ଦେଖନ୍ତୁ Video: ଦେଖ୍ ରେ… ମଣିଷ ଟିକେ ବୁଦ୍ଧି ଶିଖ୍ !!

ନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ବହୁତ ଖୁସି ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ ରାସ୍ତା ଉପରେ ପଡିଛି ଏକ ପାଉରୁଟି ଆଉ ପାଉରୁଟି ଦେଖି ଧାଇଁ ଆସୁଛି ଏକ କାଉ । ଥଣ୍ଟରେ ପାଉରୁଟିକୁ ଛିଣ୍ଡାଇବାରେ ଲାଗିଛି ଠିକ ସେତିକି ବେଳେ ସେହି ପାଉରୁଟି ଖାଇବା ଆଶାରେ ଧାଇଁ ଆସିଲା ଗୋଟେ ମୂଷା । ପାଉରୁଟି ପାଖକୁ ଯିବା ପାଇଁ ସେ ଚେଷ୍ଟା କରିଲା ହେଲେ କାଉ ଥିବାରୁ ସେ ପାଉରୁଟି ପାଖକୁ ଯିବା ପାଇଁ ଭୟ କରିଲା ।

ଏକାଧିକାର ଥର ଉଦ୍ୟମ କରିଲା ପରେ ବି ସାହାସ ଯୁଟାଇ ପାରିଲା ନାହିଁ ମୂଷା । ଶେଷରେ ମୂଷାଟି ନିରାଶ ହୋଇ ରାସ୍ତା କଡକୁ ଫେରିଗଲା । ହେଲେ କାଉଟି ବୋଧେ ମୂଷାର ମନ କଥା ବୁଝି ପାରିଲା । ସେ ଭାବିଲା ଏକୁଟିଆ ଖାଇଲେ କି ମଜା । ଭାଗ ବାଣ୍ଟି ଖାଇଲେ ତାର ବି ପେଟ ପୁରିବ ଆଉ ମୋର ବି ।

ଆଉ ସତକୁ ସତ ପାଉରୁଟିର ଖଣ୍ଡ ଥଣ୍ଟରେ ଉଠାଇ ମୂଷା ପାଖରେ ଥୋଇ ଦେଇ ଆସିଲା । କାଉଟି ଯିବା ପରେ ମୂଷାଟି ପାଉରୁଟି ଖଣ୍ଡ ଧରି ତା ରାସ୍ତାରେ ଚାଲିଗଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ମଣିଷକୁ ଗୋଟେ ବାର୍ତ୍ତା ଦେଇଦେଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *