ଦୀପାବଳୀ ଦିନ ମରିଗଲେ ବି କାହାକୁ ଦିଅନ୍ତୁ ନାହିଁ ଘର ର ଏହି 7 ଟି ଜିନିଷ, ହେଇଯିବେ ବର୍ବାଦ – Ajira Anuchinta

ଆଗକୁ ଦୀପାବଳି ଆସୁଛି । ଏମିତିରେ ସମସ୍ତେ ଏହାର ପ୍ରସ୍ତୁତିରେ ଲାଗି ପଡିଛନ୍ତି । କିଛି ଲୋକ ଦୀପାବଳି ଦିନ ନିଜ ପ୍ରିୟଜନ ମାନଙ୍କୁ ଉପହାର ଦେଇଥାନ୍ତି । ବନ୍ଧୁଗଣ ଯେଉଁଠି ଦୀପାବଳି ଦିନ ଉପହାର ଦେବା ଓ ଦାନ କରିବାକୁ ଅତ୍ୟନ୍ତ ଶୁଭ ମନାଯାଏ ସେଇଠି ଆଉ କିଛି ଜିନିଷ ଏମିତି ଅଛି ଯାହାକୁ ଦୀପାବଳି ଦିନ ଅନ୍ୟ ମାନଙ୍କୁ ଦେବା ଭଲ ନୁହେଁ । ଏହାକୁ ଅଶୁଭ ମନାଯାଏ । ବନ୍ଧୁଗଣ ଯଦି ଦୀପାବଳି ଦିନ ଘରର କିଛି ଖାସ ଜିନିଷ ଅନ୍ୟମାନଙ୍କୁ ଦେବେ ମା ଲକ୍ଷ୍ମୀ ଆପଣ ମାନଙ୍କ ଘରୁ ଚାଲିଯିବେ ।

ସେଥିପାଇଁ ଦୀପାବଳି ଦିନ ଏହି ସବୁ ଜିନିଷ କାହାକୁ ହେଲେ ବି ଭୁଲରେ ଦିଅନ୍ତୁ ନାହିଁ । ନ ହେଲେ ଆପଣଙ୍କ ଘରେ ଧନର ବୃଦ୍ଧି ହେବ ନାହିଁ ଓ ଏହା ସହିତ ଘରେ ଦରିଦ୍ରତା ମାଡି ଆସିବ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ଯାହାକୁ ଆପଣ ଦୀପାବଳି ଦିନ କାହାକୁ ଦେବା କଥା ନୁହେଁ ।

୧. ଷ୍ଟିଲ ବା ଲୁହାର କୌଣସି ବସ୍ତୁ ବା ବାସନ ଦୀପାବଳି ଦିନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ହେବ ଯଦି ଏହାକୁ ଦୋକାନରୁ କିଣି କି ଆଣି ପାରିବେ ଏହାକୁ ଶୁଭ ହୋଇଥାଏ ।

୨. ଦୀପାବଳି ଦିନ କିଛି ଲୋକ ନିଜ ଲୋକ ମାନଙ୍କୁ କପଡା ଉପହାର ଦେଇଥାନ୍ତି । କିନ୍ତୁ କପଡା ଦେବା ସମୟରେ ଏହି କଥାର ଧ୍ୟାନ ରଖିବେ କି କପଡା ସିଲ୍କ ହୋଇ ନଥିବା ଦରକାର । ସିଲ୍କ ର କପଡା ଦୀପାବଳି ଦିନ କାହାକୁ ଦେବା ଦ୍ଵାରା ସାମ୍ନା ବାଲା ବ୍ୟକ୍ତି ପାଇଁ ଅଶୁଭ ମନାଯାଏ ।

୩. ଗଣେଶ ଓ ଲକ୍ଷ୍ମୀ ଙ୍କ ମୂର୍ତ୍ତି – ଦୀପାବଳି ଦିନ ଏହି ଦୁଇ ଦେବୀ ଦେବତାଙ୍କର ଖାସ ଦିନ ହୋଇଥାଏ । ଏମିତି ଯଦି ଆପଣ ଦୀପାବଳି ଦିନ କାହାକୁ ଗଣେଶ ଭଗବାନ ଓ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଦେବେ ତେବେ ଆପଣଙ୍କ ଘରୁ ଲକ୍ଷ୍ମୀ ତାଙ୍କ ଘରକୁ ଚାଲିଯିବେ ।

୪. ଦୀପାବଳି ଦିନ ସୁନା ବା ରୂପାର ଜିନିଷ ଘରକୁ ଆଣିବା ଶୁଭ ହୋଇଥାଏ । କିନ୍ତୁ ଯେବେ ଏହି ସୁନା ରୂପା ଆପଣ ଅନ୍ୟକୁ ଦେଇଦେବେ ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଯିବ ଓ ଘରେ ଧନର ଅଭାବ ହେବ । ସେଥିପାଇଁ ଆପଣ ଏମିତି ଜିନିଷ ଦୀପାବଳି ଦିନ କାହାକୁ ଦେବେ ନାହିଁ ।

୫. ଦୀପାବଳି ଦିନ ତେଲ କିଣନ୍ତୁ ନାହିଁ କି ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ସେଥିପାଇଁ ଏହାକୁ ଆଗରୁ କିଣି ଘରେ ରଖନ୍ତୁ । ବନ୍ଧୁଗଣ ଦୀପାବଳି ଦିନ ତେଲ ଦେବା ର ଅର୍ଥ ସିଧା ସିଧା ମା ଲକ୍ଷ୍ମୀ ଙ୍କୁ ରୁଷ୍ଟ କରିବା । ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ ।

୬. ରୁମାଲ- ବନ୍ଧୁଗଣ ରୁମାଲ କୁ ସମସ୍ତେ ନିଜ ପାଇଁ ବ୍ୟବହାର କରିଥାନ୍ତି । ଏମିତି ମନାଯାଏ କି ରୁମାଲ କୁ ଅନ୍ୟ କାହାକୁ ଉପହାରରେ ଦେବା ଅଶୁଭ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି । ସେଥିପାଇଁ ଦୀପାବଳି ଦିନ ହେଉ ବା ଅନ୍ୟ ଦିନ ରୁମାଲ ଉପହାରରେ ଦିଅନ୍ତୁ ନାହିଁ ।

୭. କଳା ରଙ୍ଗ – ବନ୍ଧୁଗଣ କଳା ରଙ୍ଗ ଦୀପାବଳି ପାଇଁ ଅଶୁଭ ହୋଇଥାଏ । ସେଥିପାଇଁ ଦୀପାବଳି ଦିନ କଳା ରଙ୍ଗର କୌଣସି ବି ବସ୍ତୁ ନା ନିଜ ପାଇଁ କିଣନ୍ତୁ ନାହିଁ କାହାକୁ ଉପହାର ସ୍ୱରୂପ ଦିଅନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇ ପାରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *