IAS ଇଣ୍ଟରଭ୍ୟୁରେ ଝିଅଟିକୁ ପଚରା ଗଲା, ୧୦ ଟଙ୍କାରେ କଣ କିଣିବକି ପୁରା ରୁମ ଭରିଯିବ

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଥମ ପ୍ରଶ୍ନ

ଗୋଟିଏ ପକ୍ଷୀ ସାମ୍ନାରେ ଏକ ମିଠାଇ ରଖାଯାଇଛି, ଗୋଟିଏ ଲେମ୍ବୁ ଏବଂ ଗୋଟିଏ ଲଙ୍କା ରଖା ଯାଇଛି ତାହେଲେ ଆପଣଙ୍କୁ କହିବାକୁ ପଡିବ କି ଚଢେଇକୁ ଏଥି ମଧ୍ୟରୁ ସବୁଠାରୁ ଅଧିକ କେଉଁଟି ସ୍ଵାଦିଷ୍ଟ ଲାଗିବ ?

ଉତ୍ତର

ଗୋଟିଏ ଚଢେଇ ସ୍ଵାଦ ଅନୁଭବ କରିବା ପାଇଁ ତା ପାଖରେ ସ୍ଵାଦ ଗ୍ରନ୍ଥି ନଥାଏ, ଏମିତିରେ ସବୁ ତାକୁ ଏକ ପ୍ରକାରର ଲାଗିବ ।

ଦିତୀୟ ପ୍ରଶ୍ନ

ଯଦି ଆପଣଙ୍କ ପାଖରେ ଦଶ ଟଙ୍କା ଅଛି ଏବଂ ଆପଣଙ୍କୁ ସେହି ଦଶ ଟଙ୍କାରେ ଏମିତି କିଛି କିଣିବାକୁ ହେବ ଯାହାଦ୍ୱାରା ସମ୍ପୂର୍ଣ୍ଣ ରୁମ ଭରିଯିବ ?

ଉତ୍ତର

ମହମବତୀ ଏବଂ ଦିଆସିଲି କାରଣ ଏଥିରୁ ହେଉଥିବା ଆଲୋକରେ ଆପଣଙ୍କର ପୁରା ରୁମ ଭରିଯିବ ଏବଂ ଯାହା ସର୍ତ୍ତ ଥିଲା ତାହା ବି ପୁରା ହୋଇଯିବ ।

ତୃତୀୟ ପ୍ରଶ୍ନ

ଗୋଟିଏ କଇଁଛ ପ୍ରାୟତଃ କେତେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରେ ?

ଉତ୍ତର

୨୦୦ ରୁ ୩୦୦ ବର୍ଷ, ତା’ର ଚାଲିବାର ଗତି ଯେତେ କମ ଅଟେ ତାର ବଞ୍ଚିବାର ଗତି ମଧ୍ୟ ସେତିକି । ଯାହାଦ୍ୱାରା ସେ ଧୀରେ ଧୀରେ ବଞ୍ଚିଥାଏ । ଲେଖାଟି ଭଲ ଲାଗିଲେ ଅନ୍ୟମାନଙ୍କ ସହ ସେଆର କରିବେ । ଆଗକୁ ଏମିତ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *