ସ୍ଵର୍ଗତଃ Pradeep Maharathi ଙ୍କ ଏକାଦଶାହ ରେ ଧଳା ଶାଢୀ ପିନ୍ଧି ପହଞ୍ଚିଲେ ରାନୀ ପଣ୍ଡା ଆଉ କଲେ କିଛି ଏମିତି କାମ କି ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପଣ ମାନେ ରାନୀ ପଣ୍ଡାଙ୍କୁ ତ ବହୁତ ଭାଲ ଭାବେ ଜାଣିଥିବେ । ନିଜର କାର୍ଯ୍ୟ କଳାପ ଯୋଗୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ରାନୀ ପଣ୍ଡା । ବର୍ତ୍ତମାନ ସମୟରେ ପ୍ରଦୀପ ମହାରଥୀ ଙ୍କ ଏକାଦଶାହ ପାଳନ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରାନୀ ପଣ୍ଡା, ଆଜି ଆମେ ଆପଣଙ୍କୁ କହିବୁ ରାନୀ ପଣ୍ଡା କେଉଁ ଭଳି ଭାବରେ ପ୍ରଦୀପ ମହାରଥିଙ୍କ ଏକାଦଶାହ ପାଳନ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ।

ଆପଣମାନେ ତ ଜାଣିଥିବେ କି ରାନୀ ପଣ୍ଡା ଯାତ୍ରା ଜଗତର ଏକ ଭଲ କଳାକାର ଅଟନ୍ତି ଓ ଏହା ସହିତ ସେ ଫିଲ୍ମ ରେ ମଧ୍ୟ ଆକଟିଂ କରିଛନ୍ତି । ଏହା ଛଡା ନିଜର ବୟାନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

 

ଆପଣ ମାନେ ତ ଜାଣିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କର ଗତ ସପ୍ତାହରେ ଦେହାନ୍ତ ହୋଇଥିଲା । ବର୍ତ୍ତମାନ ତାଙ୍କ ମୃତ୍ୟୁ କୁ 11 ଦିନ ବିତି ଗଲାଣି । ବର୍ତ୍ତମାନ ପ୍ରଦୀପ ମହାରଥିଙ୍କ ଘରେ ଦଶ ଓ ଏକାଦଶ କାର୍ଯ୍ୟ ହେଉଥିବା ବେଳେ ରାଣୀ ପଣ୍ଡା ମଧ୍ୟ ସଂପୂର୍ଣ୍ଣ ବିଧି ବଧ ଭାବରେ ପ୍ରଦୀପ ମହାରଥିଙ୍କ ଦଶ ଆଉ ଏକାଦଶ କାର୍ଯ୍ୟ ପାଳନ କରିଥିବାର ଦେଖିବାକୁ ମିଳିଛି ।

ସେ ଗାଁ ଗାଁ ବୁଲି ଗରିବ ଲୋକମାନଙ୍କୁ ଲୁଗା ବାଣ୍ଟିଛନ୍ତି ଓ ଏହା ସହିତ ଗରିବ ଲୋକମାନଙ୍କ ପାଇଁ ଭୋଜନ ର ବ୍ୟବସ୍ଥା ମଧ୍ୟ କରିଛନ୍ତି ଏମିତି କି ନିଜେ ମଧ୍ୟ ସେହି ଲୋକମାନଙ୍କୁ ଖାଦ୍ୟ ପରସିଛନ୍ତି । ଏହା ପରେ ରାନୀ ପଣ୍ଡା କହିଛନ୍ତି କି ପ୍ରଦୀପ ମହାରଥୀ ତାଙ୍କ ପାଇଁ କରିଥିବା ସାହାର୍ଯ୍ୟ କୁ ସେ ତାଙ୍କ ସାରା ଜୀବନରେ କେବେ ବି ସୁଝି ପାରିବେ ନାହିଁ ।

ଏହା ପରେ ରାନୀ ପଣ୍ଡା ଏହା ମଧ୍ୟ କହିଛନ୍ତି କି ପ୍ରଦୀପ ମହାରଥୀ ଙ୍କ ଭଳି ଲୀଡର ଆମକୁ ଆଉ କେବେ ବି ଆଗକୁ ମିଳିବେନି । ବର୍ତ୍ତମାନ ସମୟରେ ପ୍ରଦୀପ ମହାରଥିଙ୍କ ମୃତ୍ୟୁ ର ଦୁଃଖରେ ସାରା ଓଡିଶା ଦୁଃଖିତ ଥିବାବେଳେ ରାଣୀ ପାଣ୍ଡାଙ୍କର ଏମିତି କାମ ନିଶ୍ଚିତ ଭାବରେ ପ୍ରଶଂସା ଯୋଗ୍ୟ ଅଟେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ରାନୀ ପଣ୍ଡା କିପରି ଲାଗନ୍ତି ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *