ଯେତେବଳେ ପାର୍କରେ ଇଲୁ-ଇଲୁ କରୁଥିବା ସମୟରେ ଧରା ପଡିଗଲେ ଏହି କପଲ, ଆଉଆ ତା’ପରେ ଯାହା ହେଲା ନା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଏପରି ମଧ୍ୟ କିଛି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଆଶ୍ଚର୍ଯ୍ୟ ଜନକ ଘଟଣାର ଭିଡିଓ ନେଇ ଆସିଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ଗୁଡିକ ବିଷୟରେ ।

୧. ଜାନୁୟାରୀ ୨୦୧୩ରେ ଚୀନରେ ଏକ ଟୁରିଷ୍ଟ ଏରିଆର ପାର୍କିଙ୍ଗ ଲଟରେ ରାତି ଦୁଇଟାରେ ଗୋଟେ ଗାଡି ଆସିଲା । ହେଲେ ବନ୍ଧୁଗଣ ଯେତେବେଳେ ପାଶିଙ୍ଗ କର୍ମଚାରୀ ଟଙ୍କା ପାଇଁ ହାତ ବଢାଇଲା ସେତେବେଳେ ସେ ଯାହା ଦେଖିଲା ଜାଣିଲେ ଆପଣଙ୍କ ହୋସ ଉଡିଯିବ । ବନ୍ଧୁଗଣ ସେହି ଗାଡି ଭିତରେ କେହି ବି ନଥିଲେ । ହେଲେ ସେହି ଗାଡି ଚଳଉଥିବା ଜଣେ ଯୁବତୀ କର୍ମଚାରୀଙ୍କୁ ଡରାଇ ସେ ଜାଗରୁ ଚମ୍ପଟ ମାରିଥିଲେ ।

୨. ଗତ ବର୍ଷ ଡିସେମ୍ବର ମାସରେ ମହାରାଷ୍ଟ୍ରରେ ପୁରନ୍ଦର ପ୍ରେମିୟର ଲିଗ ଚାଲିଥିଲା । ଏହି ମ୍ଯାଚରେ ଥିବା ଅମ୍ପେୟାର ସାରା ଦୁନିଆର ମନ ଜିତିଥିଲେ । ୱାଇଟ ବଲ ପଡିବା ମାତ୍ରେ ଅମ୍ପେୟାର ନିଜ ହାତର ବ୍ୟବହାର ନକରି ଗୋଡରେ ସୂଚନା ଦେଇଥିଲେ ଯାହା ଦେଖି ଖେଳାଳି ମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ସହିତ ଆଉଟ ହେବାର ସିଗନାଲ ମଧ୍ୟ ଏହି ଅମ୍ପେୟାର ଏକ ଭିନ୍ନ ଢଙ୍ଗରେ ଦେଇଥିଲେ ।

୩. ବନ୍ଧୁଗଣ ଆପଣ ମାନେ ଆମ ତୃତୀୟ ଭିଡିଓ ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଏହି ଭିଡିଓରେ ଏକ କୁକୁର ମୁହଁ ନଜର ଆସୁଛି ହେଲେ ସେଇଟା କୁକୁର ନୁହେଁ ବିଲେଇ ବନ୍ଧୁଗଣ । ବିଲେଇର ରଙ୍ଗ ହିଁ ଏମିତି ଅଛି ଯାହା କୁକୁର ମୁହଁ ପରି ପଚାରୁ ଦେଖା ଯାଉଥିଲା ।

୪. ବନ୍ଧୁଗଣ ବିହାର ପୋଲିସ ପରୀକ୍ଷା ହେବା ସମୟରେ ଜଣେ ଯୁବକ ନିଜ ଚଡି ଭିତରେ ମାଇକ୍ରୋ ଫୋନ ଲୁଚାଇ ଆଣି ଥିଲା ଓ ନିଜ କାନ ଭିତରେ ମାଇକ୍ରୋ ଇୟର ଫୋନ ରଖିଥିଲା । ହେଲେ ପରୀକ୍ଷା ଦେବା ସମୟରେ ସେହି ଇୟର ଫୋନଟି ତାର କାନ ଭିତରକୁ ପଶିଗଲା ଯାହାଫଳରେ ଯୁବକ ଜଣକ ଜୋର ଜୋର ସେ ଚିତ୍କାର କରିବାକୁ ଲାଗିଲା । ଏହା ପରେ ପ୍ରଥମେ ହସ୍ପିଟାଲ ତା ପରେ ତାକୁ ଥାନା ନିଆଗଲା ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ବୃଦ୍ଧ ମଣିଷ ଓ ଜଣେ କମ ବର୍ଷର ଝିଅ ପାର୍କରେ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ରୋମାନ୍ସ କରୁଥିବା ବେଳେ ପାର୍କରେ ଥିବା କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ହେଲେ ବନ୍ଧୁଗଣ ଏହି ଭିଡିଓଟି ପ୍ରକୃତରେ ଏକ ଫ୍ରାଙ୍କ ଭିଡିଓ ଅଟେ ।

Leave a Reply

Your email address will not be published. Required fields are marked *