ଏମାନେ ହେଲେ Tarang TV ର ହୀରୋ ମାନଙ୍କର Real Life ସୁନ୍ଦରୀ ଭଉଣୀ, ଆଗରୁ କେବେ ବି ଦେଖି ନଥିବେ ! ଦେଖନ୍ତୁ କାହା ଭଉଣୀ ଅଧିକ ସୁନ୍ଦର ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭି ଚ୍ୟାନେଲରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଦମଦାର ଅଭିନୟ ନିଜ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ତରଙ୍ଗ ଟିଭିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତା ମାନଙ୍କ ସୁନ୍ଦରୀ ଭଉଣୀ ମାନଙ୍କ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତା ମାନଙ୍କ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଜଗଜିତ ପାଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଜଗଜିତ ପାଲ । ଆପଣ ମାନେ ସମସ୍ତେ ଜଗଜିତଙ୍କୁ ତରଙ୍ଗ ଟିଭି ସିରିଏଲ ‘ବନ୍ଧନ ଏ ଜନ୍ମ ଜନ୍ମର’ରେ ରାଜବିର ଭୂମିକାରେ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ଜଗଜିତଙ୍କ ଭଉଣୀ ଯାହାଙ୍କ ନାମ ହେଉଛି ଦୀପ୍ତିମୟୀ ପାଲ ।

ସପ୍ଲୀନ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସପ୍ଲୀନ ମିଶ୍ର । ଆପଣ ମାନେ ସମସ୍ତେ ସପ୍ଲୀନଙ୍କୁ ତରଙ୍ଗ ଟିଭି ସିରିଏଲ ‘ତାରେଣୀ ଆଖିର ତାରା’ ସିରିଏଲରେ ନିଶ୍ଚୟ ଦେଖିଥିବେ  । ଏହି ସିରିଏଲରେ ସେ ତୁଷାର ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ସପ୍ଲୀନଙ୍କ ଭଉଣୀଙ୍କ ନାମ ହେଉଛି ରାଜଶ୍ରୀ ମିଶ୍ର ।

ସନୋଜ କୁମାର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ସନୋଜ କୁମାର । ଆପଣ ମାନେ ସମସ୍ତେ ସନୋଜଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ସନୋଜଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ସନୋଜଙ୍କର କେହି ବି ଭଉଣୀ ନାହାନ୍ତି ।

ମାନବ ରାଉତରାୟ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ମାନବ ରାଉତରାୟ । ଆପଣ ମାନେ ସମସ୍ତେ ମାବନଙ୍କୁ ତରଙ୍ଗ ଟିଭି ସିରିଏଲ ‘ମଙ୍ଗଳା ଚରଣ’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ଚରଣ ଭୂମିକାରେ ନଜର ଆସୁଛନ୍ତି । ତେବେ ମାନବଙ୍କର ଜଣେ ଭଉଣୀ ଅଛନ୍ତି ହେଲେ ତାଙ୍କ ଫଟୋ ସୋସିଆଲ ମିଡିଆରେ ନାହିଁ ।

ଅଭିଜିତ ଦାସ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିଜିତ ଦାସ । ଆପଣ ମାନେ ସମସ୍ତେ ତରଙ୍ଗ ଟିଭି ସିରିଏଲ ‘ଝିଅ ଆମର ନୂଆବୋହୂ’ରେ ଅଭିଜିତଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଅଭିଜିତଙ୍କର କେହି ବି ଭଉଣୀ ନାହାନ୍ତି ତାଙ୍କର କେବଳ ଜଣେ ଭାଇ ଅଛନ୍ତି ।

ସୁମନ କୁମାର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ସୁମନ କୁମାର । ଆପଣ ମାନେ ସମସ୍ତେ ‘କୁଆଁରୀ ବୋହୁ’ ସିରିଏଲରେ ସୁମନଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ସୁମନଙ୍କ ଭଉଣୀ ।

Leave a Reply

Your email address will not be published. Required fields are marked *