କି ଭୟଙ୍କର ଦୃଶ୍ୟ ! ରୁଷ ଜାହାଜ ଧ୍ଵଂସ କଲା ୟୁକ୍ରେନ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧକୁ ୧ ମାସରୁ ଅଧିକ ଦିନ ହୋଇଯାଇଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।ବନ୍ଧୁଗଣ ଋଷର ଲଗାତାର ଆକ୍ରମଣର ଜଡା ଜବାବ ଦେଇଛି ୟୁକ୍ରେନ । ମିଡିଆ ରିପୋର୍ଟସ ଅନୁସାରେ ଋଷ ଜାହାଜ ଉପରେ ୟୁକ୍ରେନର ମିସାଇଲ ଆକ୍ରମଣ ହୋଇଛି । ଋଷ ଜାହାଜ ମୋସ୍କୋଭା ଉପରେ ୟୁକ୍ରେନ ମିସାଇଲ ମାଡ କରିଛି ।

ଫେବ୍ଲାକ୍ସି ଆଫ୍ଳିଟର ପ୍ରମୁଖ ଜାହାଜ ମୋସ୍କୋଭାରେ ବିଶପରଣ । ବନ୍ଧୁଗଣ ଓଡିଶା ଗଭର୍ନର ମିସାଇଲ ମାଡ ନେଇ ସୂଚନା ଦେଇଛନ୍ତି । ଋଷ ପକ୍ଷରୁ ଜାହାଜରେ ବିସ୍ପରଣ ହୋଇଥିବା କୁହାଯାଇଛି । ତେବେ ବିସ୍ପରଣର କାରଣ ବିଷୟରେ ଋଷ କିଛି କହି ନାହିଁ । ବୈଦେଶିକ ବ୍ୟାପାର ବିଶେଷଜ୍ଞ ପ୍ରଫେସର କମଳାକାନ୍ତ ଦାସ ଏ ବିଷୟରେ ଅଧିକ ଆଲୋଚନା କରିଛନ୍ତି ।

ପ୍ରଫେସର କମଳାକାନ୍ତ ଦାସଙ୍କ ମତରେ, ଋଷ ଜାହାଜ ମ୍ସୋକୋଭା ଉପରେ ୟୁକ୍ରେନର ମିସାଇଲ ମାଡ ହୋଇଛି । ଆଉ ଋଷ ଏହା ହେଉଛି ଋଷ ପାଇଁ ଏକ ବଡ କ୍ଷତି ଓ ବଡ ଝଟକା । ଯୁଦ୍ଧରେ ୟୁକ୍ରେନ ଆକ୍ରମଣ କରି ଋଷର ଜାହାଜ ଉପରେ ମିସାଇଲ ମାଡ କରିଛି । ୟୁକ୍ରେନ ନିଶ୍ଚିତ ରୂପେ ଆକ୍ରମଣକୁ ପ୍ରତିରୋଧ କରିଛି ।

ଏହି ଆକ୍ରମଣଟି ୟୁକ୍ରେନକୁ ଆହୁରି ଅନୁପ୍ରାଣିତ କରିବ । କିନ୍ତୁ ଏହାଦ୍ବାରା ଯୁଦ୍ଧ ଲାଗି ରହୁଛି । ଯୁଦ୍ଧ ସମାପ୍ତ ହେବାର କୌଣସି ଦିଗ ଦେଖା ଯାଉନାହିଁ । ସମସ୍ତ ଦେଶ ଏହି ଯୁଦ୍ଧକୁ ରୋକିବା ପାଇଁ ଚେଷ୍ଟା କରି ସାରିଛନ୍ତି ହେଲେ ସମସ୍ତେ ଅସଫଳ ହେଲେ । ୟୁକ୍ରେନ-ଋଷ ମଧ୍ୟରେ ଯେତେ ଦିନ ଯୁଦ୍ଧ ଚାଲିବ ବିଶ୍ଵର ଅର୍ଥନୀତି ଉପରେ ଏହାର ପ୍ରଭାବ ସେତେ ଅଧିକ ପଡିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *