ଅଷ୍ଟପ୍ରହରୀରେ ନାଚିଲେ କଂଗ୍ରେସ ବିଧାୟକ Sura Routray…ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଷ୍ଟପ୍ରହରୀରେ ନାଚିଲେ ବିଧାୟକ ସୁର ରାଉତ । ତେବେ ହଁ ବନ୍ଧୁଗଣ କଙ୍ଗ୍ରେଶ ବିଧାୟକ ସୁରେଶ ରାଉତରାୟ ଜାଅଁଳା ଠାରେ ଅନୁଷ୍ଟିତ ଅଷ୍ଟପ୍ରହରୀରେ ବିଧାୟକ ସୁର ରାଉତ ଆସିଥିଲେ । ତେବେ ସେଠାରେ ଆୟୋଜିତ ହେଉଥିବା ପୂଜାରେ ବିଧାୟକ ସୁର ରାଉତ ନିଜକୁ ସାମିଲ କରିଥିଲେ । ଏହା ସହିତ ଅଷ୍ଟପ୍ରହରୀ ହେଉଥିବା ବେଢା ପରିକ୍ରମା କରି କୀର୍ତ୍ତନୀଆ ମାନଙ୍କ ସହ ମନ ଖୋଲି ଅଷ୍ଟପ୍ରହରୀରେ ନାଚିଥିଲେ ।

ତେବେ ବିଧାୟକ ସୁର ରାଉତ ଜଣେ ରାଜନେତା ହେବା ସହ ଠାକୁରଙ୍କର ଉପରେ ତାଙ୍କର ଅଗାଢ ବିଶ୍ବାସ ଓ ନିଷ୍ଠା ମନୋଭାବନା ରହିଅଛି । ଏହା ସହିତ ବିଧାୟକ ସୁର ରାଉତ ନିଜର କର୍ମମୟ ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ସମୟ କାଢି ପ୍ରତିଦିନ ଠାକୁରଙ୍କର ପାଖରେ କିଛି ସମୟ ଆଧ୍ୟାତ୍ମିକ ଭାବନାରେ ନିଜକୁ ଲୀନ କରି ରଖିଥାନ୍ତି । ତାପରେ ନିଯର କାର୍ଯ୍ୟସ୍ଥଳୀକୁ ଯାଇଥାନ୍ତି ।

ତେବେ ଜାଅଁଳା ଠାରେ ଆୟୋଜିତ କରାଯାଇଥିବା ଅଷ୍ଟପ୍ରହରୀରେ ପୂଜା ଅର୍ଚନା ହେବା ସହ ବହୁ ଲୋକଙ୍କର ଭିଡର ସମାଗମ ସେଠାରେ ଦେଖିବାକୁ ମିଳିଥିଲା । ତେବେ ଭଜନ ଓ କୀର୍ତ୍ତନ ସହ ସ୍ଥାନୀୟ ଏରିଆ କମ୍ପି ଉଠୁଥିଲା । ତେବେ ଆଖପାଖ ପରିବେଶ ମଧ୍ୟ ଇଶ୍ଵର ଓ ଆଧ୍ୟାତ୍ମିକ ବାତାବରଣରେ ପରିପୂର୍ଣ୍ଣ ହୋଇ ଉଠିଥିଲା । ତେବେ ଏହାରି ମଧ୍ୟ ବିଧାୟକ ସୁର ରାଉତ ଯାଇ ଅଷ୍ଟପ୍ରହରୀରେ ପହଞ୍ଚିଥିଲେ ।

ତାପରେ ସେଠାରେ ପୂଜାରେ ନିଜକୁ ସାମିଲ କରି କିଛି ସମୟ ପୂଜା ପାଖରେ ରହିଥିଲେ । ଏହା ସହିତ କୀର୍ତ୍ତନିୟା ମାନଙ୍କର ଅଷ୍ଟପ୍ରହରୀରେ ବେଢା ପରିକ୍ରମା ସମୟରେ ବିଧାୟକ ସୁର ରାଉତ ମଧ୍ୟ ବେଢା ଚାରିପଟେ ବୁଲି ବୁଲି ପରିକ୍ରମା ଜାରୀ ରଖିଥିଲେ । ତେବେ ଅଷ୍ଟପ୍ରହରୀ ପୂଜା ହେଉଛି ଏପରି ଏକପୂଜାସ୍ଥଳୀ ଯେଉଁଠାରେ ଏହା ଅନୁଷ୍ଟିତ ହୋଇଥାଏ ।

ଆଖପାଖ ସ୍ଥାନୀୟ ଲୋକଙ୍କର ପୂଜା ପାଖରେ ଅତ୍ୟନ୍ତ ଭିଡର ସମାଗମ ଦେଖିବାକୁ ମିଳିଥାଏ ।  ତେବେ ବିରୋଧୀ ଦଳର ବିଧାୟକ ସୁର ରାଉତ ମଧ୍ୟ ପୂଜା ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ କିଛି ସମୟ ବାର୍ତ୍ତାଳାପ କରି ସମୟ ବିତାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *