ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅପରାଜିତା ଷଡଙ୍ଗୀ ତେଲୁଗୁ ଭଉଣୀ ମାନଙ୍କ ସହ ଦାଣ୍ଡିଆ ନାଚିଲେ । ତେବେ ଭୁବନେଶ୍ବରର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ମହୋଦୟା ହେଉଛନ୍ତି ଅପରାଜିତା ଷଡଙ୍ଗୀ । ତେବେ ଭୁବନେଶ୍ବର ସାଂସଦ ଅପରିଜିତା ଷଡଙ୍ଗୀ ତିରୁମାଳା ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ସେଠାରେ ମନ୍ଦିର ଦର୍ଶନ କରିବା ସହିତ ନିଜ ଘର ପରିବାର ତଥା ସମସ୍ତ ଜନ ସାଧାରଣଙ୍କ ନିମନ୍ତେ ଆଶ୍ରୀବାଦ କାମନା କରିଥିଲେ ।

ତେବେ ସେଠାରେ କିଛି ତେଲୁଗୁ ଭଉଣୀ ମାନଙ୍କ ଅନୁରୋଧ ଥିଲା । କି ଅପରାଜିତା ଭଉଣୀ ଆମ ମାନଙ୍କ ସହିତ କିଛି ସମୟ ପାଇଁ ଦାଣ୍ଡିଆ ନାଚ ନଚିବେ। ତେବେ ତେଲୁଗୁ ଭଉଣୀ ମାନଙ୍କ ଅନୁରରୋଧକୁ ଅବମନାନା ନକରି ପାରି ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ତେଲୁଗୁ ଭଉଣୀ ମାନଙ୍କ ସହିତ ତାଙ୍କ ସହିତ ଦାଣ୍ଡିଆ ନାଚିବାକୁ ଆରମ୍ଭ କରିଦେଇଥିଲେ । ତେବେ ଗୀତ ଓ ଦାଣ୍ଡିଆ କାଠିର ତାଳେ ତାଳେ ପାଦରେ ପାଦ ମିଶାଇ ଅପରାଜିତା ଷଡଙ୍ଗୀ ନାଚିଥିଲେ ।
ଏହା ସହିତ ସେଠାରେ ଉପସ୍ଥିତ ଥିବା ସମସ୍ତ ତେଲୁଗୁ ମହିଳା ମାନଙ୍କ ସହିତ ଏକା ଧାରାରେ ଛିଡା ହୋଇ ଦାଣ୍ଡିଆ ନାଚିବା ସହ ନାଚର ଧୂମ ଆନନ୍ଦ ଅପରାଜିତା ଷଡଙ୍ଗୀ ଉଠାଇଥିଲେ । ତେବେ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କର ଏହି ଦାଣ୍ଡିଆ ନାଚ ସୋସିଆଲ ମିଡିଆରେ ଏବର୍ତ୍ତମାନ ସମୟରେ ବହୁ ଭାଇରାଲ ହୋଇଛି । ଯାହାକୁ ଦେଖି ଶ୍ରୀମତୀ ଅପରିଜିତା ଷଡଙ୍ଗୀଙ୍କର ଦାଣ୍ଡିଆ ନାଚକୁ ବହୁତ ଲୋକଙ୍କର ଭଲ ପାଇବା ମଧ୍ୟ ମିଳିପାରିଛି ।
ତେବେ ଏହି ଅବସରରେ ସମସ୍ତ ଶ୍ରଦ୍ଧାଳୁ, କର୍ପୋରେଟର ରୀତାଞ୍ଜଳି ସାହୁ ଏବଂ ଅନ୍ୟାନ୍ୟ ଜନ ସାଧାରଣ ମଧ୍ୟ ଉପସ୍ଥିତ ଥିଲେ । ତେବେ ଦାଣ୍ଡିଆ ନାଚର ଏକ ଅଲଗା ପ୍ରକାର ହିଁ ଆନନ୍ଦ ରହିଥାଏ । ଯିଏ ଦାଣ୍ଡିଆର ତଳେ ତାଳେ ଦାଣ୍ଡିଆ ବାଡି ଧରି ନାଛିଛି । ସେ ହିଁ ଦାଣ୍ଡିଆ ନାଚର ଅସଲି ମଜା ଜାଣିଛି ।

ତେବେ ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ମଧ୍ୟ ଦାଣ୍ଡିଆର ଖୁବ ମଜା ଉଠାଇଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଓ ଶେୟାର କରନ୍ତୁ । ଏହା ସହିତ ଦାଣ୍ଡିଆ ନାଚ ଆପଣଙ୍କୁ କିପରି ଲାଗେ, ଆମ କୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

