କେଉଁ ଦିଗକୁ ମୁହଁ କରି ଭୋଜନ କଲେ ମନାଯାଇଥାଏ ଶୁଭ, ଜାଣନ୍ତୁ ବାସ୍ତୁ ବିଷୟରେ ଏହି କଥା

ମନୁଷ୍ୟ ଜୀବନରେ ସର୍ବଦା ସୁଖ ଦୁଃଖ ଲାଗି ରହିଥାଏ । କିନ୍ତୁ ସମସ୍ତ ମନୁଷ୍ୟ ସୁଖ ଶାନ୍ତିରେ ରହିବାକୁ ପସନ୍ଦ କରନ୍ତି । ସେହିପରି ଗୃହରେ ମଧ୍ୟ ବାସ୍ତୁ ଦୋଷ ଥିଲେ ଆମକୁ କଷ୍ଟ ଭୋଗ କରିବାକୁ ପଡିଥାଏ । ତେଣୁ ଘରର ବାସ୍ତୁ ଦୋଷକୁ ଦୂର କରିବା ପାଇଂ କେତେକ ନିୟମ ମଧ୍ୟ ଅଛି, ଯାହା କି ସେହି ନିୟମକୁ ମାନି ଚଳିଲେ ବାସ୍ତୁ ଦୋଷ ଦୂର ହୁଏ ଓ ସବୁ କଷ୍ଟରୁ ରକ୍ଷା ମିଳେ । କିନ୍ତୁ ଖାଇବା ସମୟରେ ଆମେ କେଉଁ ଦିଗକୁ ମୁହଁ କରି ଖାଉଛୁ ତାହା ବି ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ତେଣୁ ଆଜି ଆମେ ଜାଣିବା କି କେଉଁ ଦିଗକୁ ମୁହଁ କରି ଖାଇଲେ ରୋଗ କଷ୍ଟରୁ ମୁକ୍ତି ମିଳିଥାଏ ଓ କେଉଁ ଦିଗକୁ ମୁହଁ କରି କ୍ଖାଇଲୀ ଦୁଃଖ ମିଳିଥାଏ ।

ଆପଣ ସମସ୍ତଙ୍କ ମନରେ ପରିବାରରେ କୌଣସି ବିପତ୍ତି ଆସିବାର ଭୟ ସର୍ବଦା ଥାଏ । ସେଥିପାଇଁ ଘରେ ପୂଜା-ପାଠ ମଧ୍ୟ କରିଥାନ୍ତି । ପ୍ରତି ଦିନ ଘରେ ପୂଜା କରିଲେ ସବୁ ବିପତ୍ତି ଦୂର ହୁଏ । ଏହି ପୂଜା କରିବା ଦ୍ଵାରା ଗୃହରେ ସକରାତ୍ମକ ଊର୍ଜା ସୃଷ୍ଟି ହୁଏ ଓ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରିତ କରିଥାଏ । ଏହା ସହିତ ମଧ୍ୟ ଆମେ ଖାଉବା ସବୁବେଳେ କେଉଁ ଦିଗକୁ ମୁହଁ କରି ବସିଚେ ତାହା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଆସନ୍ତୁ ଜାଣିବା କେଉଁ ଦିଗକୁ ମୁହଁ କରି ଭୋଜନ କଲେ ଶୁଭ ପ୍ରାପ୍ତି ହୁଏ ଓ ସୁଖ ଶାନ୍ତି ମିଳିଥାଏ ।

କେଉଁ ଦିଗକୁ ମୁହଁ କରି ଭୋଜନ କରିବ –

୧- ପୂର୍ବ ଦିଗକୁ ମୁହଁ କରି ଭୋଜନ କଲେ ଆୟୁ ବୃଦ୍ଧି ହୁଏ ।

୨- ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କଲେ ବ୍ୟକ୍ତି ରୋଗିଣା ହୁଏ ।

୩- ଉତ୍ତର ଦିଗକୁ ମୁହଁ କରି ଭୋଜନ କଲେ ଆୟୁ ତଥା ଧନ ପ୍ରାପ୍ତି ହୁଏ ।

୪- ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ ପ୍ରେତତ୍ଵ ପ୍ରାପ୍ତି ହୁଏ ।

ଏହି ବାସ୍ତୁ ସମ୍ବଧୀୟ ଲେଖାଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଜଣାନ୍ତୁ । ନୂଆ ଟିପ୍ସ ସବୁ ପାଇବା ପାଇଁ ଏବେହିଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *