‘ଖୁବ ଶୀଘ୍ର ହେବ ଆମ ମିଳନ, ମୋ ପାଇଁ ଟଙ୍କା ….’ ଦେଖନ୍ତୁ ଏତେ ଦିନ ପରେ ମିଡିଆ ସାମ୍ନାରେ ଏ କଣ କହିଦେଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ଓଡିଶାରେ ବହୁ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ ପାରିବାରିକ ବିବାଦ ମାମଲା ବିଷୟରେ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଏହି ମାମଲାଟି ଦୀର୍ଘ ତିନି ମାସ ଧରି ଚାଲୁ ଆସୁଛି । ତେବେ ଜିଲ୍ଲା କୋର୍ଟଙ୍କ ରାୟ ଅନୁଯାଇ ତପସ୍ଵିନୀ ଏବେ ନିଜ ଶଶୁର ଘରେ ରହୁଛନ୍ତି । ଆଉ ଏହି ମାମଲାଟି ଏବେ ହାଇକୋର୍ଟରେ ବିଚାରଧିନ ରହିଛି । ତେବେ ବନ୍ଧୁଗଣ ଅନେକ ଦିନ ପରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି କିଛି ବିଶେଷ ବୟାନ ଦେଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ଜାନୁୟାରୀ ୪ରେ ଜିଲ୍ଲା କୋର୍ଟ ଯାହା ଅର୍ଡର କରିଥିଲେ କି ସୁମିତ ମୋତେ ପ୍ରତି ମାସରେ ୧୭ ହଜାର ଟଙ୍କା ଦେବେ ଆଉ ମୁଁ ମୋ ଶାଶୁ ଘରେ ଯାଇ ରହିବି ।

ଆଗକୁ ସେ କହିଛନ୍ତି-‘ମୁ ବର୍ତ୍ତମାନ ମୋ ଶାଶୁ ଘରେ ଅଛି ୧୭ ହଜାର ଟଙ୍କା ସେ ପ୍ରଥମ ମାସରେ ଦେଇନାହାନ୍ତି ।ହେଲେ ଦ୍ଵିତୀୟ ମାସରେ ସେ ଟଙ୍କା ଡିଡି ରୂପେ ସନ୍ଧ୍ୟା ୬ଟାରେ ଏସଡିଜିଏମଙ୍କ ପାଖରେ ଜମା କରିଥିଲେ । ଆଉ ମୁଁ ଆସି ନଥିଲି ଟଙ୍କା ନେବା ପାଇଁ କିନ୍ତୁ ଆଜି ଆସିଛି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ । ମୁ ଏବେ ଟଙ୍କା ଆଣି ସାରିଛି । ପ୍ରଥମ ମାସର ମିଳିବାର ଥିଲା’ ।

ଆଗକୁ ସେ କହିଛନ୍ତି-ହେଲେ ଦ୍ଵିତୀୟ ମାସରେ ମିଳିଲା କିନ୍ତୁ ଟଙ୍କା ମୋ ପାଇଁ ମ୍ୟାଟର କରେ ନାହିଁ ମୋ ପାଇଁ ମ୍ୟାଟର ହେଉଛନ୍ତି ମୋ ସ୍ଵାମୀ । ମୁ ଭୋକ ଉପାସରେ ୪୭ ଦିନ ବାହାରେ ବସିଛି ମୋତେ ଟଙ୍କା ମ୍ୟାଟର କରେ ନାହିଁ । ଯିଏ ରୋଡରେ ରହୁଥିଲା ଏତେ କଷ୍ଟରେ ସେ ବିନା ଟଙ୍କାରେ ବି ରହିପାରିବ ଆଉ ମୁ ରହିଛି । ଆଉ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯାହା ଅଛି ସେଇଟା କେବଳ ଆମେ ଦୁହେଁ ଜାଣିଛୁ ଥାର୍ଡ ପର୍ଶନ କେହି ଜାଣି ନାହାନ୍ତି’ ।

ଆଗକୁ ସେ କହୁଛନ୍ତି-‘ମୁଁ ଏହା କହିବାକୁ ଚାହୁଁଛି ଯେ, ରିୟୂନିଅନ ବହୁତ ଶୀଘ୍ର ହୋଇପାରେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ ନିଜର ବୟାନ ଦେଇଛନ୍ତି । ହେଲେ ଖୁସିର କଥା ଏହା ହେଉଛି ଯେ, ତପସ୍ଵିନୀ କହିଛନ୍ତି ସେ ଆଉ ସୁମିତ ମିଶି ପାରନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *