ବହି ବଦଳରେ ଗନ୍, ଦିଦିଙ୍କ ପ୍ୟାଣ୍ଟ ଭିତରୁ ବାହାରିଲା ବନ୍ଧୁକ, ଦେଖି ପୋଲିସର ଉଡିଲା ହୋସ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଉତ୍ତର ପ୍ରଦେଶରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ଜଣେ ଶିକ୍ଷୟତ୍ରୀ ଗିରଫ ହୋଇଛନ୍ତି । ଶିକ୍ଷୟତ୍ରୀ ଜନକ ପ୍ୟାଣ୍ଟ ଭିତରେ ଲୁଚାଇ ଥିଲେ ବନ୍ଧୁକ । ଦେହରେ ହାତୀ ମାରି ଖୋଜିଲା ପୋଲିସ ଓ ପ୍ୟାଣ୍ଟ ଭିତରୁ ବାହାର କଲା ଦେଶୀ ବନ୍ଧୁକ । ଉତ୍ତର ପ୍ରଦେଶ ପୋଲିସ ଏମିତି ସୂଚନା ଦେବା ପରେ ଚମକି ପଡିଛି ସାରା ଦେଶ ।

ବନ୍ଧୁଗଣ ଏହି ଶିକ୍ଷୟତ୍ରୀଙ୍କ ନାମ ହେଉଛି କରିସ୍ମା ଯାଦବ । ମଏନ ପୁରରେ ଜଣେ ମହିଳା ବନ୍ଧୁକ ଧରି ବୁଲୁଥିବାର ସୂଚନା ଉତ୍ତର ପ୍ରଦେଶ ପୋଲିସକୁ ମିଳିଥିଲା । ଏହା ପରେ ସହରରେ ଆରମ୍ଭ ହୋଇଯାଇଥିଲା ଛାନବିନ । ସେହି ସମୟରେ ଫିରୋସାବାଦର ଶିକ୍ଷୟତ୍ରୀ କରିସ୍ମା ଯାଦବଙ୍କ ଉପରେ ସନ୍ଦେହ କରି ତାଙ୍କର ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ପ୍ରଥମେ ତାଙ୍କ ପାଖରୁ କିଛି ବି ବାହାରି ନଥିଲା ।

ଏହା ପରେ ମହିଳା ପୋଲିସ କରିସ୍ମାଙ୍କ ଦେହରେ ହାତ ମାରି ଖୋଜା ଖୋଜି କରିଥିଲା । ଆଉ ଶିକ୍ଷୟତ୍ରୀଙ୍କ ଜିନ୍ସ ପ୍ୟାଣ୍ଟରୁ ଏକ ଦେଶୀ ବନ୍ଧୁକ ବାହାର କରିଥିଲେ ମହିଳା ପୋଲିସ । ତେବେ ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଓ ଶିକ୍ଷୟତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *