Deepika ନିଜେ କଲେ ଏହି ବଡ ଖୁଲାସା, AIIMS ର ରିପୋର୍ଟରେ ବି କରା ଯାଇଛି ଅଦଳ ବଦଳ

ଦୀପିକା ପାଦୁକୋନ ଙ୍କୁ ହେବ ଆଜି ପଚରା ଉଚୁରା । CBI ଲିଷ୍ଟ ରେ ଦୀପିକା ଙ୍କ ସହିତ ୭ ଟି ଅନ୍ୟ ବଡ଼ ବଡ଼ ନାମ ରହିଛି ଯାହାକୁ ଆଜି ପଚରା ଉଚୁରା କରାଯିବ । ଏବେ ଦୀପିକା ପାଦୁକୋନ ଗୋଆ ରେ ଅଛନ୍ତି କିନ୍ତୁ ଯେ କୌଣସି ମୁହୂର୍ତ୍ତରେ ଦୀପିକା ପାଦୁକୋନ ମୁମ୍ବାଇ ଆସିପାରନ୍ତି କାରଣ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ ମାମଲାକୁ ନେଇ ଏମାନଙ୍କୁ ଜେରା କରାଯିବ ।

ଦୀପିକା ନିଜେ ସ୍ଵିକାର କରିଛନ୍ତି କି ସେ ଡ୍ରଗ୍ସ ନେଉଥିଲେ । ଯେତେବେଳେ ଦୀପିକା ଙ୍କୁ ଫୋନ କରାଗଲା ଏବଂ ପଚରା ଗଲା ସେତେବେଳେ ଦୀପିକା ଏହି ବଡ଼ ଖୁଲାସା କରିଥିଲେ କି ସେ ମଧ୍ୟ ଡ୍ରଗ୍ସ ନେଉଥିଲେ । କୁହାଯାଉଛି କି ୨୦୨୪ ରେ ଦୀପିକା ବହୁତ ଡିପ୍ରେସ ହୋଇ ଯାଇଥିଲେ । ଯେଉଁ କାରଣ ପାଇଁ ସେ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ । ଏବଂ ସେହି ଅଭ୍ୟାସ ସେ ଛାଡି ପାରିନାହାନ୍ତି ।

ଏହି କଥା ଶୁଣି CBI ଏବଂ NCB ର ଟିମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଖବର ମିଳିଛି କି ଦୀପିକା ଙ୍କ ସହିତ ଆଊ ୭ ଜଣ ବଡ଼ ଅଭିନେତ୍ରୀ ଙ୍କୁ ଆଜି ହିଁ ପଚରା ଉଚରା କରାଯିବ । ଆଜି ହିଁ ଏହା ସାମ୍ନାକୁ ଆସିଯିବ କି ଏମାନେ ଡ୍ରଗ ମାମଲା ସହିତ ସୁଶାନ୍ତ ଙ୍କ ମାମଲାରେ ମଧ୍ୟ ଯୋଡ଼ି ହୋଇଛନ୍ତି ବୋଲି । ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଏମ୍ସ ଡକ୍ଟର ଙ୍କ ଠାରୁ ଯେଉଁ ରିପୋର୍ଟ ଆସିବାର ଥିଲା ସେଥିରେ ମଧ୍ୟ ଗଡ ବଡ଼ କରାଯାଇଛି ।

ପୁଣି ଥରେ ଡକ୍ଟର ସୁଶାନ୍ତ ଙ୍କ ସେହି ରିପୋର୍ଟକୁ ଯାଞ୍ଚ କରିବେ ଏବଂ ଠିକ୍ ରିପୋର୍ଟ ଦେବେ ଯାହା ଫଳରେ ସେହି ବଡ଼ ବଡ଼ ଅଭିନେତ୍ରୀ ଅଭିନେତା ସମସ୍ତଙ୍କୁ ଗିରଫ କରାଯିବ । ବଡ଼ ବଡ଼ ଅଭିନେତ୍ରୀ ଅଭିନେତା ମାନଙ୍କ ହାତ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପଛରେ ରହିଛି ।

ଏହି ବ୍ୟକ୍ତି ମାନଙ୍କର ଡ୍ରଗ୍ସ ମାମଲା ସହିତ ସୁଶାନ୍ତ ଙ୍କ ମାମଲା ବିଷୟରେ ମଧ୍ୟ ଜେରା କରାଯିବ । ଖୁବ ଶୀଘ୍ର ବଡ଼ ବଡ଼ ଡିରେକ୍ଟର, ଅଭିନେତା, ଅଭିନେତ୍ରୀ ଗିରଫ ହେବାକୁ ଯାଉଛନ୍ତି ବୋଲି ଖବର ମିଳିଛି । CBI ନିଜର ତଦନ୍ତ ଖୁବ ଜୋର ସୋର ରେ କରିଚାଲିଛି ଏବଂ CBI କହିଛି ଡ୍ରଗ୍ସ ମାଫିଆ ମାନଙ୍କ ଗିରଫ ସହିତ ସୁଶାନ୍ତ ଙ୍କ ହତ୍ୟାକାରୀ ମାନଙ୍କୁ କଠୋର ରୁ କଠୋର ଦଣ୍ଡ ମିଳିବ ଏବଂ ସୁଶାନ୍ତ ଙ୍କ ସହିତ ପୁରା ଭାରତ ବାସୀଙ୍କୁ ନ୍ୟାୟ ମିଳିବ ।

ସୁଶାନ୍ତ ଙ୍କୁ ନ୍ୟାୟ ଦେବା ପାଇଁ ଏବଂ ଡ୍ରଗ୍ସ ମାଫିଆ ଙ୍କୁ ଶାସ୍ତି ଦେବା ପାଇଁ ଏହାକୁ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ । ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *