ସାମ୍ନାକୁ ଆସିଲା ଡାକ୍ତରଙ୍କ ଭୟଙ୍କର କାଣ୍ଡ ! ଏହି ମହିଳାଙ୍କ ସହ ଯାହା ହୋଇଛି ଶୁଣିଲେ ଦେହ ଥରିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ଜଣଙ୍କ ଅପରେସନ ପାଇଁ ଯାଇଥିଲେ ଡାକ୍ତର ଙ୍କ ପାଖକୁ । ମାତ୍ର ଡାକ୍ତର ତାଙ୍କ ସହିତ ଏଭଳି ବ୍ୟବହାର କରିଲେ ଯେ ମହିଳା ଜଣକ କିଛି ବୁଝି ପାରି ନଥିଲେ । ଓଟି ଭିତରେ ୨ ରୁ ୩ ଚାପୁଡା ମ-ଆରିଥିଲେ ଡାକ୍ତର । ଅଶ୍ଳୀଳ ବ୍ୟବହାର ମଧ୍ୟ କରିଲେ । ତାଙ୍କୁ ଅପରେସନ କରିବା ବଦଳରେ ତାଙ୍କ ସହିତ ଭୁଲଭାଲ ହରକତ କରିଲେ । ଆଉ ତାଙ୍କ କହିବାରୁ ଡାକ୍ତର ତାଙ୍କୁ ମ-ଆଡ ମ-ଆରିଲେ ।

ମହିଳା ଜଣକ ଙ୍କୁ ବହୁତ କଷ୍ଟ ହେଉଥିଲା । ବହୁତ ଯନ୍ତ୍ରଣା ମଧ୍ୟ ହେଉଥିଲା । ଡାକ୍ତର ପାଣିଗ୍ରାହୀ ମହିଳା ଙ୍କ ସହିତ କିଛି ଠିକ କରିଲେ ନାହିଁ । ମହିଳା ଙ୍କୁ ପିତିଳେ ଡାକ୍ତର । ମହିଳା ଜଣକ ପରିବାର ନିୟନ୍ତ୍ରଣ ଅସ୍ତ୍ରପୋଚାର ନିମନ୍ତେ ଯାଇଥିବା ମହିଳା ଙ୍କୁ ଡାକ୍ତର ପାଣିଗ୍ରାହୀ କରିଲେ ଖରାପ ବ୍ୟବହାର । ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଲେ ଏବଂ ଭୁଲଭାଲ ଅପରେସନ କରି ମ-ଆଡ ମଧ୍ୟ ମ-ଆରିଲେ ।

ବର୍ତ୍ତମାନ ଯନ୍ତ୍ରଣା ରେ ଚଟପଟ ହେଉଛନ୍ତି ମହିଳା । ତେବେ ପୁଣିଥରେ ରଶିକ ଡାକ୍ତର ଙ୍କ ଦବଙ୍ଗ ଗିରି ବର୍ତ୍ତମାନ ପଦାକୁ ଆସିଅଛି । ମହିଳା ଙ୍କୁ ମ-ଆଡ ମ-ଆରିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଧର୍ମଗଡ ଡାକ୍ତର ଖାନା ଆସିଥିଲେ । ସେଠାରେ ଅସ୍ତ୍ରପୋଚାର କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମହିଳାଙ୍କୁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ମ-ଆଡ ମ-ଆରିଥିବା ନେଇ ଧର୍ମଗଡ ଥାନା ରେ ସ୍ଵାମୀ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ଧର୍ମଗଡ ଏନଏସସି ଅନ୍ତର୍ଗତ କେବିଡି ଗ୍ରାମର ସରସ୍ଵତୀ ବାଗ ନାମକ ମହିଳା ଗତକାଲି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଆସିଥିଲେ । ତେବେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଠିକରେ ଅସ୍ତ୍ରୋପଚାର ନକରି ଥିବା ଅନ୍ୟପଟରେ ମ-ଆଡ ମ-ଆରିବା ଘଟଣା କୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଯାଇଅଛି । ଡାକ୍ତରଖାନା ଛକ ମୁଖ୍ୟ ରାସ୍ତା କୁ ଲୋକେ ଅବରୋଧ କରି ଆନ୍ଦୋଳନ କରିଛନ୍ତି ।

ଡାକ୍ତରଙ୍କୁ ଗିରଫ ସହ ଚାକିରୀରୁ ବହିସ୍କାର ଦାବୀ ନେଇ ରାସ୍ତା ଅବରୋଧ କରିଥିବା ଜଣା ପଡିଛି । ତେବେ ଡାକ୍ତରଙ୍କୁ ଭଗବାନ ତୁଲ୍ୟ ମାନାଯାଇଛି । କିନ୍ତୁ ଏଭଳି ରୋଗୀ ମାନଙ୍କ ସହିତ ବ୍ୟବହାର କରିବା କେତେଦୂରେ ଠିକ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *