Vastu Shastra- ଏହି ୫ଟି କାମ ଅଟେ ଦରିଦ୍ରତାର ମୁଖ୍ୟ କାରଣ, ରାଗିଯାନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ ଆପଣମାନେ ତ ମା ଲକ୍ଷ୍ମୀଙ୍କ ବିଷୟରେ ଜାଣିଥିବେ । ଆମ ଶାସ୍ତ୍ର ରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ନାମରେ ଜଣାଯାଇଥାଏ । ଏବଂ ମାଲକ୍ଷ୍ମୀଙ୍କ କୃପାରୁ ଆମେ ସମସ୍ତେ ପରିଚିତ ଅଛୁକି ମାଲକ୍ଷ୍ମୀଙ୍କ କୃପା ହେଲେ ଘରକୁ ଧନଧାନ୍ୟ ସୁଖ ସମୃଦ୍ଧି ଆସିଥାଏ । ସମାଜରେ ଉଚ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଆଜି ଆମେ ମା ଲକ୍ଷ୍ମୀଙ୍କ ବିଷୟରେ କିଛି ଏମିତି କଥା କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଥିବେ ।

ଶାସ୍ତ୍ରରେ ମାଲକ୍ଷ୍ମୀ କିଛି ଏମିତି କଥା କହିଛନ୍ତି କି ଯାହାର କାରଣରୁ ଘରେ ସୁଖ ସମୃଦ୍ଧି ଏବଂ ଶାନ୍ତି ଲାଗି ରହିଥାଏ । ଏହାସହିତ ଶାସ୍ତ୍ରରେ ମାଲକ୍ଷ୍ମୀ କିଛି ଏମିତି ଭୁଲକଥା ବିଷୟରେ ମଧ୍ୟ କହିଛନ୍ତି କି ଯାହାର କାରଣରୁ ମଣିଷ ଜୀବନ ସାରା ଦୁଃଖ ଦରିଦ୍ର ଏବଂ ଗରିବ ରହିଥାଏ ।

ବନ୍ଧୁଗଣ ଘରେ ମହୁ ରଖିବା ସ୍ଥାନ ସବୁବେଳେ ସଫା ସୁତୁରା ରଖିବା ଦରକାର । ଆମ ଜୀବନରେ ମହୁକୁ ସବୁବେଳେ ପବିତ୍ର ବୋଲି ମାନନ୍ତି । କାହିଁକି ନା ଏହାଦ୍ୱାରା ଘରୁ ନକରାତ୍ମକ ଊର୍ଜା ଶେଷହୋଇ ସକରାତ୍ମକ ଊର୍ଜାର ସଂଚାର ହୋଇଥାଏ । ଏବଂ ଦେବୀ ସରସ୍ଵତୀଙ୍କ ବୀଣାକୁ ମଧ୍ୟ ଘରେ ରଖିବା ଦ୍ଵାରା ସବୁ ଅଧା ରହିଥିବା କାମ ବହୁତ ଯଲ୍ଦି ପୁରା ହୋଇଥାଏ । ବନ୍ଧୁଗଣ ଏବେ ଆମେ ଜାଣିବା ଆପଣ କେଉଁ କେଉଁ ଜିନିଷ ରଖିବା ଦ୍ଵାରା ବା ବ୍ୟବହାର କରିବା ଦ୍ଵାରା ଏହା ଗରିବର କାରଣ ହୋଇଥାଏ ।

ବନ୍ଧୁଗଣ ଯେବେ ସମୁଦ୍ର ମନ୍ଥନ ହୋଇଥିଲା ତ ଚତୁର୍ଥ ରତ୍ନ ମଧ୍ୟରୁ ମା ଲକ୍ଷ୍ମୀ ବି ପ୍ରକଟ ହୋଇଥିଲେ । ଯେଉଁଥିପାଇଁ ମାଲକ୍ଷ୍ମୀଙ୍କ ସ୍ଵଭାବକୁ ଚଞ୍ଚଳ ବୋଲି ମାନନ୍ତି । ବନ୍ଧୁଗଣ ମା ଲକ୍ଷ୍ମୀ କୁହନ୍ତି କି ମାଲକ୍ଷ୍ମୀ ଏବଂ ଦିବ୍ୟଶକ୍ତି ସବୁ ସେହି ଘରେ ବାସ କରିଥାନ୍ତି ଯେଉଁଠି ସୁଗନ୍ଧିତ ବାତାବରଣ ହୋଇଥାଏ । ବନ୍ଧୁଗଣ ଆମ ଶାସ୍ତ୍ରରେ କୁହାଯାଇଛି ଯେଉଁ ଘରେ ସବୁବେଳେ ଦୁର୍ଗନ୍ଧ ରହିଥାଏ ସେହିଘରେ ନା ତ ମାଲକ୍ଷ୍ମୀ ରହିଥାନ୍ତି ନା ହିଁ ଭଗବାନଙ୍କର ବାସ ହୋଇଥାଏ । ଏମିତି ଘରେ ଧନ କେବେବି ଆସିନଥାଏ । ସେହି ଘରେ କାମ କରୁଥିବା ଲୋକ ମଧ୍ୟ କାମରେ ସବୁବେଳେ ପଛୁଆ ରହିଥାଏ । ଏବଂ ସେହି ଘରେ ସବୁବେଳେ ଲୋକେ ରୋଗରେ ପଡିଥାନ୍ତି ।

ବନ୍ଧୁଗଣ ପୂଜାକରିବା ସମୟରେ ଏମିତି ଭୁଲ କରିବା ଉଚିତ ନୁହେଁ । ଲୋକେ ଏମିତି କୁହନ୍ତି କି ସେମାନେ ଏହି ଭୁଲ ସବୁ ଗୁଡିକୁ କରିଦେଇଥାନ୍ତି । ବନ୍ଧୁଗଣ ପୂଜା କରିବା ସମୟରେ ଏହିସବୁ କଥାକୁ ଧ୍ୟାନ ରଖିବେ କି ପୂଜା କଲା ବେଳେ ମନ୍ଦିର ବା ଠାକୁର ଘର ସଫା ସୁତୁରା ରଖିବା ନିହାତି ଦରକାର । ପୂଜା କରିବା ସମୟରେ କେବେବି ହାଇ ମାରିବା ଠିକ ନୁହେଁ ବା ଅଳସ ଭାଙ୍ଗିବା ଉଚିତ କଥା ହୋଇନଥାଏ । ଏହା କରିବା ଦ୍ଵାରା ମାଲକ୍ଷ୍ମୀ ରାଗି ତ ଯାଇଥାନ୍ତି ଏବଂ ଏହାସହିତ ସବୁ ଦେବାଦେବୀ ମଧ୍ୟ ଅପ୍ରସନ୍ନ ହୋଇଥାନ୍ତି ।ଲୋକେ ଘରକୁ ଆସି ଗୋଡ ହାତ ନ ଧୋଇ ଖଟରେ ଶୋଇଯାଇଥାନ୍ତି । ସେମାନଙ୍କର ଏମିତି କରିବା ଦ୍ଵାରା ତାଙ୍କ ଉପରେ ଅନେକ ଦୋଷର ପ୍ରଭାବ ପଡିଥାଏ । ବନ୍ଧୁଗଣ ଏହିସବୁ କଥା କରିବା ଗରିବର ମୁଖ୍ୟ କାରଣ ହୋଇଥାଏ ।

ଆପଣ ଯେବେ ଘରକୁ ଆସିକି ଘରେ ଜୋତା ଚପଲ ଠିକରେ ରଖିବେ ଏଣେ ତେଣେ ପକେଇକି ରଖିବେ ନାହିଁ । ହୋଇପାରିବ ଯଦି ଘରର ବାହାରେ କିମ୍ବା ସାଇଡରେ ରଖିବେ । ଏବଂ ଜୋତା ଚାପଲକୁ କେବେବି ଭୁଲରେ ବି ଓଲଟା ରଖିବେ ନାହିଁ । କାହିଁକିନା ଏହା ଘରର ଦାରିଦ୍ରତା ଏବଂ ଗରିବତା ପରିସ୍ତିତିକୁ ଡାକିଆଣିଥାଏ ।ବନ୍ଧୁଗଣ ସବୁବେଳେ ନିଜର ରୋଷେଇଘର ସଫା ସୁତୁରା ରଖିବେ । ରୋଷେଇଘର ସଫା ରହିଲେ ଧନର ଦେବୀ ମାଲକ୍ଷ୍ମୀ ଏବଂ ମା ଅର୍ନପୂର୍ଣା ସବୁବେଳେ ପ୍ରସନ୍ନ ରହିଥାନ୍ତି । ଏହା ଦ୍ଵାରା ଘରେ ସବୁବେଳେ ଧନ ରତ୍ନ ଭରି ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ ସବୁବେଳେ ସକାଳୁ ଯଲ୍ଦି ଉଠିବା ଦରକାର । ସକାଳୁ ଯଲ୍ଦି ଉଠିବା ହିଁ ଧନୀ ହେବାର ସବୁଠୁ ବଡ କାରଣ ହୋଇଥାଏ । ଧନର ଦେବୀ ମାଲକ୍ଷ୍ମୀ କୁହନ୍ତି କି ଯେଉଁ ବ୍ୟକ୍ତି ସକାଳୁ ଯଲ୍ଦି ଉଠିଥାଏ ତାଙ୍କ ଘରେ ମୁଁ ସବୁବେଳେ ବାସ କରେ । ମା ଲକ୍ଷ୍ମୀ ଏମିତି ଲୋକଙ୍କ ସାଥ କେବେବି ଛାଡି ନଥାନ୍ତି । ଏମିତି ଲୋକ ମାଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାନ୍ତି ।

ବନ୍ଧୁଗଣ ମାଲକ୍ଷ୍ମୀ କହିଥାନ୍ତି କି ଯେଉଁ ଘରେ ସ୍ତ୍ରୀ ଲୋକମାନଙ୍କର ବା ନାରୀ ଜାତିର ସମ୍ମାନ ହେଉନଥାଏ , ବୁଢାବୁଢି ମାନଙ୍କର ସମ୍ମାନ ହେଉନଥାଏ ବା ପିଲା ମାନଙ୍କୁ ଭଲ ପାଇବା ଦିଆଯାଉନଥିବ ଏମିତି ଘରେ ମାଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ କେବେବି ବାସ କରନ୍ତି ନାହିଁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *