ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, Sameer ଙ୍କୁ ଜାତିଗତ ଆରୋପରେ ଫସେଇ Aryan କୁ ଖସେଇବା ପଛରେ Salman ନୱାବ ଆଉ ଅଣ୍ଡରୱାଲ୍ଡ ଲିଙ୍କ୍, କିପରି ଜାଣିବାକୁ ହେଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆରିୟାନ ଖା-ନଙ୍କ ଜା-ମି-ନ ପରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଖେଳ ଖ-ତ-ମ ହେବ ଶାହରୁଖ, ସଲମାନ ଓ ନବାବ ମଲିକଙ୍କର । ଡ୍ର-ଗ ମା-ମ-ଲା-ରେ ଫ-ସି-ଥି-ବା ଅରିୟାନ ଖାନଙ୍କୁ ବଞ୍ଚାଇବା ପାଇଁ ଯେଉଁ ଯୋଜନା କରିଛନ୍ତି ଓ ସଫଳ ହୋଇଛନ୍ତି ସେ ସବୁର ବେନକାବ ହେବ । ସମସ୍ତ ରହସ୍ୟର ପରଦାଫାସ ହେବ ଓ ଏ ସବୁ ପଛରେ ରହିଛି ଅ-ଣ୍ଡ-ର-ୱା-ଲ୍ଡ-ର ଲିଙ୍କ ଓ ଅ-ଣ୍ଡ-ର-ୱା-ଲ୍ଡ ସହ ବଲିଉଡର ସମ୍ପର୍କ କଣ ରହିଛି ତାହା ସମସ୍ତେ ଜାଣନ୍ତି ।

ଏହା ସହିତ ବଲିଉଡର ଦିଗଜ ଅଭିନେତା ସଲମାନ ଖାନଙ୍କ ସହ ଅ-ଣ୍ଡ-ର-ୱା-ଲ୍ଡ-ର କିଭଳି ଲି-ଙ୍କ ରହିଛି ତା ବିଷୟରେ ବି ସମସ୍ତେ ଜାଣିଛନ୍ତି । ଦୁବାଇ ଯାଇ ଆସିବା ତାହା ସହ ଗୋଟେ ଫୋନ କଲ୍ ରେ କଣ ସବୁ ଡିଲ ହେଉଛି ତାହା ସମସ୍ତେ ଜାଣିଛନ୍ତି । ହେଲେ ବନ୍ଧୁଗଣ ଏ ସମ୍ପର୍କରେ ଯିଏ ମୁହଁ ଖୋଲୁଛି ଓ ଯିଏ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ତାକୁ ଅନେକ ସମସ୍ୟାରେ ଛ-ନ୍ଦି ଦିଆ ଯାଉଛି ।

ତେବେ ମହାରଷ୍ଟ୍ରର ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିଷ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏକ ପୋ-ଷ୍ଟ କରି ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଦେବେନ୍ଦ୍ର ନିଜ ସୋ-ସି-ଆ-ଲ ମିଡି–ଆ ଆ-କା-ଉ-ଣ୍ଟ-ରେ ପୋ-ଷ୍ଟ କରି କହିଛନ୍ତି-‘ନବାବ ମଲିକଙ୍କ ସହ ଅ-ଣ୍ଡ-ର-ୱା-ଲ୍ଡ-ର ସମ୍ପର୍କ ରହିଛି’ ।

ଏ ହେଉଛନ୍ତି ସେହି ନବାବ ମଲିକ ଯିଏ ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେଙ୍କ ବି-ରୋ-ଧ-ରେ ମି-ଛ ଏବଂ ଫେ-କ ଡ-କ୍ୟୁମେ-ଣ୍ଟ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ କରିଥିଲେ । ତାହା ସହିତ ବର୍ତ୍ତମାନ ନିଜର ସ୍ପର୍ଷ୍ଟିକରଣ ଦେଉଛନ୍ତି ସମୀର ବାଙ୍ଖଡେ । ବନ୍ଧୁଗଣ ସମୀର ବାଙ୍ଖଡେ କୌଣସି କୋ-ଟା ବା ଟଙ୍କା ଦେଇ ଚାକିରି ପାଇ ନାହାନ୍ତି ସେ ନିଜ କର୍ତ୍ତବ୍ୟ ଓ ନିଜ ଯୋଗ୍ୟତାରେ ଏହି ଚାକିରି ପାଇଛନ୍ତି ।

ଏହା ସହିତ ତାଙ୍କ ବିପକ୍ଷରେ ଯେଉଁ ମାନେ ସବୁ ଚ-କ୍ରା-ନ୍ତ କରୁଛନ୍ତି ତାହା ଆଉ ଅଧିକ ଦିନ ଚାଲିବ ନାହିଁ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି । ସମୀର ବାଙ୍ଖଡେ ଗୋଟେ କଥା ସ୍ପର୍ଷ୍ଟ କରିଛନ୍ତି ଯେ, ତାଙ୍କ ମା ମୁ-ସ୍ଲି-ମ ଥିଲେ କିନ୍ତୁ ତାଙ୍କ ବାପା ହି-ନ୍ଦୁ ତେଣୁ ସେହି ଅନୁସାରେ ସେ ହି-ନ୍ଦୁ ଅଟନ୍ତି । ତେଣୁ ବର୍ତ୍ତମାନ ସମୀରଙ୍କ ବି-ରୋ-ଧ-ରେ ଯେତେ ସବୁ ମି-ଛ ପ୍ରମାଣ ପତ୍ର ଭା-ଇ-ରା-ଲ ହେଉଛି ସେ ସବୁର ସତ୍ୟତା ବହୁତ ଶୀଘ୍ର ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *