପାଇବେ ଏବଂ ଏହା ସହିତ ଆପଣ ବହୁତ ଶୀଘ୍ର ଧନବାନ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ବନ୍ଧୁଗଣ ଆପଣଙ୍କର ପ୍ରଥମ କାମଟି ହେଉଛି ଧନତେରସ ଦିନ ସକାଳ ସମୟରେ ଶୀଘ୍ର ଉଠି ନିଜ ହାତ ପାପୁଲି ଧାରାକୁ ଯୋଡି ମିଶାଇ ଦିଅନ୍ତୁ । ମିଶାଇବା ପରେ ଆପଣ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଦେଖନ୍ତୁ ଓ ଶେଷରେ ଆପଣ ନିଜ ହାତକୁ ନେଇ ନିଜ ଗାଲରେ ତିନି ଥର ପର୍ଯ୍ୟନ୍ତ ମାଲିସ କରନ୍ତୁ । ବନ୍ଧୁଗଣ ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଶରୀରରେ ସକରାତ୍ମକ ଊର୍ଜାର ଆଗମନ ହେବ ଓ ଆପଣଙ୍କ ଦିନ ବହୁତ ଭଲ ରହିବ ।

୨. ବନ୍ଧୁଗଣ ସାଧାରଣତଃ ଅଧିକାଂଶ ଲୋକମାନଙ୍କ ପାଖରେ ଟଙ୍କା ପଇସା ଆଦିର ସମସ୍ୟା ଦେଖା ଦେଇଥାଏ । ତେଣୁ ଆପଣଙ୍କ ଏହି ସମସ୍ଯାର ସମାଧାନ ନେଇ ଆମେ ଆସିଛୁ । ବନ୍ଧୁଗଣ ଧନ୍ତେରସ ଦିନ ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ ଆପଣ ମା ଲକ୍ଷ୍ମୀଙ୍କୁ ଦୁଇଟି ଲବଙ୍ଗ ଚଢାନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହେବା ସହିତ ଆପଣ ବହୁତ ଶୀଘ୍ର ଧନବାନ ମଧ୍ୟ ହୋଇଯିବେ ।

୩. ଆମ ତୃତୀୟ ନିୟମ ହେଉଛି ଆପଣ ଏହି ଦିନରେ କୌଣସି ଏକ ମନ୍ଦିରରେ କଦଳୀ ଗଛ ଲଗାନ୍ତୁ । ଶାସ୍ତ୍ରରେ କୁହାଯାଏ ଯେ କଦଳୀ ଗଛ ଯେତେ ବଡ ହୋଇଯିବ ଆପଣଙ୍କ ଜୀବନର ରାସ୍ତା ସେତିକି ମାତ୍ରାରେ ଖୋଲି ଖୋଲିଯିବ । ଆପଣଙ୍କ ବ୍ୟାପାର ଓ ଚାକିରି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବା ସହିତ ଆପଣଙ୍କୁ ଆୟର ନୂଆ ନୂଆ ସ୍ରୋତ ଦେଖିବାକୁ ମିଳିବ ।

୪. ବନ୍ଧୁଗଣ ଏହି ଧନତେରସ ଦିନ ଆପଣ ନିଜ ପରିବାର ସଦସ୍ୟଙ୍କ ପାଇଁ କିଛି ନୂଆ ଜିନିଷ କିଣି ଘରକୁ ଆଣନ୍ତୁ । ହେଲେ ବନ୍ଧୁଗଣ ଆପଣ ନିଜ ସମ୍ପର୍କୀୟ ମାନଙ୍କ ପାଇଁ କୌଣସି ଜିନିଷ କିଣିବେ ନାହିଁ । କାରଣ ଏହା ଦ୍ଵାରା ମା ଲକ୍ଷ୍ମୀ ଅନ୍ୟ ଘରକୁ ଯାଇଥାନ୍ତି । ଯଦି ଆପଣ ଏହି ଦିନରେ ନିଜ ଘର ସଦସ୍ୟ ମାନଙ୍କ ପାଇଁ କିଛି ଜିନିଷ କିଣି ଆଣନ୍ତି ତା ହେଲେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *