ଭାଉଜ ର କଷ୍ଟ ସହି ପାରୁନି ନଣନ୍ଦ ! ଭାଉଜକୁ ଦେବ ନିଜ କିଡନୀ, ଏମିତି ନଣନ୍ଦ ସବୁ ଭାଉଜ ଙ୍କୁ ମିଳୁ…ଦେଖନ୍ତୁ ସେ କଣ କହୁଛନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନଣନ୍ଦ ସାଜିଲା ଭାଉଜର ରକ୍ଷାକବଚ । ତେବେ ହଁ ବନ୍ଧୁଗଣ ଏହା ତ ସମସ୍ତେ ଜାଣିଥାନ୍ତି । ଏହି ଧରା ପୃଷ୍ଠରେ ଭଗବାନ ଜଣେ ଅନ୍ୟ ଜଣେ ମନୁଷ୍ୟଙ୍କ ସହିତ କିଛି ନା କିଛି ସମ୍ପର୍କ ଡୋରୀରେ ବାନ୍ଧି କରି ତାହାଉ ଏକ ସମ୍ପର୍କର ଆକ୍ଷା ଦିଆଯାଇଥାଏ । ତେବେ ସେ ସ୍ଵାମୀ ସ୍ତ୍ରୀ ର ହେଉ, ଭାଇ ଭଉଣୀର ହେଉ ଅବା ଭାଉଜ ନଣନ୍ଦଙ୍କର ହେଉ । ତେବେ ଏହିଭଳି ତ ଅନେକ ସମ୍ପର୍କ ଦୁନିଆରେ ରହିଛି ।

ହେଲେ ଆଜି ଜଣେ ଭାଉଜ ପାଇଁ ନିଜ ନଣନ୍ଦଙ୍କର ଏପରି ସାହାଜ୍ଯ ମନୋବୃତ୍ତିରୁ ନଣନ୍ଦ ଓ ଭାଉଜଙ୍କ ସମ୍ପର୍କର ଗଭୀରତାକୁ ଦର୍ଶାଉଛି । ତେବେ ଜଣେ ମହିଳାଙ୍କର ସ୍ଵାସ୍ଥବସ୍ତା ଗୁରୁତର ହୋଇଯାଇଛି । କାରଣ ମହିଳା ଜଣଙ୍କ କିଡନି ଡାମେଜ ହୋଇଯାଇଛି । ତେବେ ସ୍ଵାସ୍ଥବସ୍ତା ଖରାପ ହେବା ସହ କିଡନି ଖରାପ ହେବାର ବହୁ ଗୁଡିଏ ଲକ୍ଷଣ ଦେଖିବା ପରେ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ ।

ତାପରେ ଡାକ୍ତରଙ୍କ କହିବ ଅନୁଯାଇ ମହିଳା ଜନାକାର କିଡନି ସଂପୂର୍ଣ୍ଣ ଭାବରେ ଖରାପ ହୋଇଯାଇଛି । ତେବେ କିଡନି ଖରାପ ହେବା ପରେ ମହିଳା ଜଣଙ୍କର ସ୍ଵାସ୍ଥବସ୍ତା ଧୀରେ ଧୀରେ କରି ଗୁରୁତର ହେବାରେ ଲାଗିପଡିଛି । ତେବେ ଆର୍ଥିକ ଅଭାବ ଅନାଟନ କାରଣରୁ ଚିକିତ୍ସା ପାଇଁ ଦରକାର ପଡୁଥିବା ପର୍ଯ୍ୟାପ୍ତ ପରିମାଣର ଟଙ୍କା ମିଳିବାରେ ମଧ୍ୟ ଅସୁବିଧା ହେଉଛି ।

ତେବେ ଏଠାରେ ନିଜ ଭାଉଜଙ୍କ ସ୍ଵାସ୍ଥବସ୍ତା ଖରାପ ଯୋଗୁ ମିଡିଆ ଆଗରେ ନିଜର ଭାଉଜଙ୍କ ସ୍ଵାସ୍ଥର ଚିକିତ୍ସା ନିମନ୍ତେ ଆବଶ୍ୟକତା ପଡୁଥିବା ଅର୍ଥ ପାଇଁ ନିବେଦନ କରିଛନ୍ତି । ତେବେ ଓଡିଶାବାସୀ ନିଜ ନିଜ ଶକ୍ଷ   ଅନୁସାରେ ଯଦି କିଛି କିଛି ଟଙ୍କା ମୋ ଭାଉଜଙ୍କ ଚିକିତ୍ସା ପାଇଁ ସାହାଜ୍ଯ କରିବେ ।

ତେବେ ମୋ ଭାଉଜଙ୍କର ନିହାତି ଭାବରେ ସ୍ଵାସ୍ଥ ଭଲ ହୋଇଯିବ । ମୋର ପୁତୁରା ମଧ୍ୟ ବହୁତ ଛୋଟ ପିଲା ଟି ! ତେବେ ଭାଉଜଙ୍କ ଦେହ ଖରାପ ଥିବା ଯୋଗୁ ସେ ତାଙ୍କ ପିଲା କଥା ମଧ୍ୟ ବୁଝିପାରୁନାହାନ୍ତି । ଏହା ସହିତ ମୋ ଭାଉଜଙ୍କୁ ସମସ୍ତ ଓଡିଶାବାସୀ ଆଶ୍ରୀବାଦ କରନ୍ତୁ ବୋଲି ନଣନ୍ଦ ନିବେଦନ କରିଛନ୍ତି ।

ତେବେ ନିଜ ଭାଉଜଙ୍କୁ ତାଙ୍କ ନଣନ୍ଦ କିଡନି ଦେବେ ବୋଲି ବର୍ତ୍ତମାନ ଚର୍ଚା ଉଠୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରିବା ସହ  ଏହି ପୋଷ୍ଟଟିକୁ ବହୁ ମାତ୍ରାରେ ଶେୟାର ନିହାତି ଭାବରେ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *