ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ family biography & lifestyle

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅପରାଜିତା ମହାନ୍ତି । ଆପଣ ମାନେ ସମସ୍ତେ ଅପରାଜିତା ମହାନ୍ତିଙ୍କୁ ଅନେକ ଓଡିଆ ଫିଲ୍ମରେ ଦେଖିଥିବେ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଅପରାଜିତାଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଅପରାଜିତାଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଅପରାଜିତା ୧୯୫୭ ମସିହା ମେ ମାସ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଅପରାଜିତା ୧୯୮୭ ମସିହାରେ ଓଡିଆ ଅଭିନେତା ଉତ୍ତମ ମହାନ୍ତିଙ୍କ ସହ ବିବାହ କରିଥିଲେ ।

ବନ୍ଧୁଗଣ ଅପରାଜିତା ୧୯୮୦ ମସିହାରେ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ ଓ ତାଙ୍କ ପ୍ରଥମ ଫିଲ୍ମ ହେଉଛି ‘ସୀତା ଲବ କୁଶ’ । ଏହି ଫିଲ୍ମ ପରେ ସେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ଚାଲିଥିଲେ । ଅପରାଜିତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟ ଦେଖିବା ପାଇଁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଅପରାଜିତା ଗୋଟେ ମୁସଲମାନ ଘରେ ଜନ୍ମ ଗ୍ରହଣ କରିଥିଲେ ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ହେଲେ ଅପରାଜିତା ଉଭୟ ଧର୍ମକୁ ମାନି ଥାନ୍ତି । ତାଙ୍କ ବାପା ମୁସଲମାନ ଥିଲେ ଓ ମା ହିନ୍ଦୁ ଥିଲେ । ସେ ଜଣେ ଅଭିନେତ୍ରୀ ହେବା ସହ ଜଣେ ରାଜନୀତିଜ୍ଞ ମଧ୍ୟ ଅଟନ୍ତି । ଅପରାଜିତା ଓ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ ମହାନ୍ତି ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିର ଜଣେ ପ୍ରକ୍ଷାତ କଳାକାର ଅଟନ୍ତି । ଅପରାଜିତା ଗୋଟେ ଚଳଚିତ୍ରରେ କାମ କରିବା ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ନିଅନ୍ତି ।

କୌଣସି ବିଜ୍ଞାପନ କରିବା ପାଇଁ ସେ ୪ ରୁ ୫ ଲକ୍ଷ ଟଙ୍କା ନେଇ ଥାନ୍ତି । ବନ୍ଧୁଗଣ ଅପରାଜିତାଙ୍କ ପାଖରେ ଆଲିଶାନ ଘର ଓ ଅନେକ ମହଙ୍ଗା କାର ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅପରାଜିତା ମହାନ୍ତି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *