ରାଶିଫଳ 13 ଏପ୍ରିଲ 2020, ଆଜି ଭୋଳାନାଥଙ୍କ କୃପାରୁ ଏହି ତିନୋଟି ରାଶିର ଭାଗ୍ୟ ହୀରା ମୋତି ଭଳି ଚମକିବ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶିଫଳ ଦ୍ଵାରା ଆମେ ଆମର ଭବିଷ୍ୟତ ବିଷୟରେ ଜାଣି ପାରିଥାଉ । ଏଥିପାଇଁ ଆମେ ଦୈନଦିନ ରାଶିଫଳ ପଢି ଥାଉ । ରାଶିଫଳ ସବୁ ଦିନ ସମାନ ନଥାଏ । ମଣିଷ ମନରେ ଶ୍ରଦ୍ଧା ଏବଂ ଭକ୍ତି ଦ୍ଵାରା ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି । ଆଜି ଭୋଳାନାଥ ଙ୍କ କୃପାରୁ କିଛିଟା ରାଶିର ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଅଛି । ତାହେଲେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ ।

ମେଷ

ଆଜି ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ ଆପଣଙ୍କର ଏହି ଗୁଣ ଆପଣଙ୍କୁ ସଂମ୍ମାନ ଦେବ । ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିବ । ନୂଆ ବସ୍ତୁ ବିଷୟରେ ଜାଣିବା ପାଇଁ ଇଚ୍ଛା କରିବେ । ଆଧାତ୍ମିକତା ଏବଂ ଇଶ୍ଵର ଭକ୍ତି ଆପଣଙ୍କୁ ସହାୟତା ଦେବ । ଆଜି ପ୍ରେମୀ ଙ୍କ ସହିତ ଝଗଡା କରନ୍ତୁ ନାହୀନ । ଆପଣଙ୍କର ମାନ ପ୍ରତିଷ୍ଠା ବୃଦ୍ଧି ହେବ ।

ବୃଷ

ଆପଣଙ୍କ ଯୋଜନାରେ ଶେଷ ମୁହୂର୍ତରେ ପରିବର୍ତ୍ତନ ହୋଇ ପାରେ । ମାଆ ଙ୍କର ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଆପଣଙ୍କ ସହିତ କିଛି ଖରାପ ଘଟନା ଘଟି ପାରେ । ଆପଣ ନିଜର ଥିବା ଖାସ ଇଚ୍ଛାକୁ ପୂରଣ କରି ପାରନ୍ତି । ଆପଣଙ୍କୁ ଭୂମି ଏବଂ ରିୟଲ ଏଷ୍ଟେଟ ଭଳି ପରି ଯୋଜନା ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ । ଆପଣଙ୍କୁ ଶାରୀରିକ ଏବଂ ମାନସିକ ପୀଡା ଅନୁଭବ ହୋଇ ପାରେ ।

ମିଥୁନ

ଆଜି ଘରକୁ ଅତିଥି ଆସିବା କାରଣରୁ ଆପଣଙ୍କ ଘରେ ଖୁସି ଖେଳି ଯିବ । ଆପଣଙ୍କ ଉପରେ ଭୋଳାନାଥ ଙ୍କ କୃପା ଦୃଷ୍ଟି ରହିବ । ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ଅଛି । ଘରର ସବୁ ସଦସ୍ୟ ଖୁସିରେ ରହିବେ । କିଛି ଦିନରୁ ଚାଲି ଥିବା ଦେବା ନେବା ର କିଛି ବଡ ଡିଲ ଠିକ ହେବାର ଆପଣ ବହୁତ ଖୁସି ରହିବେ । ବିନା କାରଣରେ କାହା ସାଗିତ ଝଗଡା ହୋଇ ପାରେ । ଆଜି ଆପଣଙ୍କର ଖର୍ଚ ବଢିବ । ମୌଷମ ପରିବର୍ତନ ଠାରୁ ନିଜକୁ ବଞ୍ଚାଇ ରଖନ୍ତୁ ।

କର୍କଟ

ଆଜି ଏହି ରାଶିର ଲୋକଙ୍କୁ କିଛି ଆର୍ଥିକ ମାମଲାରେ କିଛି ଚିନ୍ତାର ସାମନା କରିବାକୁ ପଡି ପାରେ । ସମ୍ପର୍କୀୟ ମାନଙ୍କ ସହିତ କିଛି ଖାସ କରିବା ପାଇଁ ଯୋଜନା କରି ପାରନ୍ତି । ପ୍ରପୋଟି ମାମଲାରେ କିଛି ଅଫର ମିଳିବାର ଯୋଗ ରହିଛି । ପରିବାରର ଦାୟିତ୍ଵ ବଢିପାରେ । ଆପଣଙ୍କର କଠିନ ପରିଶ୍ରମ ଦ୍ଵାରା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ଜମି ବିକିବା ପାଇଁ ଭାବି ନିଷ୍ପତ୍ତି ନେଇ ପାରନ୍ତି ।

ସିଂହ

ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ସହିତ ବହୁତ ମଜା ମସ୍ତି କରିବେ । ଦରକାର ଠାରୁ ଅଧିକ ସମୟ ଏବଂ ପଇସା ମନୋରଞ୍ଜନ ରେ ଖର୍ଚ କରନ୍ତୁ ନାହିଁ । ଆଜି ଆପଣଙ୍କ ଉପରେ ଭୋଳାନାଥ ଙ୍କର କୃପା ଦୃଷ୍ଟି ରହିବ । ଶରୀରରେ ଆଳସ୍ୟ ସହିତ ମନରେ ଅଶାନ୍ତି ଅନୁଭବ କରି ପାରନ୍ତି । ମାନସିକ ଚିନ୍ତା ହେବ । ଆର୍ଥିକ ହାନି ହୋଇପାରେ । ବିନା କାରଣରେ କାହା ସହିତ ଝଗଡା ଚିନ୍ତାର କାରଣ ହୋଇ ପାରେ । ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ । ନୂଆ ବିବାହ କରିଥିବା ଯୋଡି ଜୀବନରେ ବହୁତ ଖୁସି ଅନୁଭବ କରିବେ ।

କନ୍ୟା

ଆପଣ ଅଧିକ କଥା କହୁଥିବା ଲୋକଙ୍କର ହୃଦୟ ଜିତିବା ପାଇଁ ଚେଷ୍ଟା କରିବେ । ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କିଛି ଖାସ କରିବେ । ଆଜି ଆପଣ କ୍ରୋଧିତ ରହିବେ ଯେଉଁ କାରଣରୁ ଆପଣଙ୍କର କାମ ବିଗିଡି ଯିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଫାଷ୍ଟଫୁଡ ଖାଆନ୍ତୁ ନାହିଁ । ବ୍ୟାୟାମ ସହିତ ଯୋଡି ହୋଇ ଥିବା କିଛି ଜିନିଷ କିଣି ପାରନ୍ତି । ଆଜି ଆପଣ ନିଜ ଘର ବିଗିଡି ଯାଇ ଥିବା ସଦସ୍ୟଙ୍କୁ ଭଲ ଭାବେ ବୁଝାଇ ବାକୁ ହେବ ।

ତୁଳା

ଆଜି ନିଜ କାମରେ ସଂମ୍ମାନ ବୃଦ୍ଧି ହେବାର ଯୋଗ ରହିଛି । ଭଗବାନ ଭୋଳାନାଥ ଙ୍କ କୃପାରୁ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ନୂଆ ବସ୍ତ୍ର କିଣିବେ । ଆପଣଙ୍କୁ କୌଣସି ଶୁଭ ଖବର ମିଳିପାରେ । ନିଜ କାମରେ ସଫଳତା ମିଳିବ । ପ୍ରତିଯୋଗୀତା ରେ ଆପଣ ଜିତ ହାସଲ କରିବେ । ଅଧିକ ଖୁସି ହୁଅନ୍ତୁ ନାହିଁ । ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ସହିତ ମିଶି ଖାଇବାର ସ୍ଵାଦ ନେବେ ।

ବିଛା

ଏହି ରାଈ ଉପରେ ଭଗବାନ ଶିବଙ୍କ ଆଶୀର୍ବାଦ ରହିଛି । ଜୀବନସାଥୀଙ୍କ ଅସହମତି ପାଇଁ ଝଗଡା ହୀୟ ପାରେ । ଆପଣଙ୍କ ମନରେ ଶୀଘ୍ର ପଇସା କମାଇବାର ଇଚ୍ଛା ସୃଷ୍ଟି ହେବ । ସ୍ୱାସ୍ଥ୍ୟ ସବନ୍ଧୀୟ ଚିନ୍ତା ହୋଇପାରେ । ଆତ୍ମବିଶ୍ଵାସ ରେ କମି ରହିବ । ସ୍ଵାଭାବରେ ଏକାଗ୍ରତା ଦେଖିବାକୁ ମିଳିବ । ବ୍ୟବସାୟ ଏବଂ ଚାକିରିରେ ହଠାତ ବଡ ନିଷ୍ପତ୍ତି ନେବାକୁ ପଡିପାରେ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ ।

ଧନୁ

ଆପଣ ମାନସିକ ଅଶାନ୍ତି ଅନୁଭବ କରି ପାରନ୍ତି । ମଧୁର କଥା ସାହାଯ୍ୟ ରେ ଅନ୍ୟ ଲୋକଙ୍କୁ ପ୍ରଭାବିତ କରିବେ । ଲାଭ ନେବା ଲୋଭକୁ ଛାଡି ପୁଞ୍ଜି ନିବେଶରେ ଧ୍ୟାନ ଦିଅନ୍ତୁ । କାମ ଅଧାରେ ରହିଯିବାର ପୁରା ସମ୍ଭାବନା ଅଛି । ସ୍ତ୍ରୀ ଏବଂ ବନ୍ଧୁ ଙ୍କ ସହିତ ଭେଟ ଖୁସି ଦେବ । ଶତ୍ରୁ ଉପରେ ବିଜୟ ଲାଭ କରିବେ । ଆପଣ ଚିଡଚିଡା ବି ହୋଇ ପାରନ୍ତି । କୌଣସି ବ୍ୟକ୍ତି ଙ୍କ ଦ୍ଵାରା ବିଶ୍ଵାସଘାତ ହେଇ ପାରେ ।

ମକର

ଆଜି କିଛି ଛୋଟ ବିବାଦ ହୋଇ ପାରେ । ଆପଣଙ୍କ ସାହାସ ପାଇଁ ଆପଣ ଭଲ ପାଇବା ପାଇବେ । ବାହାରକୁ ଯିବା ପାଇଁ କରିଥିବା ଯୋଜନା ଶେଷ ସମୟରେ ବଦଳି ଯାଇ ପାରେ । ମାଆଙ୍କ ପାଇଁ ଚିନ୍ତା କରି ପାରନ୍ତି । ପୁରୁରା ରୋଗ ଭଲ ହୋଇପାରେ । ଆଜି ଆପଣଙ୍କୁ କିଛି ଖୁସି ଖବର ମ୍ଳିବାର ସମ୍ଭାବନା ଅଛି ଯାହା ଦ୍ଵାରା ଆପଣଙ୍କ ପରିବାର ଖୁସିରେ ଚମକି ଉଠିବ ।

କୁମ୍ଭ

ଏହି ରାଶି ଥିବା ବେପାରୀ ମାନଙ୍କୁ ନୂଆ ଗ୍ରାହକ ମିଳି ପାରନ୍ତି । ଆପଣଙ୍କ ଘରକୁ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିବାର ଶୁଭ ଯୋଗ ରହିଛି । ଆଶା ନିରାଶା ର ମିଶ୍ରିତ ଭାବ ମନରେ ରହିବ । ଚାକିରିରେ ସମସ୍ୟାର ସାମନା କରିବାକୁ ପଡି ପାରେ । ବେପାର ରେ ବୃଦ୍ଧି ହେବ । ନୂଆ କାମ କରିବା ପାଇଁ ପ୍ରେରିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଓମ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କୁ ଲାଭ ମିଳିବ ।

ମୀନ

ଆଜି ଆପଣଙ୍କୁ ଅନ୍ୟର ଆବଶ୍ୟକତା ଉପରେ ଧ୍ୟାନ ଦେବାକୁ ପଡିବ । ଖରାପ ଚିନ୍ତାଧାରା ରଖନ୍ତୁ ନାହିଁ । ବାପା ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆଜି କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଆଜି ନୂଆ କାମ ଆରମ୍ଭ କରିବା ପାଇଁ ଶୁଭ ଦିନ ଅଛି । ଆଜି ଆପଣ ନିଜ ଇଚ୍ଛାରେ ନିଷ୍ପତ୍ତି ନେଇ ପାରନ୍ତି । ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ ।

ଭୋଳାନାଥ ଚାହିଁଲେ ଆପଣଙ୍କ ଜୀବନରେ ସବୁ ଦୁଃଖ କଷ୍ଟ ଦୂର ହେଇଯିବ । ଶରୀରରେ ଥିବା ଯେତେବି ଅସାଧ୍ୟ ରୋଗ ତାଙ୍କ ଆଶୀର୍ବାଦ ଦ୍ଵାରା ଭଲ ହେଇପାରେ । ତେବେ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ କମେଣ୍ଟରେ ଓଁ ନମଃ ଶିବାୟ ଲେଖନ୍ତୁ, ଦେଖିବେ ଦିନଟି ଭଲରେ କଟିବ । ଦୈନିକ ନିଜ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *