ଦିନ ଦ୍ବିପ୍ରହରରେ ଘରେ ପଶି ଆଶା କର୍ମୀଙ୍କୁ ହାଣିଲେ ଦୁର୍ବୁର୍ତ୍ତ, ଥରେ ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ତାଙ୍କ ମା’, ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମ ରାଜଧାନୀ ଭୁବନେଶ୍ବର ରେ ଦିନ କୁ ଦିନ ଅନେକ ଅ-ଘ-ଟ-ଣ ଏଵଂ ଅନେକ ହ-ତ-ୟା, ଆ-କ୍ର-ମ-ଣ ଆଦି ବଢ଼ିବାରେ ଲାଗିଛି । ତେବେ ରାଜଧାନୀ ହେଇକି ମଧ୍ୟ ଜନତା ସେଠାରେ ସୁରକ୍ଷିତ ରହି ପାରୁ ନାହିଁ । ସବୁ ସମୟରେ ଏହି ପ୍ରକାର ର କିଛି ନା କିଛି ଖବର ଶୁଣିବାକୁ ମିଳୁଥାଏ ତେବେ ଫୁଣି ଥରେ ର-ଣ-କ୍ଷେ-ତ୍ରରେ ପରିଣତ ହେଲା ରାଜଧାନୀ ଭୁବନେଶ୍ବର । ଫୁଣି ଥରେ ଜଣଙ୍କ ଉପରେ ଆ-କ୍ର-ମ-ଣ ହୋଇଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା ।

ତେବେ ଭୁବନେଶ୍ୱର ର ତାରିଣୀ ବସ୍ତି ରେ ଦିନ ଦ୍ବୀପହର ରେ ଦୁଇ ଜଣ ବ୍ୟକ୍ତି ଟା-ଙ୍ଗି-ଆ ଏବଂ ଠେ-ଙ୍ଗା ଆଣି ଜଣେ ଯୁବତୀ ଙ୍କ ଉପରେ ଆ-କ୍ର-ମ-ଣ କରିଛନ୍ତି ଏବଂ ସେ ସେଥିରେ ଆ-ଘା-ତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ତେବେ ଏହା ପୂର୍ବ ଶ-ତ୍ରୁ-ତା ଯୋଗୁଁ ହୋଇଛି ବୋଲି ଜଣା ପଡ଼ିଛି । ତେବେ ଯୁବତୀ ଙ୍କ ମାଆ ଙ୍କ ଅନୁସାରେ ଯିଏ ଏହି ସବୁ କାଣ୍ଡ କରିଛନ୍ତି ତାଙ୍କ ନାମ ସାହିଲ, ମଣ୍ଟୁ ଏବଂ ସରୋଜ ।

ତେବେ ସୂଚନା ଅନୁସାରେ ଅ-ପ-ରା-ଧୀ ମାନଙ୍କ ଉପରେ ହସ୍ପିଟାଲରୁ ଚୋ-ରି- ର ଅ-ଭି-ଯୋ-ଗ ମଧ୍ୟ ଆସିଥିଲା ଯିଏ କି ଏହି ଯୁବତୀ ଜଣଙ୍କର ଭାଇ ଆଣିଥିଲେ । ତେବେ ଏହା ପରେ ଯୁ-କ୍ତି ତ-ର୍କ ଏବଂ ମା-ଡ଼ -ଗୋ-ଳ ମଧ୍ୟ ଲାଗିଥିବା ପୂର୍ବ ରାତ୍ରି ରେ ତେବେ ସକାଳେ ମଧ୍ୟ ଗ-ଣ୍ଡ-ଗୋ-ଳ ହେବାରୁ ଯୁବତୀ ଜଣଙ୍କ ନିଜ ଭାଇ କୁ ଘରକୁ ନେଇ ଆସିଥିଲେ ଏବଂ ସେହି ପିଲା ଗୁଡିଙ୍କୁ ବୁଝେଇବା ପାଇଁ ଯାଇଥିଲେ ।

କିନ୍ତୁ ସେମାନେ ରା-ଗ ରେ ଯୁବତୀ ଙ୍କୁ ଟା-ଙ୍ଗି-ଆ ଏବଂ ଠେ-ଙ୍ଗା ଆଦି ଧ-ରି ଗୋ-ଡ଼ା-ଇ ଥିଲେ ଏବଂ ତାଙ୍କ ପଛ ପଟେ ଆ-କ୍ର-ମ-ଣ କରିଥିଲେ ଏହା ସହ ତାଙ୍କ ମୁଣ୍ଡ ଏବଂ ହାତ ରେ ଆ-ଘା-ତ ଲାଗିଛି କିନ୍ତୁ ଭାଗ୍ୟ ବଶତଃ ସେ ବଂଚି ଛନ୍ତି ଏବଂ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଯୁବତୀ ଙ୍କ ମାଆ ଙ୍କ କହିବା ଅନୁସାରେ ଏହା ଏକ ଷ-ଡ଼-ଯ-ନ୍ତ୍ର ଏବଂ ଏଥିରେ ସେହି ପୁଅ ର ବାପା ମାଆ ମଧ୍ୟ ସାମିଲ ଅଛନ୍ତି ତେଣୁ ତାଙ୍କୁ ଯଥାଶୀଘ୍ର ନ୍ୟା-ୟ ମିଳୁ ବୋଲି ସେ ଅ-ନୁ-ରୋ-ଧ କରିଛନ୍ତି ।

Leave a Reply

Your email address will not be published. Required fields are marked *