ତାଲିବାନ କବଜାରେ ସାଲିମା, ତାଲିବାନ ବିରୋଧରେ ଅସ୍ତ୍ର ଧରିଥିଲେ ସାଲିମା ମାଜାରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ତାଲିବାନ ବିରୋଧ ରେ ଅ-ସ୍ତ୍ର ଧରିଥିବା ପ୍ରଥମ ଆଫଗାନ ମହିଳା ସାଲିମା ମଜାରୀ ଙ୍କୁ ଧରିଛନ୍ତି ତାଲିବାନ ବାହିନୀ । ତାଲିବାନ ର ଅନ୍ଧାରୀ ଶାସନ ବି-ରୋ-ଧ ରେ ସେ ମହିଳା ଙ୍କୁ ଆହ୍ୱାନ ଦେଇ ଚର୍ଚ୍ଚା ରେ ଥିଲେ । ସେ ବି ହେଉଛନ୍ତି ଜଣେ ପ୍ରଥମ ମହିଳା ଗଭର୍ଣ୍ଣର । ତାଲିବାନ ଭୟରେ ଅନେକ ନେତା ଦେଶ ଛାଡ଼ି ପଳାୟନ କରିଥିବା ବେଳେ ବଲ୍ଖ ପ୍ରାନ୍ତ ଚାରଙ୍କିତ ନେତ୍ରୀ ତାଲିବାନ ର ମୁକାବିଲା କରିବା ସହିତ ଜନ୍ମ ମାଟି ରେ ରହିଥିଲେ ।

କିଛି ଦିନ ତଳେ ତାଲିବାନ ଏହି ପ୍ରଜାତନ୍ତ୍ର କୁ କବଲ କରିଥିଲା । କିଛି ବର୍ଷ ତଳେ ସାଲିମା ଙ୍କ ସମେତ ୩ଜଣ ମହିଳା ଗଭର୍ଣ୍ଣର ନିର୍ବାଚିତ ହୋଇଥିଲେ । ଯେତେବେଳେ ତାଲିବାନ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ରେ ନିଜର ଅ-ତ୍ୟା-ଚା-ର କରୁଥିଲା ସେତେବେଳେ ଦେଶର ସମସ୍ତ ନେତା ଦେଶ ଛାଡ଼ି ପଳାୟନ କରିଥିଲେ । କିନ୍ତୁ ସେହି ସମୟ ରେ ନିଜ ଦେଶର ନାଗରିକ ଙ୍କୁ ବଞ୍ଚାଇବା ପାଇଁ ସାଲିମା ଆଗକୁ ଆସିଥିଲେ ।

ସାଲିମା ତାଲିବାନ କବଳ ରୁ ନିଜ ଦେଶର ଲୋକ ଙ୍କୁ ବଞ୍ଚାଇବା ନିମନ୍ତେ ବହୁତ ସଂଘର୍ଷ କରିଥିଲେ ଏବଂ ତାଲିବାନ ସହିତ ନିଡର ଭାବରେ ମୁକାବିଲା କରିଥିଲେ । ସାଲିମା ତାଲିବାନ ଙ୍କ କବଜା ରେ ଆସିବା ପୂର୍ବରୁ ବ-ନ୍ଧୁ-କ ଉଠାଇଥିଲେ ଏବଂ ନିଜ ଦେଶବାସୀ ଙ୍କ ରକ୍ଷା କରିଥିଲେ । ସାଲିମା ଙ୍କ ସେନା ବାହିନୀ ନିଜର ସମ୍ପତ୍ତି ବିକ୍ରି କରି ବିଭିନ୍ନ ଅ-ସ୍ତ୍ର କିଣିଥିଲେ ଏବଂ ସେନା ରେ ସାମିଲ ହୋଇଥିଲେ ।

ସାଲିମା ସମସ୍ତ ସ୍ଥାନକୁ ଯାଇ ଲୋକ ମାନଙ୍କୁ ତାଙ୍କ ସେନା ରେ ସାମିଲ ହେବା ପାଇଁ ମଧ୍ୟ କହିଥିଲେ । ଆଫଗାନିସ୍ତାନ ରେ ବ-ନ୍ଧୁ-କ ଏବଂ ବିଭିନ୍ନ ଅ-ସ୍ତ୍ର ଉଠାଇ ତାଲିବାନ ଯେଉଁ ଭୟ ସୃଷ୍ଟି କରିଥିଲା ତାହା ସତ୍ୟ ପାଲଟିଛି । ତାଲିବାନ ଆଫଗାନିସ୍ତାନ ର ଲେଡି ଗଭର୍ଣ୍ଣର ସାଲିମା ମଜାରୀ ଙ୍କୁ ନିଜ କବଜା ରେ ନେଇ ଯାଇଛି । ଏହାଦ୍ବାରା ସେ ନିଜର ୨୦ ବର୍ଷ ପୁରୁଣା କ୍ରୁର ଚେହେରା ସାମ୍ନା କୁ ଆଣିଛି ।

ତାଲିବାନୀ ଙ୍କ ସହିତ ମୁକାବିଲା କରିବା ନିମନ୍ତେ ସାଲିମା ଯେଉଁ ସେନା ର ଗଠନ କରିଥିଲେ ତାକୁ ତାଲିବାନ କ-ବ-ଜା କରି ନେଇଛି । ହଜାରା ସମୁଦାୟ ର ଏକ ଗ୍ରୁପ ଟ୍ୱି-ଟ-ର ମାଧ୍ୟମରେ ଏହା ଜଣାଇଛି ଯେ, ତାଲିବାନ ବଲ୍ଖ ପ୍ରାନ୍ତ ମହିଳା ଗଭର୍ଣ୍ଣର ସାଲିମା ମଜାରୀ ଙ୍କୁ କ-ବ-ଜା କରି ନେଇଛନ୍ତି ।

Leave a Reply

Your email address will not be published. Required fields are marked *