ବିବାହର 8 ବର୍ଷ ପରେ ସମ୍ପର୍କରେ ଆସିଲା ଫାଟ, ଆଲଗା ହେଲେ Shikhar Dhawan ଓ ପତ୍ନୀ Aesha Mukerji

ନମସ୍କାର ବନ୍ଧୁଗଣ ତେବେ ପ୍ରେମ କରିବା ଏବଂ ବ୍ରେକଅପ ହେବା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି ତେବେ ବର୍ତ୍ତମାନ ବିବାହ କରିବା ଏବଂ ଛାଡପତ୍ର ଦେବା ମଧ୍ୟ ବହୁତ ସାଧାରଣ କଥା ହୋଇ ଗଲାଣି । ତେବେ ବଲିଉଡ ରେ ତ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଏପରି ଅଛନ୍ତି ଯିଏ କି ନିଜର ଅନେକ ବର୍ଷ ର ବିବାହ କୁ ବିଚ୍ଛେଦ କରି ଦେଇଛନ୍ତି । ତେବେ ବର୍ତ୍ତମାନ ଆଉ ଏକ ବିଛେଦ ର ଖବର ଶୁଣିବାକୁ ମିଳୁଛି କିନ୍ତୁ ତାହା ବଲିଉଡ ର ନୁହେଁ ବରଂ କ୍ରିକେଟ ଦୁନିଆ ର ।

ଆମ ଭାରତୀୟ କ୍ରିକେଟ ଦଳ ର ଗବର ସିଂହ ଭାବରେ ପରିଚିତ ଶିଖର ଧାୱନ । ଶିଖର କୌଣସି ବଲିଉଡ ସେଲିବ୍ରେଟି ଙ୍କ ଠାରୁ କମ ନୁହେଁ । ସେ ସର୍ଵଦା ନିଜ ଷ୍ଟାଇଲ,ଲୁକ ଏବଂ ସ୍ୱାଗ କୁ ନେଇ ସର୍ଵଦା ଚର୍ଚ୍ଚା ରେ ରହିଥାନ୍ତି । ତେବେ ବର୍ତ୍ତମାନ ଶିଖର ଧାୱନ ଏବଂ ତାଙ୍କ ପତ୍ନୀ ଆଏଶା ଙ୍କ ଭିତରେ ବର୍ତ୍ତମାନ ଛାଡପତ୍ର ହେବାକୁ ଯାଉଛି ।

ତେବେ ଶିଖର ଧାୱନ ୨୦୧୨ ରେ ଆଏଶା ମୁଖାର୍ଜୀ ଙ୍କୁ ବିବାହ କରିଥିଲେ ତେବେ ଆଏଶା ଙ୍କ ମାଆ ବଙ୍ଗାଳି ହୋଇଥିବା ବେଳେ ବାପା ଜଣେ ଅଷ୍ଟ୍ରେଲିୟନ । ତେବେ ଶିଖର ଏବଂ ଆଏଶା ଙ୍କ ର ଏକ ନଅ ବର୍ଷ ର ପୁଅ ମଧ୍ୟ ରହିଛି । ତେବେ ଆଏଶା ଜଣେ ବକ୍ସର ଥିଲେ ଏବଂ ବିବାହ ପୂର୍ବରୁ ତାଙ୍କର ଦୁଇଟି ଝିଅ ମଧ୍ୟ ଥିଲେ । ତେବେ ଏହି ନଅ ବର୍ଷ ର ବୈବାହିକ ସମ୍ପର୍କ ହଠାତ ଏମିତି ଭାଙ୍ଗିଯିବା କଥା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତେବେ ଏହି ବିଷୟରେ ଶିଖର ଙ୍କ ତରଫ ରୁ କୌଣସି ସୂଚନା ମିଳି ନଥିବା ବେଳେ ଆଏଶା ନିଜର ଇଂ-ଷ୍ଟା-ଗ୍ରା-ମ-ରେ ଏକ ଆବେଗ ଭରା ପୋଷ୍ଟ କରିଛନ୍ତି ଯାହା ଦ୍ୱାରା ଏହି ଛାଡପତ୍ର ର ସୂଚନା ମିଳୁଛି । ତେବେ ଶିଖର ଏବଂ ଆଏଶା ଙ୍କ ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ଏବଂ ଏହି ବିଚ୍ଛେଦ ର ଖବର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦୁଃଖିତ ମଧ୍ୟ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *