‘କଂଗ୍ରେସ ଭଣ୍ଡାର ଶୂନ୍ୟ, ଆମର ପୁରା ଡ୍ୟାମେଜ, କିନ୍ତୁ Naveen…’ ଦେଖନ୍ତୁ ନିଜ ପାର୍ଟି ବିଷୟରେ କଣ କହିଲେ ବିଧାୟକ Sura Routray, ଶୁଣିଲେ ହସି ହସି ଗଡିବେ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ତେବେ ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।


ତେବେ ବର୍ତ୍ତମାନ ସେ ନିଜର ଏକ ଇଣ୍ଟରଭିୟୁ ରେ କଂଗ୍ରେସ ଭଣ୍ଡାର ଶୁନ୍ୟ ଆମେ ସବୁ ଡ୍ୟାମେଜ ହୋଇ ସାରିଲୁଣି । ତେବେ କିନ୍ତୁ ସେ କହିଛନ୍ତି ୨୦୨୪ ରେ କଂଗ୍ରେସ ଆସିବ । କଂଗ୍ରେସ କେବେ ପଛାଇ ନାହିଁ କି ପଛାଇବ ନାହିଁ । ସହରକୁ ସୁନ୍ଦର କରି ଗଢି ତୋଳିବାର କାମ କରିବ । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଅମଳରେ ବହୁତ ଥର ହାର ଜିତ ହୋଇଛି । କଂଗ୍ରେସ କେବେ ପଛାଇ ନାହିଁ କି ପଛାଇବ ନାହିଁ ।

ନୂଆ ନୂଆ ଯୁବକର୍ମୀ ଯୋଗଦାନ କରିଛନ୍ତି, କଂଗ୍ରେସ ୨୦୨୪ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ସହ ନବ ନିର୍ବାଚିତ ମେୟର ଓ କର୍ପୋରେଟର ମାନଙ୍କୁ ଶୁଭେଚ୍ଛା ଦେବା ସହ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ କହିଛନ୍ତି ବିଧ୍ୟାୟକ ସୁର ରାଉତରାୟ । ତେବେ ପୌର ନିର୍ବାଚନରେ ଅମାନତା ହରାଇଛି କଂଗ୍ରେସ । ପୌର ନିର୍ବାଚନରେ ପୁଣି ଭୋଟରଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଜେଡି ।

ପଞ୍ଚାୟତ ପରେ ପୌର ନିର୍ବାଚନରେ ପୁଣି ଜଲ୍‌ୱା ଦେଖାଇଛି ବିଜେଡି । ପଞ୍ଚାୟତ ନିର୍ବାଚନ ପରେ ପୌର ଫଳାଫଳ ମଧ୍ୟ କଂଗ୍ରେସ ପାଇଁ ହତାଶା ଓ ନିରାଶା ଆଣିଦେଇଛି । ଏହା ସହ ରାଜଧାନୀ ରେ 67ଟି ଆସନରୁ ଗୋଟିଏ ବି ଦଖଲ କରି ପାରିଲା ନାହିଁ କଂଗ୍ରେସ । କଟକରେ ଯଦିଓ ବିଜେଡ଼ି ସହ କଡା ଟକ୍କର ଦେଇଥିଲା, ହେଲେ କଂଗ୍ରେସ ଶେଷରେ ପରାଜୟ ବରଣ କରି ଦ୍ୱିତୀୟ ସ୍ଥାନରେ ରହିଲା ।


ସେହିଭଳି ବ୍ରହ୍ମପୁର ମହାନଗର ନିଗମର ଅବସ୍ଥା ଆହୁରି ସାଙ୍ଘାତିକ । ଆପ୍ ଠାରୁ ବି ପଛରେ ପଡିଗଲା କଂଗ୍ରେସ ।  ତେବେ ସେ କହିଛନ୍ତି କି ବିଜେଡି ଭଳି ଆମ ପାଖରେ ପଇସା ନାହିଁ ବାଣ୍ଟିବାକୁ । ତେବେ ଆମ ଭଣ୍ଡାର ଶୁନ୍ୟ । ଏହା ସହ ସେ କହିଛନ୍ତି କି ସିନ୍ଧୁ ପାଇଁ ଆମେ ପଞ୍ଜାବ ରୁ ହାତ ହରାଇଲୁ । ତେବେ ଶେଷରେ ତାଙ୍କ ଜ୍ୱାଇଁ ଙ୍କ ବିଷୟରେ ପଚାରିବାରୁ ସେ କହିଲେ ସୋନିଆ ଗାନ୍ଧୀ ଚାହିଁଲେ ଯାହା ହେବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *