Akshay Kumar ଙ୍କ ଘରକୁ ଆସିଲା ସବୁଠୁ ବଡ ଦୁଃଖ ଖବର, କାନ୍ଦି କାନ୍ଦି ଅକ୍ଷୟଙ୍କ ଅବସ୍ଥା ଖରାପ !

ବନ୍ଧୁଗଣ ଏହି ବର୍ଷ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ ଦୁଃଖର ସମୟ ରହିଛି । ଗତ କିଛି ଦିନ ତଳେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଦେ-ହା-ନ୍ତ ହୋଇଥିଲା । ସିଦ୍ଧାର୍ଥଙ୍କ ଦେ-ହା-ନ୍ତ ହାର୍ଟ ଆ-ଟା-କ କାରଣରୁ ହୋଇଥିଲା ବୋଲି ସୂଚନା ମିଳିଛି । ସିଦ୍ଧାର୍ଥଙ୍କ ଦେ-ହା-ନ୍ତ ପରେ ସଂପୂର୍ଣ୍ଣ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା । ବର୍ତ୍ତମାନ ପୁଣି ଏକ ଦୁଃଖ ଖବର ସାମ୍ନାକୁ ଆସିଛି ।

ବନ୍ଧୁଗଣ ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାରଙ୍କ ମାଙ୍କ ପରଲୋକ ଘଟିଛି । ତା ହେଲେ ବନ୍ଧୁଗଣ କିପରି ଅକ୍ଷୟଙ୍କ ମା ପ୍ରା-ଣ ହରାଇଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଅକ୍ଷୟ କୁମାର ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତା । ସେ ବ୍ବାଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ।

ତାଙ୍କ ଅଭିନୟ ଓ ତାଙ୍କ ଷ୍ଟାଇଲକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଅକ୍ଷୟ ଏକ ଆକ୍ଟର ହେବା ସହ ଏକ ସମାଜସେବୀ ମଧ୍ୟ ଅଟନ୍ତି । ସେ ଗରିବ ଓ ଅସହାୟ ଲୋକ ମାନଙ୍କର ସାହାର୍ଯ୍ୟ କରନ୍ତି । ହେଲେ ବର୍ତ୍ତମାନ ତାଙ୍କ ଜୀବନର ସବୁଠାରୁ ଦୁଃଖ ସମୟ ଚାଲିଛି । ଆଜି ସକାଳ ସମୟରେ ତାଙ୍କ ମା’ଙ୍କ ଦେ-ହା-ନ୍ତ ହୋଇଛି । ଅକ୍ଷୟଙ୍କ ମା ଅରୁନା ଭାଟିଆ ଗତ ବହୁତ ସମୟ ହେବ ରୋ-ଗା-କ୍ରା-ନ୍ତ ଥିବାରୁ ହସ୍ପିଟାଲ ଆଇସିୟୁରେ ଆଡମିଟ ଥିଲେ ।

ଗତ କାଲି ଅରୁନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଯାଇଥିଲା । ଏହାର ସୂଚନା ଅକ୍ଷୟଙ୍କୁ ମିଳିବା ପରେ ସେ ଲଣ୍ଡନରୁ ଭାରତକୁ ବିନା ସମୟ ନଷ୍ଟ କରି ଆସିଥିଲେ । ଅକ୍ଷୟ ନିଜ ମାଙ୍କ ପାଇଁ ଟ୍ବି-ଟ ମଧ୍ୟ କରିଥିଲେ । ସେ ଲେଖିଥିଲେ ‘ଆପଣ ମାନେ ମୋ ମାଙ୍କ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ । ଆସୁଥିବା କିଛି ଘଣ୍ଟା ମୋ ମା ପାଇଁ ଅଧିକ କଷ୍ଟକର ହୋଇପାରେ । ଆପଣ ମାନେ ମୋ ମାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯେ ମୁ ମାକୁ ବଞ୍ଚାଇ ପାରିବି’ ।

ବନ୍ଧୁଗଣ ଅକ୍ଷୟଙ୍କ ବାପାଙ୍କ ମୃ-ତ୍ୟୁ ପରେ ଅକ୍ଷୟ ନିଜ ମାଙ୍କୁ ସବୁଠାରୁ ଅଧିକ ଭଲ ପାଉଥିଲେ । ଯେତେବେଳେ ସେ ତାଙ୍କ ମାଙ୍କ ବିଷୟରେ ଜାଣିଲେ ସେତେବେଳେ ସେ ହସ୍ପିଟାଲ ଡାକ୍ତରଙ୍କ ସହ ସମ୍ପର୍କରେ ଥିଲେ । ବହୁତ ଚେଷ୍ଟା ପରେ ମଧ୍ୟ ଅକ୍ଷୟ ନିଜ ମା-ଙ୍କୁ ବଞ୍ଚାଇ ପାରି ନଥିଲେ । ଅକ୍ଷୟଙ୍କ ମାଙ୍କ ମୃ-ତ୍ୟୁ ପରେ ସାରା ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ଆପଣ ମାନେ ମଧ୍ୟ ଅକ୍ଷୟ ମାଙ୍କ ଆତ୍ମା ଶାନ୍ତି ପାଉ ବୋଲି ପ୍ରାର୍ଥନା କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *