ଜୀବନରେ ଘଟିଥିବା ଏକ ଅଲୌକିକ ଘଟଣା ବିଷୟରେ କହିଲେ Rani Panda, କହିଲେ ‘ମତେ ଭଗବାନ ଦିନେ….’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଡ଼ିଆ ଅଭିନେତ୍ରୀ ‘ରାନୀ ପଣ୍ଡା’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଆପଣ ମାନେ ରାନୀ ପଣ୍ଡା ଙ୍କୁ ପରଦା ରେ ତ ନିଶ୍ଚିତ ଭାବରେ ଦେଖିଥିବେ ।  ତେବେ ସେ ୨୯ ଜାନୁଆରୀ ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଏହି ଅଭିନେତ୍ରୀ ବର୍ତ୍ତମାନ ସମୟରେ ପ୍ରାୟ ସମୟ ଚର୍ଚ୍ଚା ରେ ଆସୁଛନ୍ତି । ଆପଣ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଯାତ୍ରାରେ ଅଭିନୟ କରନ୍ତି ।


ଏହା ସହିତ ବହୁତ ଗୁଡ଼ିଏ ଫିଲ୍ମ ଏବଂ ସିରିଆଲ ରେ ମଧ୍ୟ ଅଭିନୟ କରି ସାରିଲେଣି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ତେବେ ଆଜି ଆମେ ତାଙ୍କର ଏକ ଅଲୌକିକ କଥା ବିଷୟରେ ଆସନ୍ତୁ ଜାଣିନେବା । ତେବେ ସେ ନିଜର ଏକ ଇଣ୍ଟରଭିୟୁ ରେ କହିଥିଲେ କି ଘରେ ଆସି ବହୁତ ଭଗବାନଙ୍କ ଆଗରେ କାନ୍ଦିଲି । ଏମିତି କାନ୍ଦ କାରନାମା ଯାହା ଫଳରେ ମୁଁ ଜେଲ ଯାଇ ଚକି ପେଶି ଥାଆନ୍ତି ।

ଭଗଵାନ ମତେ ବହୁତ ସମୟରେ ସାଥ ସପୋର୍ଟ ଦେଇଛନ୍ତି କିନ୍ତୁ ତାଙ୍କୁ ସାଥ ଦେବା ପାଇଁ ବେଶି ଲୋକ ନାହାନ୍ତି । ତାଙ୍କୁ ଭଲ ପାଉଥିବି ଆଉ ତାଙ୍କ ଦ୍ଵାରରେ ଏମିତି ଦେବଦାସୀ ହୋଇ ନାଚୁଥିବି । ଜଗନ୍ନାଥଙ୍କର ଗୋଟିଏ ସୁନ୍ଦର ଅଲୌକିକ କଥା ଆଜି ଜାଣିବା । ଏମିତି ତ ଅନେକ କଥା ଘଟିଛି ଜୀବନରେ । କିନ୍ତୁ ମୁଁ କେଉଁ ମୋଡ଼ ଦେଇ ଗତି କରିଛି ବା କେଉଁ ପରିସ୍ଥିିତିରେ ମତେ ଭଗଵାନ ସାଥ ଦେଇଛନ୍ତି ।

ଖଣ୍ଡଗିରିରେ ମୋର ଯାହା କେସ ହୋଇଥିଲା । ମୁଁ ବହୁତ ଡିପ୍ରେଶନରେ ଥିଲି ସେହି ସମୟରେ । ଯେଉଁ ପ୍ରକାରର ଅସୁବିଧାରେ ମୁଁ ଗତି କରୁଥିଲି । ମୋ ନାମରେ କେଶ ହୋଇଥିଲା । ପୋଲିସର ବହୁତ ପ୍ରକାରର ତନା ଘନା ଚାଲିଥିଲା । ଏମିତି ମୋ ନାମରେ ଯେତେବେଳେ କେସ ଦିଆଗଲା ମୁଁ ବି ଜାଣି ନଥିଲି କି ମୋ ନାମରେ କେଶ ହୋଇଛି ବୋଲି ।


ପରେ ମୁଁ ଜାଣିଲି କି ମୋ ନାମରେ କେଶ । ମାନେ କେଶ ହୋଇ ମା ନାମରେ ଜୋରଦାର କଥା ବାର୍ତା ହୋଇ ସାରିଲାଣି । ମୁଁ ସେତେବେଳେ ଭଗବାନଙ୍କୁ ଡାକିଲି । କହିଲି ପ୍ରଭୁ ଯଦି ଏହି ସମୟରେ ଆପଣ ମୋ ସାଥ ନ ଦେବେ ତା ହେଲେ ମୁଁ କେମିତି ଏ ସବୁ ଜିନିଷକୁ ସାମ୍ନା କରିବି । ଏଟା ଗୋଟିଏ ବହୁତ ଖୁସିର କଥା ।

ଯେଉଁ ମୁହୂର୍ତ୍ତରେ ମୁଁ ଭଗବାନଙ୍କୁ ଡାକିଛି ବା ଯେଉଁ କଥା କହିଛି ତା ପରେ ପରେ ଯେଉଁ ମାନେ ମୋ ନାମରେ କେଶ ଦେଇଥିଲେ ସେମାନେ କେଶକୁ ୱିଥଡ୍ର କରି ନେଇଛନ୍ତି । ତା ପରେ ମତେ ଡକେଇଲେ ଥାନାକୁ । କହିଲେ କି ଆଉ ଆଶ । ତୁମ କେସ ୱିଥଡ୍ର ହୋଇ ଯାଇଛି । ମୁଁ ଗଲି । କେଶ ଆଉ କିଛି ନଥିଲା । ମୁଁ ସାଇନ କଲି ।


ତା ପରେ ଘରକୁ ଆସିଲି । ଘରେ ମୁଁ ବହୁତ ଭଗବାନଙ୍କ ଆଗରେ କାନ୍ଦିଲି । କହିଲି ବହୁତ ବହୁତ ଧନ୍ୟବାଦ । ତମେ ମତେ ଏତେ ବଡ ବିପଦରୁ ଉଦ୍ଧାର କଲ । ନହେଲେ ଯାହା ପରିସ୍ଥିତି ମତେ ଯେଉଁ କାଣ୍ଡ କାରନାମା ହୋଇଥିଲା । ଯାହା ଫଳରେ ମୁଁ ଝାରପଡ଼ା ଜେଲରେ ଚକି ପେଶି ଥାଆନ୍ତି । ସେହି ଦିନ ଠାରୁ ମୁଁ ଭଗବାନଙ୍କୁ ମାନି ଆସୁଛି । ମାନୁଥିବି ମଧ୍ୟ । ଏବେ ମଧ୍ୟ ମୁଁ ଜଗନ୍ନାଥଙ୍କ ପାଇଁ ନ୍ୟାୟ ମାଗିବା ପାଇଁ ଅପିଲ କରିଛି ।

ଯାହା ଯେତିକି ହୋଇ ପାରିବ ମୁଁ ନିହାତି ଭାବେ କରିବି । ଭଗଵାନ ମତେ ବହୁତ ସମୟରେ ସାଥ ସପୋର୍ଟ ଦେଇଛନ୍ତି । ଯେହେତୁ ମୁଁ ତାଙ୍କ ଦେବଦାସୀ ତେଣୁ ମୁଁ ଜଗନ୍ନାଥଙ୍କ ସାଙ୍ଗରେ ଅଛି ସେ ମଧ୍ୟ ମୋ ସାଙ୍ଗରେ ଅଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *