ବନ୍ଧୁଗଣ ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ସ-ଙ୍ଘି-ନ ହୋଇଯାଇଛି । ଆମେରିକାର ସୈନ୍ୟ ମାନେ ପ୍ର-ତ୍ୟା-ହା-ର କରିବା ପରେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ଆଫଗାନ ବାସୀ । ଗତ କିଛି ଦିନ ତଳେ ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାର ପୋର୍ଟରୁ ଏକ ସ-ଙ୍ଘି-ନ ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହି ଦୃଶ୍ୟକୁ ନେଇ ସାରା ବିଶ୍ଵ ଚିନ୍ତିତ ହୋଇଥିଲା । ବିମାନ ଚକରେ ବସି ଲୋକମାନେ ଆଫଗାନ ଛାଡି ଦେଇଥିଲେ । ଭାରସାମ୍ୟ ହରାଇ ବସିଥିବାରୁ ସେମାନେ ତଳେ ପଡି ମୃ-ତ୍ୟୁ ବରଣ କରିଥିଲେ ।
କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ଭାରତୀୟ ବିମାନ ଲାଣ୍ଡିଙ୍ଗ ଗିଅରରେ ଲୁଚି ୬୭୦୦ କିଲୋମିଟର ଯାତ୍ରା କରିଛନ୍ତି । ଏହା ବିଷୟରେ ଜାଣିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇ ଭାଇ ପ୍ରଦୀପ ସୋନି ଓ ବିଜୟ ସୋନି ବ୍ରିଟିଶର ଏକ ବିମାନ ଲାଣ୍ଡିଙ୍ଗ ଗିଅରରେ ଲୁ-ଚି ଭାରତରୁ ଲଣ୍ଡନ ଚାଲି ଯାଇଥିଲେ । ଏହା ଜାଣିବା ପରେ ପୁରା ବିଶ୍ଵ ବର୍ତ୍ତମାନ ଆଶ୍ଚର୍ଯ୍ୟ ହୋଇଯାଇଛି ।
ବନ୍ଧୁଗଣ ଲଣ୍ଡନ ଯିବା ପାଇଁ ନିଜ ଜୀବନର ବାଜି ଲଗାଇ ଦେଇଥିଲେ ଏହି ଦୁଇ ଭାଇ । ହେଲେ ଦୁଃଖର କଥା ଏହା ହେଉଛି ଯେ, ବିମାନ ଉଡୁଥିବା ସମୟରେ ଜଣେ ଭାଇ ନିଜ ଭାରସାମ୍ୟ ହରାଇ ପ୍ରାଣ ତ୍ୟାଗ କରିଥିଲେ । ଲଣ୍ଡନ ଏୟାର ପୋର୍ଟରେ ଉଭୟଙ୍କୁ ଉଧାର କରାଯାଇଥିଲା । ପ୍ରଦୀପ ସୋନି ବଞ୍ଚି ଯାଇଥିବା ବେଳେ ଛୋଟ ଭାଇ ବିଜୟ ସୋନିଙ୍କର ଜୀବନ ଚାଲି ଯାଇଥିଲା ।
ବର୍ତ୍ତମାନ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି ଯେ, ବିମାନର ଗିଅରରେ ଦୁଇଜଣ ଗଲେ କେମିତି । ସୂଚନା ଅନୁସାରେ ଦୁଇ ଭାଇ ଲଣ୍ଡନ ଯିବାକୁ ଚାହୁଁ ଥିଲେ । କିନ୍ତୁ ଲଣ୍ଡନ ଯିବାକୁ ସେମାନଙ୍କ ପାଖରେ ଆବସକୀୟ କାଗଜ ପତ୍ର ନଥିଲା । ତେଣୁ ସେମାନେ କୌଣସି ମତେ ଦିଲ୍ଲୀର ଇନ୍ଦ୍ରା ଗାନ୍ଧୀ ଅନ୍ତାରଜାତିୟ ବିମାନ ବନ୍ଦର ମଧ୍ୟରେ ପ୍ରବେଶ କରିଥିଲେ ଓ ବିମାନର ଲାଣ୍ଡିଙ୍ଗ ଗିଅରରେ ଲୁ-ଚି ଯାଇଥିଲେ ।
ଏହା ପରେ ଚିକିତ୍ସା ପାଇଁ ପ୍ରଦୀପଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ଓ ଚେତା ଆସିବା ପରେ ପ୍ରଦୀପ ନିଜର ଏହି କାହାଣୀ କହିଥିଲେ ଯାହା ବିଷୟରେ ଜାଣିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର୍ତ୍ତମାନ ଦିଲ୍ଲୀ ବିମାନ ବନ୍ଦରର କର୍ତ୍ୟୁପକ୍ଷ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ