କଣ ଆପଣ ଜାଣନ୍ତି Kishore Bhaina ଙ୍କ ଦୈନିକ ରୋଜଗାର କେତେ ? ଜାଣନ୍ତୁ ତାଙ୍କ ଘର ଓ ସମ୍ପତି

ବନ୍ଧୁଗଣ, କିଶୋର ଭାଇନାଙ୍କ ମଟନ ଦୋକାନ ସମ୍ବନ୍ଧରେ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ । ଏହି କିଶୋର ଭାଇନା ଙ୍କ ଦୈନିକ ରୋଜଗାର କେତେ ହେଉଥିଲା ? ତଥା ତାଙ୍କ ଘର ପରିବାର ସମ୍ପତ୍ତି ସମ୍ବନ୍ଧରେ ଆସନ୍ତୁ ଜାଣିନେବା । କିଶୋର ଭାଇନାଙ୍କ ଏହି ଦୋକାନ ବର୍ଷ ବର୍ଷ ହିଁ ଚାଲିଥିଲା । ଏହା ସହିତ ସେ କୋଟି କୋଟି ଟଙ୍କାର ବେପାର ମଧ୍ୟ କରୁଥିଲେ । ମାତ୍ର ବର୍ତ୍ତମାନ ତାଙ୍କ ବେପାର ସଂପୂର୍ଣ୍ଣ ଭାବରେ ବନ୍ଧ ହୋଇଯାଇଅଛି ।

ଏହା ବ୍ଲଗର ମାନଙ୍କ ପାଇଁ ନା  BMC ର କିଛି ନିୟମ ଉଲଂଘନ କରିବା ପାଇଁ ? ସୂଚନା ଅନୁଯାୟୀ ସେ BMC ର କିଛି ନିୟମ ଉଲଂଘନ କରିଥିବା ପାଇଁ ତାଙ୍କୁ ବର୍ତ୍ତମାନ ଦୋକାନ ବନ୍ଧ କରିବା ନିମନ୍ତେ ପଡୁଛି । ତେବେ ତାଙ୍କର ମଟନ ତରକାରୀର ହିସାବ ରଖୁଛନ୍ତି ସବୁ ସୋ-ସି-ଆ-ଲ ମି-ଡି-ଆର ବ୍ଲଗର ମାନେ । ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ୬ କୋଟି ଟଙ୍କାର ବେପାର କରୁଥିଲେ କିଶୋର ଭାଇନା ।

ବର୍ଷକୁ ୧ କୋଟି ୮୦ ଲକ୍ଷ ଟଙ୍କା ଲାଭ କରୁଥିଲେ କିଶୋର ଭାଇନା । ଏହାର ହିସାବ ମଧ୍ୟ ବର୍ତ୍ତମାନ BMC ପାଖରେ ଅଛି । ସେ ଏକ ପ୍ଳେଟ ମଟନ କୁ ପ୍ରାୟ ୨୦୦ ଟଙ୍କା ଲେଖାଏଁ ବିକ୍ରି କରୁଥିଲେ । ଏହି ବ୍ୟାପାର ସେ ଦୀର୍ଘ ୨୦ ବର୍ଷ ଧରି କରି ଆସୁଛନ୍ତି ।

ଆଉ ଏହା ଭିତରେ ଅନେକ ସମ୍ଭାବନା ରହିଅଛି ଯେ ସେ ବହୁତ ଲାଭ କରିଥିବେ । BMC ଏହା ମଧ୍ୟ ଦେଖିଥିଲେ ଯେ ଏହି ମଟନ କରାଯାଇଥିବା ସ୍ଥାନରେ ବହୁତ ପ୍ରଦୂଷଣ ମଧ୍ୟ ହେଉଅଛି । ସୋସିଆଲ ମିଡିଆରେ ଯେଉଁ କାଠ ଚୁଲି ରେ ମଟନ ପ୍ରସ୍ତୁତ ହେଉଛି ଏବଂ ତାହା ସ୍ଵାଦିଷ୍ଟ ବୋଲି ସେ କହୁଥିଲେ, ଏହାକୁ ନେଇ BMC ଭିନ୍ନ ମତ ଦେଇ କହିଛନ୍ତି ଯେ ସେହି କାଠ ଚୁଲି ବହୁତ ପ୍ରଦୂଷଣ କରୁଛି ।

ଏହା ଛଡା BMC ଏହା ମଧ୍ୟ କହିଛି ଯେ ତାଙ୍କ ହୋଟେଲ ସମ୍ମୁଖରେ ଛିଡା ହୋଇ ଲୋକେ ଯାହା ଭିଡ କରୁଥିଲେ ଏହାଦ୍ଵାରା ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଥିଲା । ଆଉ ମଟନ ରେ ଯେଉଁ ସବୁ ସାମଗ୍ରୀ ସେ ବ୍ୟବହାର କରୁଥିଲେ ତାହା ନିମ୍ନ ମାନର ବୋଲି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *