Interesting Gk Questions- ଏମିତି କେଉଁ ଜିନିଷ ଅଛି, ଯାହାକୁ ଆମେ ଦେଖି ପାରିବା କିନ୍ତୁ କେବେ ବି ଛୁଇଁ ପାରିବା ନାହିଁ ? କୁହନ୍ତୁ ଦେଖି ….

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

୧: ଭାରତର ଛୋଟ ତାଜମହଲ କାହାକୁ କୁହାଯାଇଥାଏ ?

ଉ: ଭାରତର ଛୋଟ ତାଜମହଲ ବିବି କା ମକବରାକୁ କୁହାଯାଇଥାଏ ।

୨: ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ଆସନ ଅଛି ?

ଉ: ଭାରତର ଉତ୍ତର ପ୍ରଦେଶ ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ଆସନ ଅଛି ।

୩: କେଉଁ ଦେଶର କୁକୁଡ଼ା ନୀଳ ଅଣ୍ଡା ଦେଇଥାଏ ?

ଉ: ଚିଲ୍ଲୀ ଦେଶର କୁକୁଡ଼ା ନୀଳ ଅଣ୍ଡା ଦେଇଥାଏ ।

୪:  ଭାରତରେ ସବୁଠାରୁ କେଉଁ ମୋବାଇଲ ଆପ ର ଅଧିକ ବ୍ୟବହାର କରାଯାଉଛି?

ଉ:  ଭାରତରେ ସବୁଠାରୁ ହ୍ଵାଟ୍ସଆପ ମୋବାଇଲ ଆପର ଅଧିକ ବ୍ୟବହାର କରାଯାଉଛି ।

୫: ଆଣ୍ଟିଜେନ୍ ର ଆବିଷ୍କାର କେଉଁ ବୈଜ୍ଞାନିକ କରିଥିଲେ ?

ଉ: ଲେଇଣ୍ଡ ଷ୍ଟେନର ଆଣ୍ଟିଜେନ୍ ର ଆବିଷ୍କାର କରିଥିଲେ ।

୬: ପ୍ରଥମ ମୁକ ଫିଲ୍ମ କଣ ଥିଲା ?

ଉ: ପ୍ରଥମ ମୁକ ଫିଲ୍ମ ରାଜା ହରିଶ୍ଚନ୍ଦ୍ର ଥିଲା ।

୭: ରାଷ୍ଟ୍ରୀୟ ସେୟାର ବଜାରର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉ: ରାଷ୍ଟ୍ରୀୟ ସେୟାର ବଜାରର ମୁଖ୍ୟାଳୟ ମୁମ୍ଭାଇ ଠାରେ ଅବସ୍ଥିତ ।

୮: ବିଶ୍ୱର ସବୁଠାରୁ ଛୋଟ ଦେଶର ନାମ କଣ ଅଟେ ?

ଉ: ବିଶ୍ୱର ସବୁଠାରୁ ଛୋଟ ଦେଶର ନାମ ବେଟିକନ ସିଟି ଅଟେ ।

୯: ନେପାଳ ଦେଶରେ କେତୋଟି ଜିଲ୍ଲା ଅଛି ?

ଉ: ନେପାଳ ଦେଶରେ ୭୮ଟି ଜିଲ୍ଲା ଅଛି ।

୧୦: ବିଶ୍ୱରେ ସବୁଠାରୁ ଅଧିକ ପଶୁ କେଉଁଠାରେ ଦେଖାଯାଇଥାନ୍ତି ?

ଉ: ବିଶ୍ୱରେ ସବୁଠାରୁ ଅଧିକ ପଶୁ ଭାରତରେ ଦେଖାଯାଇଥାନ୍ତି ।

୧୧: ବିଶ୍ୱର ସବୁଠାରୁ ବଡ଼ ପାଚେରୀ କଣ ଅଟେ ?

ଉ: ବିଶ୍ୱର ସବୁଠାରୁ ବଡ଼ ପାଚେରୀ ଦ ଗ୍ରେଟ ୱାଲ ଅଫ ଚାଇନା ଅଟେ ।

୧୨: ନୀତି ଆୟୋଗର ଅଧକ୍ଷ କିଏ ହୋଇଥାନ୍ତି ?

ଉ: ନୀତି ଆୟୋଗର ଅଧକ୍ଷ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ।

୧୩: ଦିଲ୍ଲୀ ଚଲୋ ଡାକରା କିଏ ଦେଇଥିଲେ?

ଉ: ଦିଲ୍ଲୀ ଚଲୋ ଡାକରା ସୁଭାଷ ଚନ୍ଦ୍ର ଵୋଷ ଦେଇଥିଲେ ।

୧୪: ମେଡିକାଲରେ ନାଲି ରଙ୍କର ଯୁକ୍ତ ଚିହ୍ନ କାହିଁକି ହୋଇଥାଏ ?

ଉ:ଏହା ରେଡ଼ କ୍ରସରକୁ ସୂଚାଏ ଓ ଏହା ଆପାତ କାଳୀନ ପରିସ୍ଥିତିରେ  ଆଗକୁ ଯିବାପାଇଁ ସହଜ ହୋଇଥାଏ ।

୧୫: ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଛୁଇଁ ପାରିବା ନାହିଁ କିନ୍ତୁ କେବଳ ଦେଖିପାରିବା ?

ଉ: ସ୍ୱପ୍ନକୁ ଆମେ ଛୁଇଁ ପାରିବାନାହିଁ କିନ୍ତୁ ଦେଖିପାରିବା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *